Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୪୧ ବୁଥରେ ୯୧% ଭୋଟିଂ ହେଲା କେମିତି: ବିଜେଡି
ନୂଆପଡା ଉପନିର୍ବାଚନ ଉପରେ ବିଜେଡିର ପ୍ରତିକ୍ରିୟା
ବିଜେପିକୁ ଜିତାଇବା ପାଇଁ କାମ କରୁଥିଲା ପ୍ରଶାସନ
୯୦%ରୁ ଅଧିକ ଭୋଟିଂ ହୋଇଥିବା ବୁଥ୍ର ସିସିଟିଭି ଫୁଟେଜ ଦାବି କଲା ବିଜେଡି
ମୁକ୍ତ ଓ ଅବାଧ ନିର୍ବାଚନ ପ୍ରହସନରେ ପରିଣତ
ଭୁବନେଶ୍ୱର, ୧୩/୧୧/୨୦୨୫: ନୂଆପଡା…
ସୂର୍ଯ୍ୟମଣି ସ୍ମୃତି ସମ୍ମାନ –୨୦୨୫ରେ ସମ୍ମାନୀତ ପଣ୍ଡିତ ରଘୁନାଥ ପାତ୍ର
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭୂବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ "ଆଶାବରୀ" ସାଂସ୍କୃତିକ ସମାଜର ଏକ ବିଂଶତିତମ ବାର୍ଷିକ ଉତ୍ସବ ଅବସରରେ ପାରଳାଖେମୁଣ୍ଡି ର ପଣ୍ଡିତ ରଘୁନାଥ ପାତ୍ର ସୂର୍ଯ୍ୟମଣି ସ୍ମୃତି ସମ୍ମାନ –୨୦୨୫ରେ ସମ୍ମାନୀତ ହୋଇଛନ୍ତି। ଗୁରୁଶ୍ରୀ ପାତ୍ରଙ୍କୁ…
ବାଲ୍ୟବିବାହ ଅଟକାଇଲା ଜିଲ୍ଲା ଚାଇଲ୍ଡ ହେଲ୍ପ ଲାଇନ : ଚାଇଲ୍ଡ ହେଲ୍ପ ଲାଇନ ପ୍ରକଳ୍ପ ସଂଯୋଜିକା ଶ୍ରୀମତୀ ବୈଶାଳୀ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିଶ୍ଵସ୍ତ ସୂତ୍ରରୁ ଖବର ପାଇଲେ ଯେ ଗଜପତି ଜିଲ୍ଲା ଅନ୍ତର୍ଗତ କାଶୀନଗର ଏନ.ଏସି.ର ୱାର୍ଡ ନଂ ୭ ରେ ବାଲ୍ୟ ବିବାହ ହେବାକୁ ଅଛି। ପରେ ଏହି ଖବରକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସଙ୍ଗେ ସଙ୍ଗେ କାଶୀନଗର ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀଙ୍କୁ…
ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ କବାଡି ପ୍ରତିଯୋଗିତା ୨୦୨୫ ଉଦ୍ଘାଟିତ
ପଦ୍ମପୁର:- ସ୍ଥାନୀୟ ରାଜବୋଡ଼ାସମ୍ବର ଖେଳ ପଡିଆ ଠାରେ ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ କବାଡି ପ୍ରତିଯୋଗିତା ୨୦୨୫ ଉଦ୍ଘାଟିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିକାରୀ ସରୋଜ କୁମାର ଭୁଏ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ସ୍ଥାନୀୟ ବିଧାୟିକା ବର୍ଷାରାଣୀ ସିଂ ବରିହା…
ସଞ୍ଚୟପକ୍ଷ -୨୦୨୫ ପାଳନ ଅବସରରେ ଆଲୋଚନାଚକ୍ର ଅନୁଷ୍ଠିତ ।
କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ସଂଚୟ ପକ୍ଷ -୨୦୨୫ ପାଳନ ଅବସରରେ ଆର୍ଥିକ ସେବା ଓ ସଞ୍ଚୟ ବିଭାଗ ପକ୍ଷରୁ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି | ଆଜି ମଧ୍ୟାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ରଘୁରାମ ଆର ଆୟର…
