Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜାତୀୟସ୍ତରୀୟ ପ୍ରତିଯୋଗିତା ପାଇଁ ଖେଳାଳୀ ଚୟନ
କେନ୍ଦୁଝର,ତା୭/୧୨- ଓଡିଶା ତାଇକୋଣ୍ଡ ଟ୍ରେନିଂ ସେଣ୍ଟର ଏବଂ ଓଡିଶା ତାଇକୋଣ୍ଡ ଆସୋସିଏସନର ମିଳିତ ଆନୁକୂଲ୍ୟରେ ଜାତୀୟସ୍ତରୀୟ ପ୍ରତିଯୋଗିତା ପାଇଁ ଖେଳାଳୀ ଚୟନ କେନ୍ଦୁଝର ଷ୍ଟାଡିୟମଠାରେ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି।ଏହି ଚୟନ କାର୍ଯ୍ୟକ୍ରମ ଆନ୍ତର୍ଜାତୀୟ ଜାତୀୟ ତାଇକୋଣ୍ଡ…
ବାଣପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ୨ ବାଇକ ଆରୋହୀଙ୍କ ମୃତ୍ୟୁ, ଅନ୍ୟଜଣେ ଗୁରୁତର
ବାଣପୁର:(ସେକ କୌସର): ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି, ଯେଉଁଥିରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଦ୍ବୟ ହେଲେ ବାଣପୁର ପାଟପୁର ଗ୍ରାମର ଦୁର୍ଗାଚରଣ ସେଠିଙ୍କ ପୁତ୍ର…
ଗରିମାମୟ “କେନ୍ଦୁଝର ସୌରଭ” ଆଲୋଚନା ସଭା ସଫଳ।
କେନ୍ଦୁଝର,ତା୭/୧୨- କେନ୍ଦୁଝର ଜିଲ୍ଲା ସାହିତ୍ୟ ସଂସ୍କୃତି କଳା ପ୍ରତିଷ୍ଠାନର “କେନ୍ଦୁଝର ସୌରଭ" ଆଲୋଚନା ସଭା ସ୍ଥାନୀୟ ସଂସ୍କୃତି ଭବନ,ମଣ୍ଡୁଆ, କେନ୍ଦୁଝରଗଡ଼ ଠାରେ ଖୁବ ମନୋଜ୍ଞ ଓ ଗାମ୍ଭୀର୍ଯ୍ୟପୂର୍ଣ୍ଣ ଭାବେ ପ୍ରତିଷ୍ଠାନର ସଭାପତି ସାହିତ୍ୟିକ ତଥା ପ୍ରାକ୍ତନ ବିଧାୟକ ପ୍ରାଣ ବଲ୍ଲଭ…
ତାରିଣୀଙ୍କ ପୀଠର କାୟାକଳ୍ପ ଆରମ୍ଭ
ସୁନାର କେନ୍ଦୁଝର ଗଢିବାର ପ୍ରକ୍ରିୟା ଆରମ୍ଭ ହୋଇଛି - ମୁଖ୍ୟମନ୍ତ୍ରୀ
ଘଟଗାଁ ଠାରେ ବହୁ ଆକାଂକ୍ଷିତ ମା’ ତାରିଣୀଙ୍କ ପୀଠର ସମନ୍ବିତ ଉନ୍ନତିକରଣ ନିମନ୍ତେ ୩୧୨ କୋଟିର ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ମା'ଙ୍କ ଡୋରି ଲାଗିଲା, ମା'ଙ୍କ ସେବା ପାଇଁ ସୁଯୋଗ ମିଳିଲା -…
ଉତ୍କଳ ଗୌରବ ମଧୁସୂଦନ ବିଦ୍ୟାପୀଠର ବାର୍ଷିକୋତ୍ସବ
କାକଟପୁର,୬/୧୨: କାକଟପୁର ବ୍ଲକ ଅନ୍ତର୍ଗତ ଭଣ୍ଡିସାହି-ମୃତୁଣିଆ ଗ୍ରାମସ୍ଥିତ ଉତ୍କଳ ଗୌରବ ମଧୁସୁଦନ ବିଦ୍ୟାପୀଠର ବାର୍ଷିକ ଉତ୍ସବ ଆଜି ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ସାହୁଙ୍କ ଅନ୍ୟତ୍ର ବଦଳି ହୋଇଥିବାରୁ ତାଙ୍କୁ…
