Browsing Category

ରାଜ୍ୟ

ପଳାସପଙ୍ଗା ଲ୍ୟାମ୍ପସରେ କେନ୍ଦୁଝର ଜିଲ୍ଲା ପାଇଁ ଧାନ ସଂଗ୍ରହ ବ୍ୟବସ୍ଥାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ।

ରାଜ୍ୟରେ ୧,୫୪୨ଟି ନୂଆ ପ୍ୟାକ୍ସ ଓ ଲ୍ୟାମ୍ପସ ଗଠନ କରାଯାଇଛି। କୃଷି ଉଦ୍ୟୋଗ ଯୋଜନାରେ କୋଟିଏ ଟଙ୍କା ସବସିଡି ପାଇଥିବା ଚାଷୀଙ୍କ ଘରକୁ ଯାଇ ସମ୍ବର୍ଦ୍ଧନା ଦେବେ ମୁଖ୍ୟମନ୍ତ୍ରୀ। କୃଷି ଉଦ୍ୟୋଗ ଯୋଜନାରେ ଅଣ ଧାନ ଫସଲକୁ ପ୍ରୋତ୍ସାହନ ଦିଆଯିବ। ଆଗାମୀ ତିନିବର୍ଷରେ…

ବିପ୍ଳବୀ ଧରଣୀ ଧରଙ୍କ ପ୍ରତିମୂର୍ତ୍ତି ଅନାବରଣ କଲେ ମୁଖ୍ୟମନ୍ତ୍ରୀ

ଧରଣୀଧର ଆମ ପାଇଁ ପ୍ରେରଣା: ମୁଖ୍ୟମନ୍ତ୍ରୀ କେନ୍ଦୁଝର,ତା୨୬/୧୨- କେନ୍ଦୁଝର ମାଟି ହେଉଛି ବିପ୍ଲବୀ ମାଟି। ଏଠି ଅନେକ ବିପ୍ଲବୀ ଜନ୍ମ ଗ୍ରହଣ କରିଛନ୍ତି। କିନ୍ତୁ, ଯେତେବେଳେ ବି ବିପ୍ଳବୀଙ୍କ କଥା ଆଲୋଚନା ହେବ, ଆମ ଜିଲ୍ଲାରେ ଧରଣୀଧର ନାୟକଙ୍କ ନାମ ସର୍ବାଗ୍ରେ ଆସିବ। ବିପ୍ଳବୀ ଧରଣୀ ଧର ଆମ…

ମୋଟରସାଇକେଲ ମୁହାଁମୁହିଁ ଧକ୍କା, ଜଣେ ମୃତ, ତିନି ଗୁରୁତର ଆହତ।

( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଦିଗପହଣ୍ଡି ଥାନା ଅର୍ନ୍ତଗତ ଘୋଡ଼ା ମୁହଁ ଛକ ନିକଟରେ ଦୁଇଟି ମୋଟରସାଇକେଲ ମୁହାଁମୁହିଁ ଧକ୍କା ଫଳରେ ନିକଟସ୍ଥ ପନାଡ ଗ୍ରାମ ର ସୁଶାନ୍ତ ଗୌଡ ନାମକ ଜଣେ ଯୁବକ ର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ସେହି ଗ୍ରାମର ସିଲୁ ଗୌଡ ଓ ବ୍ରହ୍ମପୁର ସଦର ଥାନା…

ଜିଲ୍ଲାସ୍ତରୀୟ ସମୀକ୍ଷା ସମିତି ଓ ଜିଲ୍ଲା ପରାମର୍ଶଦାତା ସମିତି ବୈଠକ ଅନୁଷ୍ଠିତ

କଟକ, ତା ୨୬-୧୨-୨୦୨୫, କଟକ ଜିଲ୍ଲାସ୍ତରୀୟ ସମୀକ୍ଷା ସମିତି (DLRC) ଓ ପରାମର୍ଶଦାତା ସମିତି (DCC) ବୈଠକ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଲୋକସଭା ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି।ସେପ୍ଟେମ୍ବର ୨୦୨୫ବର୍ଷ ଅବଧି ପାଇଁ କରଯାଇଥିବା ବାର୍ଷିକ…

ଦୁର୍ଘଟଣାରେ ଯୁବକ ଗୁରୁତର ; ଆସିଲାନି ଆମ୍ବୁଲାନ୍ସ୍

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )୨୬/୧୨, ବେଲଗୁଣ୍ଠା ଅଞ୍ଚଳରେ ଜଣେ ଯୁବକ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଆହତ ହୋଇଥିବା ବେଳେ ମେଡିକାଲ୍ ଆସିବାର ଦୀର୍ଘ ଦୁଇ ଘଣ୍ଟା ବିତିଯାଇଥିଲେ ମଧ୍ୟ ଆମ୍ବୁଲାନ୍ସ୍ ନଆସିବା ଜନ ସାଧାରଣଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି I ସୂଚନା ପ୍ରକାରେ…