ନାବାଳିକା ବଳତ୍କାର ଅଭିଯୁକ୍ତ କୋର୍ଟ ଚାଲାଣ।
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଗୋଳନ୍ଥରା ଥାନା ଅର୍ନ୍ତଗତ ହଳଦିଆପଦର ଗ୍ରାମ ର ରିତେଶ ପଟ୍ଟନାୟକ ନାମକ ଜଣେ ଯୁବକ କୁ ବଡ଼ବଜାର ଥାନା ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ସୁଚନା ଅନୁଯାୟୀ ଜଣାପଡିଛି ଯେ ବଡ଼ବଜାର ଥାନା ଅଞ୍ଚଳର ଜନୈକା ନାବାଳିକା କୁ ଅଭିଯୁକ୍ତ ଯୁବକ…
ସରକାରୀ କଳର ଅପବ୍ୟବହାର ସତ୍ତ୍ୱେ, ବିଜେଡି ବିଜୟ ହେବ: ବିଜେଡି
ନୂଆପଡା ଉପନିର୍ବାଚନରେ ସରକାରୀ କଳର ଅପବ୍ୟବହାର ଅଭିଯୋଗ
ରାଜ୍ୟ ନିର୍ବାଚନ ଇତିହାସରେ, ଏହି ଉପନିର୍ବାଚନ ଏକ କଳଙ୍କମୟ ଅଧ୍ୟାୟ
ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କେବଳ ବିରୋଧୀ ଦଳଙ୍କ ପାଇଁ ଥିଲା
ସରକାରୀ କର୍ମଚାରୀ ମାନେ ବିଜେପିର ଏଜେଣ୍ଟ ସାଜିଥିଲେ
ଭୁବନେଶ୍ୱର,…
ସୁରକ୍ଷା ବ୍ୟବସ୍ଥା ସହିତ ତ୍ରୁଟିଶୂନ୍ୟ ଆୟୋଜନ ପ୍ରାଥମିକତା ହେଉ: ବିଜେଡି
ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ ମ୍ୟାଚ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତୁତି ବୈଠକ
ପୂର୍ବଥର ପରି ସରକାରଙ୍କ ପ୍ରସ୍ତୁତି ବୈଠକ ଓ ରିଭିୟୁ ବୈଠକ ପ୍ରହସନ ନହେଉ
ଫ୍ଲଡ଼ ଲାଇଟ୍ ବିଭ୍ରାଟ ଓଡିଶା ପାଇଁ ଲଜ୍ଜ୍ୟା ଓ ନିନ୍ଦା ଆଣିଥିଲା
ଟିକେଟ ଓ ପାସ୍ ବଣ୍ଟନ ବ୍ୟବସ୍ଥିତ…
ବିଜେପୁରରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଆୟୋଜିତ
ବିଜେପୁର:- ବରଗଡ଼ ଜିଲ୍ଲା ବିଜେପୁର ଠାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି। ବିଜେପୁର ପ୍ରାଣୀ ଚିକିତ୍ସାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ଏହି ମେଳାରେ ବିଭିନ୍ନ ଗ୍ରାମର ମତ୍ସ୍ୟଜୀବୀ, ପଶୁପାଳକ ଓ କୃଷକମାନେ ଯୋଗଦାନ କରିଥିଲେ। ବିଜେପୁର ବିଡିଓ ସରୋଜ କୁମାର…
ବାଲିକୁଦା: କାଠଗୋଲା କେନାଲ ବନ୍ଧ କଡରୁ ଗୋମାଂସ ଜବତ
ବାଲିକୁଦା, ଶାସକ ପ୍ରଶାସକ ( ବିଚିତ୍ର ରଞ୍ଜନ ସାହୁ) : ଆଜି ପବିତ୍ର ପ୍ରଥମାଷ୍ଟମୀ ଦିନରେ ଗୋ ହତ୍ୟା ଘଟଣାକୁ ନେଇ ବାଲିକୁଦା ଅଞ୍ଚଳ ରେ ତିବ୍ର ଉତ୍ତେଜନା। ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକ କାଠଗୋଲା ଛକ କେନାଲ ବନ୍ଧ କଡ଼ରେ ଦିନଦିପହରେ ବେଧଡକ ଭାବରେ ଗୋ ହତ୍ୟା ହେଉଥିବା ଖବର…