ସୋରଡ଼ା ବଜରଙ୍ଗ ଦଳ ପକ୍ଷରୁ ଶୌର୍ଯ୍ୟ ଦିବସ ପାଳିତ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ଘୁମୁସର ଜିଲ୍ଲା ସୋରଡା ପକ୍ଷରୁ ଆଜି ରବିବାର ଡିସେମ୍ବର ୭ ତାରିଖ ୨୦୨୫ ଦିନ ଶୌର୍ଯ୍ୟ ଦିବସ ମହା ଆଡମ୍ବର ସହକାରେ ପାଳିତ ହୋଇଛି। ଏହି ଉପଲକ୍ଷେ ସୋରଡା ସ୍ଥିତ ଶନିଶ୍ଚର ମନ୍ଦିର ପ୍ରାଙ୍ଗଣରୁ ପୂଜାର୍ଚନା ପରେ ଶତାଧିକ…
ବରିଷ୍ଠ ଦନ୍ତ ଚିକିତ୍ସକ ଡାକ୍ତର ସଂଜୀବ ଓତା ସମ୍ମାନୀତ।
କେନ୍ଦୁଝର,ତା ୭/୧୨- ଭୁବନେଶ୍ୱରର ଏକ ତାରକା ହୋଟେଲରେ "କରେଣ୍ଟ ହେଲ୍ଥ ସିନେରିଓ" ଉପରେ ଜାତୀୟ ସ୍ତରର ଆଲୋଚନା ଚକ୍ର ଓ କର୍ମଶାଳା ନ୍ୟୁଜ 16 ଓ ଉଦୟ ଇଣ୍ଡିଆ ନ୍ୟୁଜ, ନୂଆଦିଲ୍ଲୀ ପକ୍ଷରୁ ସଫଳତାର ଆୟୋଜନ କରାଯାଇଥିଲା। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଡାକ୍ତର ମାନେ ଆସି ଏଥିରେ ଯୋଗ ଦେଇ ମତାମତ…
ବାବା ସାହେବଙ୍କ ମହାପ୍ରୟାଣ ଦିବସ ପାଳିତ।
କେନ୍ଦୁଝର,ତା୭/୧୨- ଗତକାଲି ରାଷ୍ଟ୍ରିୟ ବୌଦ୍ଧ ମହାସଭା ଆନୁକୁଲ୍ଯରେ ବାବାସାହେବ ଆମ୍ବେଦକରଙ୍କ ମହାପ୍ରୟାଣ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ସକାଳ ୮ଟା ୩୦ରେ ବାବାସାହେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ଯାର୍ପଣ କରାଯାଇ ଥିଲା। ସନ୍ଧ୍ଯା ୫ ଘଟିକାରେ ଏକ ଆଲୋଚନା ସଭା ଆୟୋଜନ କରାଯାଇ…
ବଡ଼ ଚାମ୍ପିଆ ଠାରେ ରାୟଗଡ଼ା ଜିଲ୍ଲା ମହାସଂଘ ପକ୍ଷରୁ କଳାକାର ସମ୍ମିଳନୀ ଅନୁଷ୍ଠିତ
ରାୟଗଡ଼ା ଜିଲ୍ଲା ତା:- ୭/୧୨/କୋଲନରା ବ୍ଲକ୍ ରୁ (ଦେବୀପ୍ରସାଦ ମହାନ୍ତି )ବଡ଼ ଚମ୍ପିଆ ଗ୍ରାମ ଠାରେ ରାୟଗଡ଼ା ଜିଲ୍ଲା କଳାକାର ମହାସଂଘ ପକ୍ଷରୁ କଳାକାର ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ଜିଲ୍ଲା ସଭାପତି ସନ୍ତୋଷ କୁମାର ବଛା ଉପସ୍ଥିତ ରହିଥିବା ବେଳେ ମୁଖ୍ୟ ଅତିଥି ଭାବେ…
ଗୋବରାରେ ବିଜେପିର ମହାମିଶ୍ରଣ ପର୍ବ
ବିଜେଡି ଛାଡି କାଉନସିଲର, ସରପଞ୍ଚ, ପୁର୍ବତନ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର ସମେତ ୫୦୦ରୁ ଉର୍ଦ୍ଧ୍ବ କର୍ମୀ ବିଜେପିରେ ସାମିଲ ।
ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-ପଞ୍ଚାୟତ ନିର୍ବାଚନ ଆଉ ମାତ୍ର ଦେଢ ବର୍ଷରୁ କମ୍ ସମୟ ଥିବା ବେଳେ ଏହାକୁ ଆଖି ଆଗରେ ରଖି ସୋରଡା ନିର୍ବାଚନ ମଣ୍ଡଳୀ…