Browsing Category

ରାଜ୍ୟ

ବିଧାୟକ ଦ୍ୱାରା ଦୁଇ ନଦୀ ହିଡ଼ର ଉନ୍ନତିକରଣ ପାଇଁ ଶୁଭ ପ୍ରଦାନ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଲକ୍ ର ବକ୍ଷ ଦେଶ ଦେଇ ବହି ଯାଇଛି ଲୋହରାଖଣ୍ଡି ଏବଂ ବଡ଼ ନଦୀ I ବିଭିନ୍ନ ସମୟରେ ଏହି ନଦୀ ଦୁଇଟିରେ ବନ୍ୟା ଆସି ବନ୍ଧ ଭାଙ୍ଗିଯିବା ଫଳରେ ତଟବର୍ତ୍ତୀ ପଂଚାୟତ ବାସୀଙ୍କ ନାହିଁ ନଥିବା କ୍ଷତି ସାଧନ କରିଛି I ଏଥିରେ ସ୍ଥାୟୀ ସମାଧାନ ପାଇଁ…

ଚେନ୍ନାଇରେ ଓଡିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ପେଟ ପୋଷିବା ଉଦ୍ଦେଶ୍ୟରେ ବାହାର ରାଜ୍ୟରେ ଦାଦନ ଭାବେ କାର୍ଯ୍ୟ କରୁ୍ଥିବା ବେଳେ ଗାଆଁକୁ ଶବ ହୋଇ ଫେରିଛନ୍ତି ଓଡ଼ିଆ ଯୁବକ I ଏହି ଭଳି ଦୁଃଖଦ ଖବର ଆସିଛି ବେଲଗୁଣ୍ଠା ବ୍ଳକ୍ ଉଢୁରା ପଂଚାୟତର ନାୟକପଡ଼ା ଗ୍ରାମରୁ I ସୂଚନା ପ୍ରକାରେ ନାୟକପଡ଼ା ବୈଦ୍ୟନାଥ…

ପୂର୍ବତନ ସମିତିସଭ୍ୟଙ୍କ ଧର୍ମପତ୍ନୀ ପ୍ରିୟମ୍ବଦା ବିଶ୍ଵାଳଙ୍କ ଅକାଳ ବିୟୋଗ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ପୂର୍ବତନ ସମିତିସଭ୍ୟ ରାମଚନ୍ଦ୍ର ବିଶ୍ୱାଳଙ୍କ ଧର୍ମପତ୍ନୀ ପ୍ରିୟମ୍ବଦା ବିଶ୍ଵାଳଙ୍କ ୪୨ ବର୍ଷ ବୟସରେ ଅକାଳ ବିୟୋଗ ଘଟିଛି I ସ୍ଵର୍ଗତା ପ୍ରିୟମ୍ୱଦା ଜଣେ ଧର୍ମପରାୟଣା ଏବଂ ପରୋପକାରୀ ମହିଳା ଥିଲେ I ତାଙ୍କ ଅକାଳ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳି…

ଆନନ୍ଦ ସାହୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ପ୍ରଶାସନିକ କ୍ଷମତାକୁ ଅଧ୍ୟାପିକାଙ୍କ ଚାଲେଞ୍ଜ,

ଉପଜିଲ୍ଲାପାଳଙ୍କ ନିକଟରେ ଅଧ୍ୟକ୍ଷଙ୍କ ଅଭିଯୋଗ ଓଡ଼ଗାଁ,୨୨।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ କୋମଣ୍ଡ ଆନନ୍ଦ ସାହୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ମିଶ୍ରଙ୍କ ପ୍ରଶାସନିକ କ୍ଷମତାକୁ ଇତିହାସ ବିଭାଗ ଅଧ୍ୟାପିକା ଦିପାଳି ସାହୁଙ୍କ…

ଓଡ଼ଗାଁ ମିନି ଷ୍ଟାଡିୟମରେ ଯୁବ ଶକ୍ତିର ଉତ୍ସବ ସାଂସଦ ଖେଳ ମହୋତ୍ସବ ଆୟୋଜିତ,

୬ଶହ ୨୫ ଖେଳାଳିଙ୍କ ନାମ ପଞ୍ଜିକୃତ ଓଡ଼ଗାଁ,୨୨।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ସ୍ତରୀୟ ଯୁବ ଶକ୍ତିର ଉତ୍ସବ ସାଂସଦ ଖେଳ ମହୋତ୍ସବ - ୨୦୨୫ର ଶୁଭାରମ୍ଭ କାର୍ଯ୍ୟକ୍ରମ ସ୍ଥାନୀୟ ମିନି ଷ୍ଟାଡିୟମରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ପୁରୀ ଲୋକସଭା ସାଂସଦ…

