Browsing Category

ରାଜ୍ୟ

ପର୍ଯ୍ୟଟନସ୍ଥଳକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ବନ ବିଭାଗର ପ୍ରୟାସ।

କେନ୍ଦୁଝର,ତା୩/୧- ଚଳିତ ବର୍ଷ କେନ୍ଦୁଝରେ  ଅବସ୍ଥିତ ଥିବା ସମସ୍ତ ପର୍ଯ୍ୟଟନସ୍ଥଳି ଗୁଡିକରେ ପ୍ଲାଷ୍ଟିକ ମୁକ୍ତ ଅଞ୍ଚଳ କରିବା ନିମନ୍ତେ କେନ୍ଦୁଝର ବନଖଣ୍ଡ ତରଫରୁ ଏକ  ସୁନ୍ଦର ବାର୍ତ୍ତା ବା କାର୍ଯ୍ୟକ୍ରମ କରାଯାଉଛି। ସେହିପରି ଭୂୟାଁ ଜୁଆଙ୍ଗ ପୀଢ଼ ବନାଞ୍ଚଳ ଅଞ୍ଜର ନୟାକୋଟ ବିଟ ଅନ୍ତର୍ଗତ…

ବେଲଗୁଣ୍ଠା ବ୍ଳକ୍ ର ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଏବଂ ଦୁଇ ଶିକ୍ଷକଙ୍କ ଅବସର ଗ୍ରହଣ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆଜି ବେଲଗୁଣ୍ଠା ବ୍ଳକ୍ ରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଏବଂ ଦୁଇ ଜଣ ଶିକ୍ଷକ ଅବସର ଗ୍ରହଣ କରିଥିବା ବେଳେ ସମସ୍ତ ଅବସରପ୍ରାପ୍ତ ଶିକ୍ଷକ ଏବଂ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ…

ରାଜ୍ୟ ପାରା ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ ୨୦୨୫-୨୬ରେ କେନ୍ଦୁଝରର ଅଭୟ ଜେନା ଉପବିଜେତା।

କେନ୍ଦୁଝର,ତା୩/୧- ନିକଟରେ ଡିସେମ୍ବର ୨୮ରୁ ୩୦ ତାରିଖ ଯାଏ ଓଡିଶା ଷ୍ଟେଟ ପାରା ବ୍ୟାଡ଼ମିଣ୍ଟନ ଚାମ୍ପିୟାନସିପ ୨୦୨୫ - ୨୬ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ଅନେକ ପାରା ବ୍ୟାଡ଼ମିଣ୍ଟନ ଖେଳାଳି ଏଥିରେ ଭାଗ ନେଇଥିଲେ। ତେବେ କେନ୍ଦୁଝରର ଅଭୟ କୁମାର ଜେନା ଡବ୍ଲ୍ୟୁଏଚ ୧…

ଏମ ଶ୍ରୀଗୀଡା ଗ୍ରାମରେ ବଡ ଧରଣର ଚୋରି

ଧନୁଯାତ୍ରା ଦେଖିବା ସମୟରେ ଘରେ ବଡ଼ ଧରଣର ଚୋରି: ସୁନା, ନଗଦ ଓ ବାଇକ ବିଜେପୁର :- ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଏମ୍‌ ଶ୍ରୀଗିଡା ଗ୍ରାମରେ ଗତକାଲି ରାତିରେ ଏକ ବଡ଼ ଧରଣର ଚୋରି ଘଟଣା ଘଟିଥିବା ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।ସୂଚନା ଅନୁଯାୟୀ, ଗ୍ରାମର ସୌଭାଗ୍ୟ…

ହାତୀ ଆକ୍ରମଣ ରେ ଯୁବକର ମୃତ୍ୟୁ : ବିପଦରେ ଜନବସତି

ଖୋର୍ଦ୍ଧାରୁ (ସେକଜାଫର): ପୁଣି ଖୋର୍ଦ୍ଧାରେ ହାତୀ ଆକ୍ରମଣ ରେ ଯୁବକର ମୃତ୍ୟୁ। ସୂଚନା ମୁତାବକ ଯୁବକ ଜଣକ ବେଗୁନିଆ ବ୍ଲକ ଅନ୍ତର୍ଗତ ଭୁଆସୁଣୀ ପାଟଣା ଗ୍ରାମର ପ୍ରିୟବ୍ରତ ପରିଡ଼ା । ନୀତିଦିନ ବନ୍ୟଜନ୍ତୁଙ୍କ ଆକ୍ରମଣରେ ବିପଦରେ ଜନବସତି । କେତେ ବେଳେ ବହୁମୂଲ୍ୟ ଜୀବନ ମୃତୁ ଘଟିଲାଣିତ ଆଉ…

