Browsing Category

ରାଜ୍ୟ

ୟୁଏଆଇଏଲ୍ ପକ୍ଷରୁ ମେଗା ରକ୍ତଦାନ ଶିବିର: ୨୩୫ ୟୁନିଟ୍ ରକ୍ତ ସଂଗୃହୀତ

ରାୟଗଡ଼ା, ୧୭/୮: ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଏହାର ସିଏସଆର ବିଭାଗ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସହଯୋଗରେ ସ୍ଥାନୀୟ ନୂଆପଡ଼ା ଟାଉନସିପ କ୍ଲବ୍ ହାଉସ୍‌ଠାରେ ଏକ ମେଗା ରକ୍ତଦାନ

ବେଲଗୁଣ୍ଠା ପ୍ରେସକ୍ଲବ୍ ର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ।

ବେଲଗୁଣ୍ଠା-୧୭/୮-(ଶିବରାମ ଚୌଧୁରୀ )-ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ସାମ୍ବାଦିକ ସଂଘ 'ପ୍ରେସ କ୍ଲବ୍ ବେଲଗୁଣ୍ଠା'ର ଏକ ସାଙ୍ଗଠନିକ ବୈଠକ କୀରାପଲିସ୍ଥିତ ମା' କୁମାରଶୁଣୀ ପୀଠରେ ଅନୁଷ୍ଠିତ ହୋଇଯାଇଛି। କ୍ଲବର ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ସମ୍ପାଦକ

ପୁଣି ଷଷ୍ଠ ଥର ଜଳକାରେ ବନ୍ଯା : ଭେଡିବନ୍ଧରୁ ଅତଡା ଖସୁଛି

ବସ୍ତା୧୭/୮: ଜଳକାନଦୀରେ ବନ୍ଯା ପାଣିରେ ବସ୍ତା ଅଞ୍ଚଳର ୧୫ରୁ ଉର୍ଦ୍ଧ ପଞ୍ଚାୟତ ଜଳମଗ୍ନ ହୋଇଥିବା ବେଳେ ହଜାର ହଜାର ହେକ୍ଟର ଧାନଚାଷ ପାଇଁ ରୁଆ ଯାଇଥିବା ବିହୋନ ଓ ତଳି ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି ।ପୁଣି ଆଜି ଜଳକା ନଦୀ ରେ ପ୍ରବଳ ବନ୍ଯାପାଣି ପ୍ରବେଶ କରୁଛି ।ମୟୁରଭଞ ଜିଲ୍ଲା ଚକ

କୁକୁଡ଼ା ଭାଡିରୁ ଅଜଗର ଉଦ୍ଧାର।

ନୀଳଗିରି, ୧୭/୦୮,: ନୀଳଗିରି ଏନ୍‌ଏସି ଅଧୀନ ୪ ନମ୍ବର ୱାର୍ଡ ମିରିଗିଣି ଗ୍ରାମରୁ ପ୍ରାୟ ଆଠ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରାଯାଇଛି । ସାପଟି ଉକ୍ତ ଗ୍ରାମର ପ୍ରଦୀପ କୁମାର ପ୍ରଧାନଙ୍କ କୁକୁଡ଼ା ଭାଡି ଭିତରେ ପଶି ୭ଟି ଅଣ୍ଡା ଖାଇବା ସହ ଦୁଇଟି କୁକୁଡ଼ା କୁ ମାରି ଗିଳିଦେଇଥିଲା। ଶ୍ରୀ

ଦେଶୀ ଓ ବିଦେଶୀ ମଦ ଜବତ, ୦୩ ଗିରଫ ।

ବାଲେଶ୍ୱର: ବାଲେଶ୍ୱର ଅବକାରୀ ଅଧିକ୍ଷକ ଶେଖ ଅସଫ ଅଲ୍ଲୀଙ୍କ ନିର୍ଦ୍ଦେଶକ୍ରମେ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ସିମୁଳିଆ ଥାନା ଅନ୍ତର୍ଗତ ଗରସଙ୍ଗ ଓ ଅନ୍ତରା ଗ୍ରାମରେ ଚଢ଼ାଉ କରାଯାଇ ୧୫୦

