Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବରପାଲି ଆମ୍ବେଦକର ଭବନଠାରେ ୭୬ତମ ସମ୍ବିଧାନ ଦିବସ ପାଳିତ
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ) ବରପାଲି ଲକ୍ଷେଘରିଆ ଦଳିତ ଉନ୍ନୟନ ସଂଘ ପକ୍ଷରୁ ସ୍ଥାନୀୟ ଆମ୍ବେଦକର ଭବନଠାରେ ବରଗଡ଼ ଜିଲ୍ଲାସ୍ତରୀୟ ୭୬ତମ ସମ୍ବିଧାନ ଦିବସ ପାଳିତ ହୋଇଥିବା ଦେଖିବାକୁ ମିଳିଛି।ସଂଘ ପକ୍ଷରୁ ସର୍ବପ୍ରଥମେ ପ୍ରାୟ ୩ ଶହରୁ ଉର୍ଦ୍ଧ୍ବ ଆମ୍ବେଦକର ପନ୍ଥୀ ଏକ…
ଦଣ୍ଡନାଚ କଳାକାରଙ୍କ ପରଲୋକ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା କେଉଟ ସାହି ବାସୀନ୍ଦା ତଥା ବରିଷ୍ଠ ଦଣ୍ଡ ନାଚ କଳାକାର ମୁସଲ ଗୌଡ଼ଙ୍କର ୯୦ ବର୍ଷ ବୟସରେ ଆଜି ସକାଳ ଦଶ ଘଣ୍ଟା ତିରିଶି ମିନିଟ୍ ସମୟରେ ପରଲୋକ ଘଟିଛି I ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଦୁଇ ପୁଅ ସନ୍ତୋଷ,ପ୍ରକାଶ,ଦୁଇ ଝିଅ ସଞ୍ଜୁକ୍ତା…
ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମ୍ବିଧାନ ଦିବସ ଅନୁଷ୍ଠିତ ହୋଇଯାଇଛି ା ଏଥିରେ ସଭାପତିତ୍ବ କରିଥିଲେ ଅନୁଷ୍ଠାନର ଅଧ୍ୟକ୍ଷା ରୁନିବାଳା ତ୍ରିପାଠୀ ା ପ୍ରଶାସନିକ ଅଧିକ୍ଷକ ତ୍ରିନାଥ ବେହେରା,ଜାତୀୟ…
ଦାଣ୍ଡରେ ଭାସୁଛି ନର୍ଦ୍ଦମା ପାଣି; ବୁଦ୍ଧିଜୀବୀଙ୍କ ଚିନ୍ତା ବ୍ୟକ୍ତ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ପୁରୁଣା ତନରଡା ଗ୍ରାମ ସରକାରୀ ପାଠାଗାର ନିକଟ ଦେଇ ଯାଇଥିବା ତଳ ସାହି ଡ୍ରେନ୍ ଟି ଦୀର୍ଘ ଦିନ ହେବ ଭାଙ୍ଗିଯାଇଥିବା ବେଳେ ଏହାର ମରାମତି ପାଇଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ କରାଯାଉନଥିବାରୁ ଚିନ୍ତା ପ୍ରକଟ କରିଛନ୍ତି…
ଦୁର୍ଘଟଣାରେ ଜଣେ ମୃତ
ନୟାଗଡ଼(ବିଶ୍ୱଜିତ ନାୟକ):- ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ବଡ଼ପଣ୍ଡୁସର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ବଡ଼ପଣ୍ଡୁସର ଗ୍ରାମର ଦିଲ୍ଲୀପ କୁମାର ଡାକୁଆ । ଦିଲ୍ଲୀପ ଜଣେ ବ୍ୟବସାୟୀ । ସେ…
ଜଗତସିଂହପୁର ଜିଲ୍ଲା ରୁ ୬ ଜଣ ପାଇଲେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର
ଜଗତସିଂହପୁର,ତା-୨୭.୧୧.୨୦୨୫/ସୁମନ୍ତକୁମାରଦାସ: 2023, 2024 ଓ 2025 ବର୍ଷ ପାଇଁ ଓଡିଶା ସଂଗୀତ ନାଟକ ଏକାଡେମୀ, ଭୁବନେଶ୍ୱର ତରଫରୁ ସମ୍ମାନ ଜନକ ଏକାଡେମୀ ପୁରସ୍କାର ଉତ୍ସବ ଗତ କାଲି ଲୋକସେବା ଭବନ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇ ଯାଇଛି lଜଗତସିଂହପୁର ଜିଲ୍ଲା ର 6 ଜଣ ସୁଯୋଗ୍ୟ…
ରାଜ୍ୟ ଖାଦ୍ୟ କମିଶନ ଅଧ୍ୟକ୍ଷ ଙ୍କ ଦୁଇ ଦିନିଆ ଜଗତସିଂହପୁର ଜିଲ୍ଲା ଗସ୍ତ
ଜଗତସିଂହପୁର,ତା-୨୭.୧୧.୨୦୨୫/ସୁମନ୍ତକୁମାରଦାସ: ରାଜ୍ୟ ଖାଦ୍ୟ କମିଶନ ଅଧ୍ୟକ୍ଷ ଶ୍ରୀ ଅବନିକାନ୍ତ ସାହୁ ଦୁଇଦିନିଆ ଜଗତସିଂହପୁର ଜିଲ୍ଲା ଗସ୍ତ ରେ ଆସି ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କ ସହ ଏକ ସମୀକ୍ଷା…
ଜାତୀୟ ଟାଇକୋଣ୍ଡ ପ୍ରତିଯୋଗିତାରେ ଓଡ଼ିଶା ଝିଅର ଐତିହାସିକ ସଫଳତା ।
କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ): ଉତ୍ତରପ୍ରଦେଶର ବରେଲିରେ ଗତ ୨୨ ନଭେମ୍ବରରେ ଆୟୋଜିତ ଜାତୀୟ ଟାଇକୋଣ୍ଡ ପ୍ରତିଯୋଗିତାରେ ଓଡ଼ିଶାର ଜଣେ ଝିଅ ଏକ ଅଲୌକିକ ସଫଳତା ହାସଲ କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ରତାଡ଼ିଆ ଖଣ୍ଡାସାହି ସିଂଘମ ଟାଇକୋଣ୍ଡ ଟ୍ରେନିଂ…
ଡିସେମ୍ବର ୧୩ ରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆସନ୍ତା ୧୩ ଡିସେମ୍ବର ୨୦୨୫ ତାରିଖରେ ପାରଳାଖେମୁଣ୍ଡି , ରା.ଉଦୟଗିରି , ମୋହନା ଓ କାଶୀନଗରରେ ଅଦାଲତ ପରିସରରେ ବର୍ଷର ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଅଛି। ଏହି ଅଦାଲତରେ ପ୍ରାୟ ସମସ୍ତ ପ୍ରକାର ପ୍ରାକ-ସ୍ତରୀୟ ମକଦ୍ଦମା…
ନବରଙ୍ଗପୁର ଠାରେ ଦିଶା କମିଟି ବୈଠକ ଅନୁଷ୍ଠିତ
ନବରଙ୍ଗପୁର ତା ୨୭.୧୧.୨୦୨୫: ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ମାନ୍ୟବର ସାଂସଦ (ଲୋକସଭା ) ବଳଭଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଦିଶା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ,ମୁଖ୍ୟ ଉନ୍ନୟନ…