ଅଚ୍ୟୁତ ସାମନ୍ତଙ୍କୁ ଜେଇସିଆର୍‍ସି ବିଶ୍ୱବିଦ୍ୟାଳୟରୁ ୭୦ତମ ସମ୍ମାନସୂଚକ ଡକ୍ଟରେଟ୍

ଭୁବନେଶ୍ୱର, ୩ ।୧୨: ଶିକ୍ଷାବିତ୍‌, ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ରାଜସ୍ଥାନର ଜୟପୁରରେ ଥିବା ଜେଇସିଆର୍‍ସି ବିଶ୍ୱବିଦ୍ୟାଳୟରୁ ସମ୍ମାନସୂଚକ ଡକ୍ଟରେଟ୍‍ ପ୍ରଦାନ କରାଯାଇଛି। ଜେଇସିଆର୍‍ସି ବିଶ୍ୱବିଦ୍ୟାଳୟର ୯ମ ସମାବର୍ତ୍ତନ ଉତ୍ସବ ଅବସରରେ ଆଜି ଶ୍ରୀ…

ବେଦାନ୍ତ ଲାଞ୍ଜିଗଡ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ: ସଂଗ୍ରହ ହେଲା ୨୪୭ୟୁନିଟ୍ ରକ୍ତ

ଲାଞ୍ଜିଗଡ଼, 03/01/2026: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ନିକଟରେ ଭବାନୀପାଟଣାର ଓଡ଼ିଶା ବ୍ଲଡ ବ୍ୟାଙ୍କ ସହଯୋଗରେ ଲାଞ୍ଜିଗଡ଼ରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରିଛି। ଏଥିରେ କର୍ମଚାରୀ, ବ୍ୟବସାୟିକ ସହଯୋଗୀ ଏବଂ ସ୍ଥାନୀୟ ଲୋକମାନେ…

ଓଡ଼ିଆ ନବବର୍ଷକୁ ଧୁମଧାମରେ ପାଳନ କରିବା ପାଇଁ ଉତ୍କଳ ବିଦ୍ବତ୍ ପରିଷଦର ନିବେଦନ

ପୁରୀ,୨/୧ (ଅନିମେଶ ପଟ୍ଟନାୟକ): ଶ୍ରୀକ୍ଷେତ୍ରର ଅଗ୍ରଣୀ ଧାର୍ମିକ ସ୍ବେଚ୍ଛାସେବୀ ସଂଗଠନ ଉତ୍କଳ ବିଦ୍ବତ୍ ପରିଷଦ ପକ୍ଷରୁ ଓଡ଼ିଆ ନବବର୍ଷ ପାଳନ କରିବା ପାଇଁ ଅନୁରୋଧ କରିଛନ୍ତି । ନୂଆବର୍ଷ ଉପଲେକ୍ଷ ଲକ୍ଷାଧିକ ଭକ୍ତ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ବ୍ୟାରିକେଡ ଭିତରେ ଯାଉଥିଲେ ।…

ଭକ୍ତଙ୍କୁ ସରଵତ ପାନୀୟ ସେବା ଯୋଗାଇଲା ହାପିନେସ ଫାଉଣ୍ଡେସନ

ପୁରୀ,୨/୧ (ଅନିମେଶ ପଟ୍ଟନାୟକ ): ଶ୍ରୀକ୍ଷେତ୍ରରେ ନୂଆବର୍ଷ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ମହାପ୍ରଭୁଙ୍କ ଦର୍ଶନ ପାଇଁ ଦୂର ଦୂରାନ୍ତୁ ରୁ ଆସୁଥିବା ଭକ୍ତ ବ୍ଯାରିକେଡ ଭିତରେ ଯାଉଥିଲେ । ଏହି ଭକ୍ତ ମାନଙ୍କୁ ହାପିନେସ ଫାଉଣ୍ଡେସନ ପକ୍ଷରୁ ଭୂଷି,ଲାଣ୍ଡିବଗୁଲି ଓ ମିଶିରି ପଣା…

ହୃଦୟ ବିଦାରକ ଦୁର୍ଘଟଣା; ବଡ଼ଦାଣ୍ଡରେ ୫ଵର୍ଷର ଵାଳକକୁ ଘୋଷାଡି ନେଲା ବୋଲେରୋ

ଉତ୍ଯକ୍ତ ଜନତାଙ୍କ ଟାୟାର ଜାଳି ରାସ୍ତାରୋକ ପୁରୀ,୨/୧(ଅନିମେଶ ପଟ୍ଟନାୟକ): ନୂଆ ବର୍ଷର ୨ୟ ଦିନରେ ବଡ଼ଦାଣ୍ଡରେ ହୃଦୟ ବିଦାରକ ଦୁର୍ଘଟଣା । ଶୁକ୍ରବାର ପୂର୍ବାହ୍ନରେ ପୁରୀ ବଡ଼ଦାଣ୍ଡରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବଳଗଣ୍ଡି ଛକରେ ବୋଲେରୋ ଓ ସ୍କଟି ମଧ୍ୟରେ ଧକ୍କା ହେବାରୁ ଜଣେ…