ପିଏମ୍ ସୂର୍ଯ୍ୟ ଘର: ମୁଫ୍‌ତ ବିଜିଲି ଯୋଜନାର ପ୍ରଚାର ପାଇଁ ଟିପିସିଓଡିଏଲ୍‌ର ସୋଲାର ରଥକୁ ଶୁଭାରମ୍ଭ କଲେ…

କେନ୍ଦ୍ରାପଡ଼ା:17/08 (ପ୍ରଫୁଲ୍ଲ କୁମାର ମଲ୍ଲ) ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍), ପିଏମ୍ ସୂର୍ଯ୍ୟ ଘର: ମୁଫ୍‌ତ ବିଜିଲି ଯୋଜନା ଅଧୀନରେ ରୁଫଟପ୍ ସୋଲାର ସମ୍ପର୍କରେ ସଚେତନତା ସୃଷ୍ଟି ଏବଂ

ଟିପିଏନ୍‌ଓଡିଏଲ୍ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ

ସୌରଶକ୍ତି ର ପ୍ରୋତ୍ସାହନ ପାଇଁ ୨୦ ଜଣ 'ସୋଲାର ଚାମ୍ପିୟନ୍' ହେଲେ ସମ୍ବର୍ଦ୍ଧିତ ବାଲେଶ୍ୱର, ଓଡ଼ିଶା, ୧୫ ଅଗଷ୍ଟ, ୨୦୨୬: ଟିପି ନର୍ଦ୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନ୍‌ଓଡିଏଲ୍) ପକ୍ଷରୁ ରାଷ୍ଟ୍ର ଗଠନ ତଥା ଦୀର୍ଘସ୍ଥାୟୀ ପ୍ରଗତିର ସଙ୍କଳ୍ପ ସହିତ ସ୍ୱାଧୀନତା

ଓପିଜିସି ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ

ଦେଶପ୍ରେମରେ ଉତ୍ସବମୁଖର ଆଇବି ଥର୍ମାଲ; ମେଧାବୀ ଛାତ୍ରଛାତ୍ରୀ ଓ କୃତୀ କର୍ମଚାରୀ ସମ୍ବର୍ଦ୍ଧିତ ଆଇବି ଥର୍ମାଲ, ୧୬ ଅଗଷ୍ଟ: ଓଡ଼ିଶା ପାୱାର୍ ଜେନେରେସନ୍ କର୍ପୋରେସନ୍ ଲିମିଟେଡ୍ (ଓପିଜିସି) ପକ୍ଷରୁ ଆଇବି ଥର୍ମାଲ ପାୱାର୍ ଷ୍ଟେସନ୍ ପରିସରରେ ୮୦ତମ ସ୍ୱାଧୀନତା ଦିବସ ଦେଶପ୍ରେମ ଓ

ବାଳ-ମୁକୁନ୍ଦ କେନ୍ଦ୍ର ପକ୍ଷରୁ ‘ନିଜେ ନିଜକୁ ଚିହ୍ନିବା’ କାର୍ଯ୍ୟକ୍ରମ ଅନୁଷ୍ଠିତ: ମହାପୁରୁଷ ଦ୍ୱୟଙ୍କୁ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ବାଳ-ମୁକୁନ୍ଦ କେନ୍ଦ୍ର ଆନୁକୂଲ୍ୟରେ ନବ ଜୀବନ ଟ୍ରଷ୍ଟ (ଅନାଥ ଆଶ୍ରମ) ପରିସରରେ ରବିବାର ଏକ ସ୍ୱତନ୍ତ୍ର ସଂସ୍କାରମୂଳକ କାର୍ଯ୍ୟକ୍ରମ 'ନିଜେ ନିଜକୁ ଚିହ୍ନିବା' ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରର ସଂଯୋଜକ ଶ୍ରୀ

ହାଇଟେକ ପ୍ଲାଜା ଖେଳପଡ଼ିଆରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ହାଇଟେକ ପ୍ଲାଜା ଖେଳପଡ଼ିଆ ପରିସରରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବର ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଦେଶଭକ୍ତିର ଭାବନାରେ ଉଦ୍‌ବୁଦ୍ଧ ହୋଇ ବହୁ ସଂଖ୍ୟାରେ ଦଳୀୟ ନେତା , କର୍ମୀ ଓ