Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବେପରୁଆ ଗାଡ଼ି ଚାଳନା ପାଇଁ ପୁଣି ଏକ ଦୁର୍ଘଟଣା
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର):ଏକ ବିରାଟ ଦୁର୍ଘଟଣା ର ୨୪ ଘଣ୍ଟା ମଧ୍ୟରେ ପୁଣି ସେହି ଓଭରବ୍ରିଜ୍ ନିକଟରେ ଆଉ ଏକ ଦୁର୍ଘଟଣା ଘଟିଛି।ଯାହାକି ଡ୍ରାଇଭର ର ବେପାରୁଆ ଗାଡ଼ି ଚାଳନା ଓ ଯାତ୍ରୀବାହୀ ଆମ ବସ୍ କୁ ଓଭର ଟେକ୍ କରିବାକୁ ଯାଇ ଗୋଟିଏ ମହିନ୍ଦ୍ରା ପିକ୍ଓପ୍ ଗାଡ଼ି ଧକ୍କାରେ ବସ୍…
ମାଲ୍ୟବନ୍ତ ମହୋତ୍ସବ ର ବିରାଟ କଳସ ଯାତ୍ରା, ନାଚ ଗୀତରେ ଦୁଲୁକିଲା ରାଜ ରାସ୍ତା,
ମାଲକାନଗିରି,୨/୨/୨୬: ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ : ଐତିହ୍ୟ,ପରମ୍ପରା, କଳା,ସଂସ୍କୃତି ଓ ଆଦିବାସୀ ଙ୍କ ଜୀବନଧାରାର ନିଛକ ପ୍ରତି ଛବି ମାଲ୍ୟବନ୍ତ ମହୋତ୍ସବ- ୨୦୨୫ର ମୁଖ୍ୟ ଜିଲ୍ଲା ସ୍ତରୀୟ ଉତ୍ସବ ର ଶୁଭାରମ୍ଭ ଆଜି ହୋଇଛି । ମାଲକାନଗିରି ଜିଲ୍ଲା ରେ ଆଦିବାସୀ…
ସନ୍ଧିବାତ ସଚେତନl ଓ ସ୍ଵାସ୍ଥ୍ୟ ଶିବିର
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଗଣ୍ଠିବାତ ନିରାକରଣ ସଚେତନା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି କହିଲେ ଅଜୀର୍ଣ୍ଣ କାରକ ଆହାର ଦ୍ଵାରା…
ଟାଟା ପାୱାର ନେତୃତ୍ଵାଧୀନ ଓଡ଼ିଶା ଡ଼ିସକମ ଏବଂ କିଟ ବିଶ୍ୱବିଦ୍ୟାଳୟର ସହଭାଗିତାରେ ‘ୱାର୍କ ଇଣ୍ଟିଗ୍ରେଟେଡ୍ ଲର୍ଣ୍ଣିଂ…
୩୧ ଜାନୁଆରୀ ୨୦୨୬ରେ ପ୍ରଥମ ବ୍ୟାଚ୍ର ପାଠ୍ୟକ୍ରମ ଆରମ୍ଭ
ଭୁବନେଶ୍ୱର, ୨ ଫେବୃଆରୀ, ୨୦୨୬: ଭବିଷ୍ୟତ ପାଇଁ ପ୍ରସ୍ତୁତ ବୈଷୟିକ ଦକ୍ଷତା ନିର୍ମାଣ ଏବଂ ନିରନ୍ତର ବୃତ୍ତିଗତ ବିକାଶକୁ ସକ୍ଷମ କରିବା ପାଇଁ ନିଜର ପ୍ରତିବଦ୍ଧତାକୁ ସୁଦୃଢ଼ କରି, ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡ଼ିସକମ…
“ଘରୋଇ ଉତ୍ପାଦନ ଏବଂ ପ୍ରତିଯୋଗିତାମୂଳକ ମନୋଭାବକୁ ମଧ୍ୟ ପ୍ରୋତ୍ସାହନ ମିଳିବ”
ମୁମ୍ବାଇ : କେନ୍ଦ୍ର ବଜେଟ୍ ୨୦୨୬ରେ ଉଦ୍ୟୋଗର ଦୀର୍ଘକାଳୀନ ଅଭିବୃଦ୍ଧି ପାଇଁ ଭିତ୍ତିଭୂମି କ୍ଷେତ୍ରରେ ପୁଞ୍ଜିଗତ ବ୍ୟୟ (କ୍ୟାପେକ୍ସ) ଜାରି ରହିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ପ୍ରକଳ୍ପ ପାଇଁ ଆର୍ଥିକ ସହାୟତାକୁ ସୁଦୃଢ଼ କରିବା, ଶିଳ୍ପ କ୍ଲଷ୍ଟରଗୁଡ଼ିକର ପୁନରୁଦ୍ଧାର ଏବଂ ଟିୟର-୨ ଓ…
ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଆରଡିସିଙ୍କ କ୍ଷେତ୍ର ତଦାରଖ
