Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସପ୍ତମ ମିରାକଲ ଷ୍ଟାର୍ ନାଇଟ – ୨୦୨୫ ଆୟୋଜିତ
https://youtu.be/1dbWQlajfeQ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ର ଅଗ୍ରଣୀ ଆଧୁନିକ ନୃତ୍ୟ ଅନୁଷ୍ଠାନ ମିରାକଲ ଡ୍ୟାନ୍ସ ଷ୍ଟୁଡିଓ ପକ୍ଷରୁ ସ୍ଥାନୀୟ ଗୁଣ୍ଡିଚା ପଡିଆ ଠାରେ ମିରାକଲ ନାଇଟ ସପ୍ତମ ସଂସ୍କରଣ ଆଧୁନିକ ନୃତ୍ୟ…
ଚାଉଳ ହେରଫେର ମାମଲା: ପୂର୍ବତନ ମୁଖ୍ୟ କିରାଣିଙ୍କୁ ୩ ବର୍ଷ ଜେଲଦଣ୍ଡ
ରାଜଗାଙ୍ଗପୁର (ସୁନ୍ଦରଗଡ଼).ତା ୩୦-୧୧-୨୫. ସରକାରୀ ଚାଉଳ ହେରଫେର ମାମଲାରେ ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରୁ ରାୟ ଆସିଛି। କୋର୍ଟ ଗୁରୁଣ୍ଡିଆ ବ୍ଲକ୍ର ପୂର୍ବତନ ମୁଖ୍ୟ କିରାଣି ବିହାରୀଲାଲ ତାଜନଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ କାରାଦଣ୍ଡ ଓ ୨୦ ହଜାର ଟଙ୍କା ଜରିମାନା ଆଦେଶ…
ବର୍ଣ୍ଣାଢ୍ୟ ପରିବେଶରେ ସ୍ପିରିଜା ଫେଷ୍ଟ ୨୦୨୫ ଅନୁଷ୍ଠିତ। କୁନି କୁନି ପ୍ରତିଭାମାନେ ମଞ୍ଚରେ ସୁନ୍ଦର ନୃତ୍ୟ ପରିବେଷଣ…
କେନ୍ଦୁଝର,ତା୧/୧୨- କେନ୍ଦୁଝର ଜିଲ୍ଲାର ଅଗ୍ରଣୀ ନୃତ୍ୟାନୁଷ୍ଠାନ ସ୍ପିରିଜା ଏକାଡେମୀର ବାର୍ଷିକ ଉତ୍ସବ ୨୦୨୫ ସ୍ଥାନୀୟ କାଳୀ ପଡ଼ିଆ ଠାରେ ମହାସମାରୋହ ଅନୁଷ୍ଠିତ ହୋଇଯାଇଛି। ସ୍ପିରିଜାର ଏହି ୧୧ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବରେ କେନ୍ଦୁଝର ବନଖଣ୍ଡ ଅଧିକାରୀ ଏଚ ଡ଼ି…
ମହିଳା ସ୍ନାତକ ମହାବିଦ୍ୟାଳୟରେ ବିଶ୍ଵ ଏଡସ୍ ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟରେ ବିଶ୍ଵ ଏଡସ୍ ଦିବସ , ଅଧ୍ଯକ୍ଷା ଡ. ରୀନା ସାହୁଙ୍କ ଦ୍ଵାରା ଆନୁଷ୍ଠାନିକ ଭାବେ ପାଳନ କରାଯାଇଛି। ଆଜିର ଦିବସର ତାତ୍ପର୍ଯ୍ୟ ସଂପର୍କରେ ଅଧ୍ଯକ୍ଷା ମତବ୍ୟକ୍ତ କରିଥିଲେ ଯେ, ଆଜି ସମଗ୍ର ବିଶ୍ଵ ଏଡସ୍…
ଏଡସ ସଚେତନତା ଓ ମାଗଣା ସ୍ଵାସ୍ଥ୍ୟ ଶିବିର
ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ବିଶ୍ଵ ଏଡସ ଦିବସରେ ଏଡସ ସଚେତନତା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା. ନକୁଳ ସାହୁ ଉପସ୍ଥିତ ରହି କହିଲେ ଏଡସକୁ ଆୟୁର୍ବେଦରେ ଓଜଃକ୍ଷୟ କୁହାଯାଏ। ଓଜଃ ବା ଇମ୍ୟୁନିଟି…
ମୁଖ୍ୟମନ୍ତ୍ରୀଙ୍କ କୃପାଦୃଷ୍ଟି ପଡିଲେ ଉପକୃତ ହୁଅନ୍ତା ଦିବ୍ୟାଙ୍ଗ ବିଜୟ
