Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସ୍ୱାଧୀନତା ଦିବସରେ ମାଉଣ୍ଟ ୟୁନମରେ ଉଡ଼ିଲା ତ୍ରିରଙ୍ଗା
୨୦୧୦୦ ଫୁଟ ଶିଖର ଆରୋହଣ କଲେ ଦେଶର ପ୍ରଥମ ମହିଳା ପର୍ବତାରୋହୀ ଦଳ
ଭୁବନେଶ୍ୱର, ୧୬ ଅଗଷ୍ଟ ୨୦୨୬:ଓଡ଼ିଶାର ପର୍ବତାରୋହଣ ଓ ଦୁଃସାହସିକ କ୍ରୀଡ଼ା ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ଓଡ଼ିଶାର ୧୧ ଜଣିଆ ମହିଳାଙ୍କୁ ନେଇ ଗଠିତ ଦେଶର ପ୍ରଥମ ମହିଳା ପର୍ବତାରୋହୀ ଦଳ ହିମାଚଳ!-->!-->!-->!-->!-->!-->!-->…
ସ୍ୱାଧୀନତା ଦିବସରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଆଗଲପୁର ବ୍ଳକ ତରଫରୁ ରକ୍ତଦାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ବଲାଙ୍ଗୀର : ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଆଗଲପୁର ବ୍ଳକ ତରଫରୁ ପବିତ୍ର ସ୍ୱାଧୀନତା ଦିବସ ଅବସରରେ ବାବୁପାଲି ସ୍ଥିତ ଶିବ ମନ୍ଦିର ପ୍ରାଙ୍ଗଣରେ ଏକ ମହତ ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସହ ପରିବେଶ ସୁରକ୍ଷା ପାଇଁ!-->!-->!-->…
ଉତ୍କୃଷ୍ଟ ସେବା ପାଇଁ ପାରଳା ଆଦର୍ଶ ଥାନାର ଆଇ:ଆଇ:ସି ପ୍ରଶାନ୍ତ ଭୂପତି ଓ ଆର୍.ଉଦୟଗିରି ଏସଡିପିଓ ରାକେଶ ସାହୁଙ୍କୁ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଆଦର୍ଶ ଥାନାର ଆଇ:ଆଇ:ସି ତଥା ଥାନାଧିକାରୀ ଶ୍ରୀ ପ୍ରଶାନ୍ତ ଭୂପତିଙ୍କୁ ପୋଲିସ ଡିଜି ତଥା ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଠାରୁ ତାଙ୍କର କର୍ମମୟ ସମୟରେ ନିଜର ଉତ୍କୃଷ୍ଟ ସେବା ପାଇଁ ତାଙ୍କୁ ପୋଲିସ!-->…
ପଞ୍ଜିକୃତ ତ୍ରିରଙ୍ଗା ମିଡ଼ିଆ ଓ ସାମାଜିକ ସଂଗଠନ ର ପ୍ରଥମ ପୂଜନ ଉତ୍ସବ ପାଳନ
ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଭଞ୍ଜନଗର ସହର ଉପକଣ୍ଠ ଚକରା ବିଷୋୟୀ ବାଇପାସ୍ ଛକ ଠାରେ ପଞ୍ଜିକୃତ ତ୍ରିରଙ୍ଗା ମିଡ଼ିଆ ଓ ସାମାଜିକ ଅନୁଷ୍ଠାନ ର ନୂତନ କାର୍ଯ୍ୟାଳୟ ର ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।। ଏଥିରେ ଅନୁଷ୍ଠାନ ର ସମସ୍ତ କାର୍ଯ୍ୟକାରୀ ସଦସ୍ୟଙ୍କ!-->!-->!-->…
ଭଞ୍ଜନଗର ପୁରୁଣା ଜେଲ୍ ପଡ଼ିଆରେ ଉପଖଣ୍ଡ ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ପାଳିତ
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଭଞ୍ଜନଗର ପୁରୁଣା ଜେଲ ପଡ଼ିଆ ଠାରେ ଉପଖଣ୍ଡ ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ଆଜି ଦେଶପ୍ରେମ ଓ ଉତ୍ସାହର ପରିବେଶରେ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ପ୍ରତିବର୍ଷ ପରି ଚଳିତ ୨୦୨୬ ବର୍ଷ ମଧ୍ୟ,ଭଞ୍ଜନଗର ଉପଜିଲ୍ଲାପାଳ ମୁଖ୍ୟ!-->!-->!-->…
