Browsing Category

ରାଜ୍ୟ

ଆଦିବାସୀ ବୋହୂ ଆଜି ଅନ୍ୟ ପାଇଁ ଉଦାହରଣ, ଅଟୋ ଚଳାଇ ପିଲାଙ୍କୁ ମଣିଷ କରୁଛି।

କେନ୍ଦୁଝର,ତା୨/୨- ଆଦିବାସୀ ଝିଅଟି,ସେ ବି ସ୍ଵପ୍ନ ଦେଖିଥିଲା ସ୍ଵାମୀ, ସଂସାର କରି ସୁଖରେ ରହିବବୋଲି। ହେଲେ ବିଧିର କରୁଣ ବିଧାନ ଆଜକୁ ତିନିବର୍ଷ ହେବ ସ୍ଵାମୀ ଦୁରାରୋଗ୍ୟରେ ପଡ଼ି ଆରପାରିକୁ ଚାଲିଗଲେ। ସେ ତ ଚାଲିଗଲେ ହେଲେ ଦୁଇ ପିଲାଙ୍କ ଦାୟୀତ୍ଵକୁ ତାଙ୍କ ସ୍ତ୍ରୀ ହାତରେ ଦେଇ ଚାଲିଗଲେ।…

ମନରେଗା କହୁଛି ମନର କଥା

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ )ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା)। ଗ୍ରାମାