Browsing Category

ରାଜ୍ୟ

ଜିଲ୍ଲାସ୍ତରୀୟ ନେତାଜୀ ସୁବାଷ ବୋଷ ଜୟନ୍ତୀ ପାଳିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ପୁରୁଣା କୋର୍ଟ ଛକ ନିକଟସ୍ଥ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ…

ପାଟଣାଗଡ଼ ଏନ୍‌ଏସି ଉପାଧ୍ୟକ୍ଷଙ୍କ ସମେତ ୭ ଜଣ କାଉନ୍‌ସିଲର ବିଜେଡି ଛାଡ଼ି ବିଜେପିରେ ହେଲେ ସାମିଲ

ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ  ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଏବଂ ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ.ଭି.ସିଂହଦେଓ ସମସ୍ତ ନୂତନ ସଦସ୍ୟଙ୍କୁ ଟୋପି ଓ ଉତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଲେ ଭୁବନେଶ୍ୱର, ତା.୨୩/୦୧: ଶ୍ରୀପଂଚମୀ ଭଳି ପବିତ୍ର ଦିନ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର…

ଧାନ ସଂଗ୍ରହରେ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାଗୁଡ଼ିକ ବହୁତ ପଛରେ: ବିଜେଡି

ଭୁବନେଶ୍ୱର, ୨୩/୦୧/୨୦୨୬: ବିଜୁ ଜନତା ଦଳ ସାରା ଓଡ଼ିଶାରେ ଧାନ ସଂଗ୍ରହର ଅଭାବନୀୟ ପରିସ୍ଥିତି ପାଇଁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି । ଓଡ଼ିଶାର ଚାଷୀମାନେ ଧାନ ସଂଗ୍ରହର ଏକ ଦୁର୍ଭାଗ୍ୟଜନକ ପରିସ୍ଥିତି ଦେଇ ଗତି କରୁଛନ୍ତି, ଯାହା ଓଡ଼ିଶାର ଇତିହାସରେ ପୂର୍ବରୁ କେବେ ଦେଖାଯାଇନଥିଲା ।…

ଜିଲ୍ଲା କଂଗ୍ରେସ ଭବନରେ ନେତାଜୀଙ୍କ ୧୨୯ତମ ଜନ୍ମ ଜୟନ୍ତୀ ପାଳିତ ।

କେନ୍ଦୁଝର,ତା୨୩/୧- କେନ୍ଦୁଝର ଜିଲ୍ଲା କଂଗ୍ରେସ ଭବନରେ ଆଜି ମହାନ କ୍ରାନ୍ତିକାରୀ ସ୍ଵାଧୀନତା ସଂଗ୍ରାମୀ ଦେଶଭକ୍ତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୯ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ନେତାଜୀ କଟକ ସହରରେ ଜନ୍ମ ହୋଇ ପାଠ ପଢିଥିଲେ। ଜାତୀୟ କଂଗ୍ରେସର ନେତୃତ୍ୱ ନେବା ସହ ବ୍ରିଟିଶ…

ଜିଲ୍ଲା ମହୋତ୍ସବ “ଯତରା” ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସୁନ୍ଦରଗଡ଼,(ବସନ୍ତ କୁମାର ଜେନା): ଆଜି ସ୍ଥାନୀୟ ବିକାଶ ଭବନ ଠାରେ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ଡ଼ା ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମହୋତ୍ସବ "ଯତରା -୨୦୨୬" ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଆସନ୍ତା ଫେବୃଆରୀ ୮ ରୁ ୧୨ ତାରିଖ…

ଆଜି ପୁଅର ବାହାଘର, କିନ୍ତୁ ବିଦ୍ୟୁତ୍ ଆଘାତରେ ପିତା ର ମୃତ୍ୟୁ।

( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର)ଗଞ୍ଜାମ ଜିଲ୍ଲା ଧରାକୋଟ ଥାନ ଅନ୍ତର୍ଗତ ଜାହାଡା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଯାହାକି ହୃଦୟ ବିଦାରକ ଖବର। ଉକ୍ତ ଗ୍ରାମର ଗୌଡ ସାହିର ମଙ୍ଗୁଳୁ ଗୌଡ଼ ର ଆଜି ବାହାଘର କାର୍ଯ୍ୟକ୍ରମ ପାଇଁ ବହୁ ଦିନ ଆଗରୁ ପ୍ରସ୍ତୁତି ଚାଲିଥିବା ବେଳେ ଘରେ ବଂଧୁ…