ପୁରୀ, ୧/୨ (ଅନିମେଶ ପଟ୍ଟନାୟକ): କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ପୁନମ ଗୁହା ତାପସ କୁମାର ଆଜି ଅପରାହ୍ନ ରେ ପୁରୀ ଜିଲ୍ଲା ଗସ୍ତରେ ଆସି ଭାରତର ମହାମହୀମ ରାଷ୍ଟ୍ରପତି ଙ୍କ ପୁରୀ ଗସ୍ତର ସମୀକ୍ଷା କରିଛନ୍ତି। ଶ୍ରୀମତି ପୁନମ ସର୍କିଟ ହାଉସ ରେ ପହଞ୍ଚିବା ପରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି…
ଧରା ହେଲା ଆତଙ୍ଗ ସୃଷ୍ଟିକାରୀ ୧୧ ଫୁଟ ଲମ୍ବର ବଉଳା କୁମ୍ଭୀର l
ଅସ୍ତରଙ୍ଗ,ଦୀର୍ଘ ଏକ ମାସ ଧରି ପୁରୀ ଜିଲ୍ଲା ଅସ୍ତରଙ୍ଗ ର ପିର ଯାହାନିଆ ବେଳାଭୂମିରେ ଆତଙ୍ଗ ସୃଷ୍ଟିକରିଥିବା ୧୧ ଫୁଟ ଲମ୍ବର ବଉଳା କୁମ୍ଭୀର ରବିବାର ଦିନ ସକାଳ ୧୦ଘଟିକା ସମୟ ରେ ଗଙ୍ଗାଦେବୀ ନିକଟ ବେଳାଭୂମି ରେ ଖରାରେ ସୋଇଥିବା ସମୟ ରେ ଧରା ପଡିଛି l ଏହାକୁ ଧରିବା ପାଇଁ ଶନିବାର ଦିନ…
ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ର ଶହେ ବର୍ଷ ପୂର୍ତ୍ତି ଉପଲକ୍ଷେ ପଦ୍ମପୁର ନଗର ତରଫରୁ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ।
ପଦ୍ମପୁର/ ଶିବାଶିଷ ପଟ୍ଟନାୟକ (୦୧/୦୨):- ସ୍ଥାନୀୟ ରାଜାଜି ଟାଉନ ହଲ ଠାରେ ସମଗ୍ର ହିନ୍ଦୁ ସମାଜ ତରଫରୁ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଭାସ୍କର ଦାଶ, ଆଶୁତୋଷ ପାଣିଗ୍ରାହୀ, ଅନ୍ତର୍ଯ୍ୟାମୀ ମେହେର, ମାର୍ତଣ୍ଡଦେବ ସାହୁ, ପୂର୍ଣ୍ଣ ଚନ୍ଦ୍ର ଷଡ଼ଙ୍ଗୀ ଙ୍କ…
ରୋମାଞ୍ଚକର ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ,ରଘୁନାଥ ସେବାୟତ ଓ ପୋଲିସ ଇଲେଭେନ ବିଜୟୀ,
ଓଡ଼ଗାଁ,୧।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ମିନି ଷ୍ଟାଡିୟମରେ ଓଡ଼ଗାଁ ତହସିଲ ଟାଇଗର ସହିତ ରଘୁନାଥ ସେବାୟତ ଏବଂ ଓଡ଼ଗାଁ ବ୍ଲକ ବ୍ଳାଷ୍ଟର ସହିତ ପୋଲିସ ଇଲେଭେନ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହୋଇଥିବା ବେଳେ ଉଭୟ ମ୍ୟାଚରୁ ରଘୁନାଥ ସେବାୟତ ଓ…
୨୬ ବର୍ଷହେଲା ନିଖୋଜ ବସନ୍ତଙ୍କ ପତା ମିଳୁନାହିଁ
ଓଡ଼ଗାଁ,୧।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡାଝୋଲା ଫାଣ୍ଡି ଗୁମି ପଞ୍ଚାୟତ ଗୁମି ଗାଁର ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ପୁତ୍ର ବସନ୍ତ କୁମାର ସାହୁ ୨୬ ବର୍ଷହେଲା ନିଖୋଜ ରହିଥିବା ବେଳେ ୪ ବର୍ଷ ଓ ଦେଢ଼ବର୍ଷର ୨ ଛୁଆକୁ ନେଇ ସଂଗ୍ରାମ ଜାରି ରଖିଥିବା ସ୍ତ୍ରୀ…