କେନ୍ଦୁଝର (ଶାସକ ପ୍ରଶାସକ) : ବାଂଶପାଳ ବ୍ଲକ୍ ଅନ୍ତର୍ଗତ କୋଡିପଶା ପଞ୍ଚାୟତ ଅଧୀନ କୁଣ୍ଢେଇ ଗାଁର ଶ୍ରୀ ରାବଣ ଜୁଆଙ୍ଗ ର ଏକମାତ୍ର ପୁତ୍ର । ପିଲାବେଳୁ ଭିନ୍ନକ୍ଷମ । ଅର୍ଥ ଅଭାବରୁ ଚିକିତ୍ସାରୁ ବଞ୍ଚିତ। ସରକାରୀ ସାହାଯ୍ୟ ଆଶାରେ ପରିବାର।
କୁଣ୍ଢେଇ ଗାଁ ର ରାବଣ ଜୁଆଙ୍ଗ ର ଗୋଟିଏ ବୋଲି…
ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ
ଜଗତସିଂହପୁର,ତା-୩୦.୧୧.୨୦୨୫/ସୁମନ୍ତ କୁମାର ଦାସ: ଜଗତସିଂହପୁର ଶିକ୍ଷା ଜ଼ିଲ୍ଲା ଅନ୍ତର୍ଗତ ମୁଦୁପୁର ପଞ୍ଚାୟତ ସିଦ୍ଧଳ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ରେ ଶାରୀରିକ କ୍ରୀଡା ଶିକ୍ଷକ ତଥା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ଦାସ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ…
ସ୍ୱର୍ଗତ ବୈକୁଣ୍ଠନାଥ ଆଚାର୍ଯ୍ୟ ସ୍ମାରକୀ ଆଦର୍ଶ ଶିକ୍ଷକ ପୁରସ୍କାର ଉତ୍ସବ ଅନୁଷ୍ଠିତ
ଜଗତସିଂହପୁର,ତା-୩୦.୧୧.୨୦୨୫/ସୁମନ୍ତ କୁମାର ଦାସ: ନାଉଗାଁ ବ୍ଲକ ଅନ୍ତର୍ଗତ ଅଲଣାହାଟ ହାଇସ୍କୁଲ ରେ ବାସୁଦେବ ଏଜୁକେସନାଲ ୱେଲଫେୟାର ଟ୍ରଷ୍ଟ ତରଫରୁ ପ୍ରଥମ ସ୍ୱର୍ଗତ ବୈକୁଣ୍ଠନାଥ ଆଚାର୍ଯ୍ୟ ସ୍ମାରକୀ ଆଦର୍ଶ ଶିକ୍ଷକ ପୁରସ୍କାର, ସ୍ୱର୍ଗତ ବୈକୁଣ୍ଠନାଥ ଆଚାର୍ଯ୍ୟ ସ୍ମାରକୀ ବୃତ୍ତି ଓ…
ଆଇନ ସେବା ପ୍ରାଧିକରଣ ହସ୍ତଖେପରେ ଯୋଡା ହେଲା ଭଙ୍ଗା ପରିବାର
ଜଗତସିଂହପୁର,ତା-୩୦.୧୧.୨୦୨୫/ସୁମନ୍ତ କୁମାର ଦାସ: ଜଗତସିଂହପୁର ବ୍ଲକ ଅନ୍ତର୍ଗତ କନ୍ତାର ଗ୍ରାମର ରାକେଶ ସାମନ୍ତରାୟ ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗା ବ୍ଲକ ଅନ୍ତର୍ଗତ ତୁଳସିପଶି ଗ୍ରାମର ଦେବଯାନୀ ସାମନ୍ତରାୟଙ୍କୁ ପ୍ରେମ ବିବାହ କରିଥିଲେ । ଉଭୟଙ୍କର ୧୧ ବର୍ଷର ଏକ ପୁତ୍ର ଓ ୧୦ ବର୍ଷର ଏକ…
ରାଜସ୍ବ ଗ୍ରାମର ମାନ୍ୟତା ପରେ ୨୭ ବର୍ଷ ବିତିଯାଇଥିଲେ ମଧ୍ୟ ମିଳୁନି ପରିଚୟ l
ଖୋର୍ଦ୍ଧା ରୁ ( ସେକ ଜାଫର ): ଖୋର୍ଦ୍ଧା-୨୯/୧୧-- ଖୋରଧା ଜିଲ୍ଲା ବେଗୁନିଆ ତହସିଲ ଅଧିନସ୍ଥ କଣ୍ଟାବାଡ ଗ୍ରାମ ପଞ୍ଚାୟତ ର କାଚରା ଗ୍ରାମ କୁ ୧୯୯୮ ମସିହା ରେ ମିଳିଥିଲା ନୂତନ ରାଜସ୍ବ ଗ୍ରାମ ର ମାନ୍ୟତା । ଖୁସିରେ ବିଭୋର ହେଲେ କାଚାରା ବାସୀ ମିଳିବ ସ୍ଵତନ୍ତ୍ର ସୁବିଧା ।ବନ୍ଦୋବସ୍ତ ରେ…