Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଶ୍ରୀ ଶ୍ରୀ ଶିରିଡି ସାଇ ଚାରିଟେବଲ ଟ୍ରଷ୍ଟ ତରଫରୁ ଦିବ୍ୟାଶିଷ ଦିବସ ପାଳିତ l
ଗୁରୁଜୀ ଶିରିଡି ସାଇବାବାଙ୍କ ଅନନ୍ୟ ଭକ୍ତ : କନକ ବର୍ଦ୍ଧନ ସିଂଦେଓ, ଉପମୁଖ୍ୟ ମନ୍ତ୍ରୀ
ଭୁବନେଶ୍ୱର, -: ଶ୍ରୀ ଶ୍ରୀ ଶିରିଡି ସାଇ ଚାରିଟେବଲ ଟ୍ରଷ୍ଟ, ବସନ୍ତପୁର ଆନୁକୁଲ୍ୟରେ ଦିବ୍ୟାଶିଷ ଦିବସ ପାଳନ ଉପଲକ୍ଷେ ଦୁଇ ଦିନ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରେ…
ଡେରାବିଶରେ ଉତ୍ସାହ ଓ ଉଲ୍ଲାସରେ ପାଳିତ ହେଲା ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ ।
କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ): ପାଟକୁରା ବିଜୁ ଜନତା ଦଳ ପକ୍ଷରୁ ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡେରାବିଶ୍ ବ୍ଲକ ଚାଟରା ଚକଡା ପରିସରରେ ଅବସ୍ଥିତ କଲ୍ୟାଣି ମଣ୍ଡପରେ ୨୯ତମ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ଉତ୍ସାହ ଓ ଉଲ୍ଲାସର ସହିତ ପାଳନ କରାଯାଇଛି। ଏହି ଅବସରରେ…
ଝାରସୁଗୁଡ଼ାରେ ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି
ଝାରସୁଗୁଡ଼ା: ଆଜି ଝାରସୁଗୁଡ଼ାରେ ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଏହି ଅବସରରେ ବଡ଼ମାଳ ଛକ ସ୍ଥିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଠାରେ ମାଲ୍ୟାର୍ପଣ କରାଯାଇଛି ।ଏହି ଅବସରରେ ଜିଲ୍ଲା ବିଜେଡି ସଭାପତି ହରିଶ ଗଣତ୍ରା କହିଛନ୍ତି ଯେ ଏହା ବିଜୁ ଜନତା…
ଜିଲ୍ଲାସ୍ତରୀୟ ସୁଶାସନ ଦିବସ ଅନୁଷ୍ଠିତ
ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ପାଳିତ
ସୁନ୍ଦରଗଡ଼,(ବସନ୍ତ କୁମାର ଜେନା): ସୁନ୍ଦରଗଡ଼ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ସୁଶାସନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ…
ନବୀନ ପଟ୍ଟନାୟକ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ତାଙ୍କ ବିରୁଦ୍ଧରେ ଅପପ୍ରଚାର କରାଯାଉଛି – ଶ୍ରୀ ସୁବାସ ସିଂହ
କଟକ : ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ରାଜ୍ୟବାସୀଙ୍କର ପୂର୍ଣ୍ଣ ସମର୍ଥନ ଏବଂ ଆତ୍ମବିଶ୍ଵାସ ରହିଛି। ଅତୀତରେ ଏହା ଥିଲା ଏବଂ ଏବେ ମଧ୍ୟ ରହିଛି। ସେ ଯାହାକୁ ଚାହିଁବେ ତାହାକୁ ପଦପଦବୀରେ ଅବସ୍ଥାପିତ କରିବେ। ରାଜ୍ୟରେ ମହିଳାମାନଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶ…