ଅବକାରୀ ବିଭାଗ ପଞ୍ଝାରେ ୨ ନିଶାବେପାରୀ, ୨୫ ଗ୍ରାମର ହେରୋଇନ ସହ ୧ କେଜି ୨୫୦ ଗ୍ରାମର ଗଞ୍ଜେଇ ଜବତ

 ଜଗତସିଂହପୁର,ତା-୨୬.୧୨.୨୦୨୫/ସୁମନ୍ତ କୁମାର ଦାସ: ସମଗ୍ର ରାଜ୍ୟରେ ଅବକାରୀ ବିଭାଗର ସ୍ପେଶାଲ ଡ୍ରାଇଭ ଚାଲିଥିବାବେଳେ ଶୁକ୍ରବାର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଚଢାଉ କରି ଦୁଇ ଜଣ ନିଶା ବେପାରୀଙ୍କୁ ଗିରଫ କରିଛି ଜଗତସିଂହପୁର ଅବକାରୀ ବିଭାଗ। ଜଗତସିଂହପୁର ଥାନା ଅନ୍ତର୍ଗତ ଗଉଡୁଣି ପଡିଆ…

ବେଲଗୁଣ୍ଠା ; ଦିନ ଦଶଟା ପର୍ଯ୍ୟନ୍ତ ରାସ୍ତା ଘାଟ କୁହୁଡ଼ି ଚଦର ତଳେ

ବେଲଗୁଣ୍ଠା,- (ଶିବରାମ ଚୌଧୁରୀ )-, ବର୍ତ୍ତମାନ ଶୀତର ପ୍ରକୋପ ଜାରି ରହିଥିବା ବେଳେ ଶୀତ ସାଥିରେ ତାଳ ଦେଇଛି ଘନ କୁହୁଡ଼ି I ଏହି କୁହୁଡ଼ି ରାତିରୁ ଆରମ୍ଭ ହୋଇ ସକାଳ ଦଶଟା ପର୍ଯ୍ୟନ୍ତ ବାୟୁ ମଣ୍ଡଳକୁ ଆଚ୍ଛାଦିତ କରି ରଖୁଛି I ଆଜି ବେଲଗୁଣ୍ଠା ସହରରେ ଏହିଭଳି ଘନ କୁହୁଡ଼ି ଦେଖିବାକୁ ମିଳିଥିଲା…

ଜାନୁଆରି ୨ରୁ ତିନି ଦିନିଆ ଶାରଳା ନାଟକ ଉତ୍ସବ

ପ୍ରତି ସନ୍ଧ୍ୟାରେ ମଞ୍ଚସ୍ଥ ହେବ ମୌଳିକ ଓଡ଼ିଆ ନାଟକ ଚୌଧୁରୀ ଜୟପ୍ରକାଶ ପାଇବେ ସମ୍ମାନ ଜନକ ‘କୃପାସିନ୍ଧୁ ମହାନ୍ତି ନାଟ୍ୟ ସମ୍ମାନ’ ୯ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ‘ପ୍ରଥାମ ସମ୍ମାନ-୨୦୨୬’ ଜାନୁଆରି ୪ରେ ନାଟ୍ୟ ଆଲୋଚନା ଓ ପ୍ରଶିକ୍ଷଣ ଶିବିର ପ୍ରତ୍ୟକ…

ଜିଲ୍ଲା ମହୋତ୍ସବ ତୃତୀୟ ସନ୍ଧ୍ୟା: ମଞ୍ଚରେ ଉଠିଲା ମେଡିକାଲ କଲେଜ ନିର୍ମାଣ ଦାବି

ଖଣ୍ଡପଡ଼ା ବିଧାୟକଙ୍କ ବକ୍ତବ୍ୟ ସମୟରେ ହୋ ହାଲ୍ଲା ନୟାଗଡ଼(ବିଶ୍ଵଜିତ ନାୟକ):- ନୟାଗଡ଼ ଜିଲ୍ଲା ମହୋତ୍ସବ ତଥା ପଲ୍ଲିଶ୍ରୀ, କୃଷି ଓ ପୁସ୍ତକ ମେଳା ତୃତୀୟ ସନ୍ଧ୍ୟା ବେଶ ଆକର୍ଷଣୀୟ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତୃତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି…

ଆଦିତ୍ୟ ଆଲୁମିନା ରିଫାଇନେରୀ ଆୟୋଜନ କଲା ଚକ୍ଷୁ ପରୀକ୍ଷା ଶିବିର

କାଶୀପୁର ରୁ ବୈକୁଣ୍ଠ ଦୁରିଆ: ଆଦିତ୍ୟ ବିର୍ଲା ଗ୍ରୁପର ହିଣ୍ଡାଇକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ର ଆଦିତ୍ୟ ଆଲୁମିନା ରେଫାଇନାରୀ, ନିଜର CSR (କର୍ପୋରେଟ ସାମାଜିକ ଦାୟିତ୍ଵ) ପୋଡ଼ାପାଡ଼ି ପଞ୍ଚାୟତ ଅଞ୍ଚଳରେ ଏକ ସଫଳ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରିଥିଲା । ଏହି ଶିବିରର ଉଦ୍ଦେଶ୍ୟ ଥିଲା…