ଡାଲଚିନି ଗୁଣ ଜ୍ଞାନ ଓ ମାଗଣା ସ୍ଵାସ୍ଥ୍ୟ ଶିବିର

( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର):  ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଡାଲଚିନି ଉପକାରିତା ଜ୍ଞାନ ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଆରୋଗ୍ୟ ଭାରତୀ ଅଧ୍ୟକ୍ଷ ଡା. ନକୁଳ ସାହୁ ଉପସ୍ଥିତ ରହି କହିଲେ ଡାଲଚିନି ଛାଲି,ପତ୍ର,ତେଲ ଔଷଧ…

୪୨ ତମ ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ,ଓଷ୍ଟା ଉଦଯାପିତ

କେନ୍ଦୁଝର,ତା୨୨/୧୨- ହର୍ଷ ଉଲ୍ଲାସ ମଧ୍ୟରେ ଦୁଇ ଦିନ ଧରି ଚାଲିଥିବା ୪୨ ତମ ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ଏନ୍.ଏସ୍.ପୋଲିସ୍ ହାଇସ୍କୁଲ ଠାରେ ମହାସମାରୋହରେ ଉଦଯାପିତ ହୋଇଯାଇଛି।ଓଷ୍ଟା କେନ୍ଦୁଝରର ସଭାପତି ମନ୍ମଥନାଥ ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି…

୨୦୧୨ ଦଶମଶ୍ରେଣୀ ଛାତ୍ର ବ୍ୟାଚ୍ ବନ୍ଧୁ ମିଳନ ଉତ୍ସବକିରାପଲ୍ଲୀ ସ୍ଥିତ ମାଆ କୁମାରଶୁଣି ମନ୍ଦିର ପରିସରରେ ଅନୁଷ୍ଠିତ…

ବେଲଗୁଣ୍ଠା:-(ଶିବରାମ ଚୌଧୁରୀ)- -:ଆଜି ଆମେ ସମସ୍ତେ ଏକ ସ୍ମରଣୀୟ ମୁହୂର୍ତ୍ତର ସାକ୍ଷୀ। ବର୍ଷଗୁଡ଼ିକ ଧରି ଅଲଗା ଅଲଗା ରାସ୍ତାରେ ଚାଲିଥିଲେ ମଧ୍ୟ, ଆଜି ପୁଣିଥରେ ଆମ ବିଦ୍ୟାଳୟ ପାଠଶାଳା ଜୀବନର ସେଇ ସୁନାଲି ସ୍ମୃତିକୁ ନେଇ ୨୦୧୨ ଦଶମଶ୍ରେଣୀ ବ୍ୟାଚ୍ ଛାତ୍ର ଏକତ୍ରିତ ହୋଇଛୁ। ଏକ ବନ୍ଧୁ…

ଯୁବ କଣ୍ଠଶିଳ୍ପୀ ଡାକ୍ତର ଚନ୍ଦନ ଗନ୍ତାୟତ ସମ୍ବର୍ଦ୍ଧିତ

https://youtu.be/Puq3WNjskeo  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି କରଣସାହି ସ୍ଥିତ ଲକ୍ଷ୍ମୀନୃସିଂହ ଫଙ୍କସନ ହଲ ଠାରେ ପ୍ରତିଷ୍ଠିତ ନାଟ୍ୟ ସଂଗଠନ କ୍ରିଏଟିଭ୍ ଆର୍ଟସ୍ ଓ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭକ୍ତି ନୈବେଦ୍ୟର ମିଳିତ…

“ଗାନ୍ଧୀଜୀଙ୍କ ବିରୋଧରେ ଆକ୍ରୋଶ ପାଇଁ ମନରେଗା ଯୋଜନା ହଟାଇବା ଅନୁଚିତ ହେଲା ।”

ଗାନ୍ଧୀବାଦୀ ଗଣ ସଂଗଠନ ସମୂହଙ୍କ ପ୍ରେସ ବାର୍ତ୍ତା କଟକ,ତା୨୦/୧୨: ୨୦୦୫ ମସିହାରୁ ଭାରତର ଗରୀବ ଜନଗଣଙ୍କୁ ଶହେଦିନ ନିଶ୍ଚିତ କର୍ମ ଯୋଗାଣ ନିମନ୍ତେ ଲାଗୁହୋଇଥିବା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାକୁ ବିଗତ ଲୋକସଭା ଅଧିବେଶନ କାଳରେ ତରବାରିଆ ଭାବରେ ହଟାଇ ଦିଆଯାଇ ତା’…