ବର୍ଜ୍ୟପାଉଁଶ ଚାଲାଣ ରାତିରେ ଗାଡ଼ିକୁ ଧରି ପୁଲିସରେ ଦେଲେ ଗ୍ରାମବାସୀ
ରାଜଗାଙ୍ଗପୁର/ବିଷ୍ଣୁ ଭୌମିକ:ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଅଞ୍ଚଳରେ ପୁଣିଥରେ ବେଆଇନ ଭାବେ କାରଖାନାର ବର୍ଜ୍ୟପାଉଁଶ ଚୋରାଚାଲାଣ ଘଟଣା ସାମ୍ନାକୁ ଆସିଛି। ମଙ୍ଗଳବାର ଭୋରରେ କୁତ୍ରା ଦେଇ ଗଏରବାହାଲକୁ ଯାଉଥିବା ୧୦ଟି ବର୍ଜ୍ୟପାଉଁଶ ବୋଝେଇ ହାଇୱାକୁ ଜଉରାମୁଣ୍ଡା ଗ୍ରାମବାସୀ ଅଟକାଇ ପୁଲିସ…
ରାଷ୍ଟ୍ରୀୟ ଟ୍ରାନ୍ସଜେଣ୍ଡର କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଓଡ଼ିଶା ରନର୍ସ ଅପ୍
ସରକାରୀ ସହାୟତା ନଥିବାରୁ ଖେଳାଳିଙ୍କ କ୍ଷୋଭ
ପୁରୀ: ପଞ୍ଜାବର ଲଭଲୀ ପ୍ରଫେସନାଲ ୟୁନଭରସିଟି ଠାରେ ଜାତୀୟ ଟ୍ରାନ୍ସଜେଣ୍ଡର ବ୍ଯକ୍ତି ମାନଙ୍କୁ ନେଇ ଜାତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶା ଟ୍ରାନ୍ସ ଜେଣ୍ଡର କ୍ରିକେଟ ଦଳ ରନର୍ସ ଅପ ହୋଇ ଓଡ଼ିଶା ପାଇଁ ଗର୍ବ…
“ଏକ ନିଲ୍ଲଠା ଅଲାଯୁକ ସରକାରଙ୍କ ଶାସନ ଚାଲିଛି”
ଚାନ୍ଦବାଲି ଦୁଷ୍କର୍ମ ଘଟଣାରେ ମନମୋହନ ରାଜ୍ୟବାସୀଙ୍କୁ କି ଆଶ୍ୱାସନା ଦେବେ
୧୦ ମାସ ହେଲା ଚାନ୍ଦବାଲି ଏସ୍ଡ଼ିପିଓ ପଦବୀ ଖାଲି ପଡିଛି
ଭୁବନେଶ୍ୱର: ଚାନ୍ଦବାଲିରେ ଘଟିଥିବା ଲୋମହର୍ଷଣକାରୀ ଦୁଷ୍କର୍ମ ଏବଂ ହତ୍ୟା ଉପରେ କଂଗ୍ରେସ ଭବନଠାରେ ସାମ୍ବାଦିକ ସମ୍ମିଳନୀ ଆୟୋଜନ ହୋଇଥିଲା | ବରିଷ୍ଠ…
ଭକ୍ତଙ୍କ ନେତୃତ୍ୱରେ ପିସିସି ପ୍ରତିନିଧୂ ଦଳର ଚାନ୍ଦବାଲି ଗସ୍ତ ୨୭ ତାରିଖରେ
ଭୁବନେଶ୍ବର ତା. ୨୫.୧୨ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ଠାରେ ଜଣେ ନାବାଳିକା ଦିବ୍ୟାଙ୍ଗଙ୍କୁ ଦୁଷ୍କର୍ମ ଓ ହତ୍ୟା ପରି ଏକ ଅତ୍ୟନ୍ତ ଅଭାବନୀୟ ଘଟଣା ଘଟିଯାଇଛି। ରାଜ୍ୟରେ କ୍ରମବଦ୍ଧିଷ୍ଣୁ ନାରୀ ନିର୍ଯାତନାର ଏହା ଅଉ ଏକ ଉଦାହରଣ। ଉକ୍ତ ଦିବଙ୍ଗତା ନାବାଳିକାଙ୍କ ପରିବାରକୁ ସମବେଦନା ଜଣାଇବା…
କଳାହାଣ୍ଡି ଜିଲ୍ଲା ସ୍ତରୀୟ ସୁଶାସନ ଦିବସ, ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଙ୍କ ଜୟନ୍ତୀ ପାଳିତ।
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ): କଳାହାଣ୍ଡି ଜିଲ୍ଲା ସ୍ତରୀୟ ସୁଶାସନ ଦିବସ, ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଙ୍କ 101 ତମ ଜୟନ୍ତୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭା ଗୃହରେ ଆଜି ପାଳନ କରାଯାଇଅଛି। ଅତିରିକ୍ତ ଜିଲାପାଳ…