କଳାହାଣ୍ଡିରେ ଜିଲ୍ଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣାର ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି ଜିଲ୍ଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ। ମୁଖ୍ୟ ଅତିଥି ଭାବେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ!-->!-->!-->…
୮୦ ତମ ସ୍ୱାଧୀନତା ଦିବସ ଅବସରରେ ବନ୍ଧୁତ୍ୱ ପୂର୍ଣ୍ଣ ଫୁଟବଲ୍ ମ୍ୟାଚ୍
ନବରଙ୍ଗପୁର ତା ୧୬.୮.୨୦୨୬:୮୦ ତମ ସ୍ୱାଧୀନତା ଦିବସ ଅବସରରେ ଗତକାଲି ୧୫.୮.୨୦୨୬ ରିଖ ଦିନ ଜିଲ୍ଲା ପ୍ରଶାସନ ଏବଂ ଭେଟରାନ ଏକାଦଶ ମଧ୍ୟରେ ସ୍ଥାନୀୟ ନବରଙ୍ଗପୁର ଡିଗ୍ରୀ କଲେଜ ପଡ଼ିଆ ରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ଦୁଇ!-->!-->!-->…
ଖଲ୍ଲିକୋଟର ଅବସରପ୍ରାପ୍ତ ସେନା ପାଳିଲେ ୮୦ତମ ସ୍ବାଧିନତା ଦିବସ
ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା: ଖଲ୍ଲିକୋଟ ର ଅବସରପ୍ରାପ୍ତ ସ୍ଥଳ ବାହିନୀ, ବାୟୁସେନା ମିଳିତଭାବେ ୮୦ତମ ସ୍ବାଧୀନତା ଦିବସ ମହାଆଡମ୍ବରରେ ପାଳନ କରିଛନ୍ତି | ଜଗନ୍ନାଥ ମନ୍ଦିର ରୁ ରୋଡ଼ ମାର୍ଚ୍ଚୀଙ୍ଗ୍ କରି, ପହଞ୍ଚିଥିଲେ ଖଲ୍ଲିକୋଟ ବସ୍ ଷ୍ଟାଣ୍ଡ ରେ ଥିବା ମହାତ୍ମା ଗାନ୍ଧୀ!-->…
ନବରଙ୍ଗପୁରଠାରେ ୮୦ତମ ଜିଲ୍ଲା ସ୍ତରୀୟ ସ୍ବାଧିନତା ଦିବସ ମହାସମାରୋହରେ ପାଳିତ
ନବରଙ୍ଗପୁର ତା ୧୬.୮.୨୦୨୬: ଗତକାଲି ୧୫.୮.୨୦୨୫ ତାରିଖ ନବରଙ୍ଗପୁର ସହର ସ୍ଥିତ ଷ୍ଟାଡିୟମ୍ ଠାରେ ମହାଉଲ୍ଲାସ ରେ ୮୦ତମ ଜିଲ୍ଲା ସ୍ତରୀୟ ସ୍ବାଧିନତା ଦିବସ ପାଳନ ହୋଇଯାଇଛି। ମାନ୍ୟବର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ , ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା!-->!-->!-->…
ଝାରସୁଗୁଡ଼ାରେ ଭୋଟର ତାଲିକା ନେଇ ବିଜେଡିର ଉଦ୍ବେଗ: ଜାଲ ଆପତ୍ତିର ତଦନ୍ତ ଓ ଯୋଗ୍ୟ ଭୋଟରଙ୍କ ନାମ ସୁରକ୍ଷା ଦାବି
ଝାରସୁଗୁଡ଼ା: ଝାରସୁଗୁଡ଼ା ବିଧାନସଭା କ୍ଷେତ୍ରରେ ଚାଲିଥିବା ଏସଆଇଆର୍ (ସ୍ପେସିଆଲ୍ ଇଣ୍ଟେନ୍ସିଭ୍ ରିଭିଜନ୍) ପ୍ରକ୍ରିୟାକୁ ନେଇ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଉଦ୍ବେଗ ପ୍ରକାଶ କରାଯାଇଛି। ପ୍ରକୃତ ଓ ଯୋଗ୍ୟ ଭୋଟରଙ୍କ ନାମ ଭୋଟର ତାଲିକାରୁ ବାଦ ଦେବା ଉଦ୍ଦେଶ୍ୟରେ କଥିତ ଭାବେ!-->!-->!-->…