ଉପଖଣ୍ଡ ସ୍ତରୀୟ ୧୬ତମ ଜାତୀୟ ମତଦାତା ଦିବସ ସଫଳତାର ସହ ପାଳିତ।

ପଦ୍ମପୁର /ଶିବାଶିଷ ପଟ୍ଟନାୟକ (୨୨/୦୧):- ପଦ୍ମପୁର ଉପଖଣ୍ଡ ସ୍ତରୀୟ ୧୬ତମ ଜାତୀୟ ମତଦାତା ଦିବସ ଗଭୀର ଉତ୍ସାହ ଓ ଶିଷ୍ଟାଚାର ସହ ପାଳିତ ହୋଇଛି। ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମ୍ମେଳନୀ କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଶ୍ରୀମତୀ ସ୍ନେହ ଅରୁଗୁଲା ଅଧ୍ୟକ୍ଷତା କରିଥିଲେ।…

ଚର୍ମ ତତ୍ୱାବଧାନକୁ ନେଇ ସୋଆ ଏସପିଏସ ପକ୍ଷରୁ ଆର୍ନ୍ତଜାତିକ ସମ୍ମିଳନୀ ଆୟୋଜିତ

ଭୁବନେଶ୍ୱର, ୨୨/୦୧ : ଚର୍ମ ର ତତ୍ୱାବଧାନ ଏବଂ ଅତ୍ୟାଧୁନିକ ପ୍ରକ୍ରିୟାରେ କ୍ଷତ ପରିଚାଳନା କ୍ଷେତ୍ରରେ ସ୍ମାର୍ଟ ବାୟୋମ୍ୟାଟେରିଆଲ୍ସ, ନାନୋ ଟେକ୍ନୋଲୋଜି ଏବଂ ଡ଼ିଜିଟାଲ୍ ସେନସିଂରେ ବିକାଶକୁ ନେଇ ବିଭିନ୍ନ ଦକ୍ଷିଣ ପୂର୍ବ ଏସିଆ ଦେଶ ଗୁଡିକର ବିଶେଷଜ୍ଞ ମାନେ ଏକତ୍ରିତ ହୋଇ ବୁଧବାର ଶିକ୍ଷା…

ଗ୍ରାମାଞ୍ଚଳରେ ବିଦ୍ୟୁତ ସଂସ୍କାର ପାଇଁ ଟିପିସିଓଡିଏଲକୁ ଏଡିକନ ୨୦୨୬ରେ ଗୋଲ୍ଡ ଆୱାର୍ଡ

ଭୁବନେଶ୍ୱର, ୨୨ ଜାନୁଆରୀ, ୨୦୨୬: ନୂଆଦିଲ୍ଲୀରେ ଅନୁଷ୍ଠିତ ଏଡିକନ ୨୦୨୬ ଅବସରରେ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ) କୁ ଗ୍ରାମାଞ୍ଚଳରେ ଉନ୍ନତ ରାଜସ୍ୱ ଆଦାୟ ପାଇଁ ଏଆଇଡିଏ ଗୋଲ୍ଡ ଆୱାର୍ଡ’ ପ୍ରଦାନ କରାଯାଇଛି। ଏହି ସ୍ୱୀକୃତି ସେଣ୍ଟ୍ରାଲ ଓଡ଼ିଶାର…

ନଦୀପଠାରେ ସମାଜସେବୀଙ୍କର ବନ୍ଧୁମିଳନ ।

ଭୁବନେଶ୍ୱର;- ରାଜଧାନୀ ସଂଗ୍ରାମୀ ସେବାସଙ୍ଘ ଓ ଓଡିଶା ସମାଜସେବୀ ମହାସଂଘର ମିଳିତ ଆନୁକୂଲ୍ୟରେ ବାଙ୍କୁଆଳ ନଦୀପଠାରେ ଏକାଠି ହୋଇଥିଲେ ରାଜ୍ୟର ଶତାଧିକ ସମାଜସେବୀ । ବଣଭୋଜି କେବଳ ବାହାନା ଥିଲା ମାତ୍ର ସମସ୍ତ ସମାଜସେବୀ ଏକାଠି ହୋଇ ସମାଜସେବାକୁ ରାଜ୍ୟରେ କେମିତି ରୁଦ୍ଧିମନ୍ତ ହୋଇ…