ଝାରସୁଗୁଡ଼ା: ଆଜି ଝାରସୁଗୁଡ଼ାରେ ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଏହି ଅବସରରେ ବଡ଼ମାଳ ଛକ ସ୍ଥିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଠାରେ ମାଲ୍ୟାର୍ପଣ କରାଯାଇଛି ।ଏହି ଅବସରରେ ଜିଲ୍ଲା ବିଜେଡି ସଭାପତି ହରିଶ ଗଣତ୍ରା କହିଛନ୍ତି ଯେ ଏହା ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ ବିଜୁ ଜନତା ଦଳ ସବୁବେଳେ ଓଡ଼ିଶା ର ହିତ୍ ପାଇଁ କାର୍ଯ୍ୟ କରିଛି ଆଗକୁ ମଧ୍ୟ କରୁଥିବ । ବିଜୁ ବାବୁଙ୍କ ଅବଦାନ ଝାରସୁଗୁଡ଼ା ବାସୀ ଚିର ଋଣି ଝାରସୁଗୁଡ଼ା ଜିଲ୍ଲା କରିଥିବାରୁ ଏହୀ କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ହରିଶ ଗଣାତ୍ରା, ରବି ସିଂ,ତାପସରାୟ ଚୌଧୁରୀ, ସନ୍ଦୀପ ଅବସ୍ତୀ, ରଘୁମନି ପଟେଲ, ଦାମୋଦର ନାଥ, ଅଶୋକ ଦାସ,ମଦନ ହାତୀ, ଚିରଞ୍ଜିବୀ ପତି, ସୁବାସ କେଡିଆ , ଗୀତାଞ୍ଜଳି ପଣ୍ଡା,କୁଷ ସେହୁଲ ଙ୍କ ସମେତ ବିଜୁ ଜନତା ଦଳର କାଉନସିଲର ବୃନ୍ଦ ଓ ଦଳର ଅନେକ ବରିଷ୍ଠ ନେତା ଯୋଗଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post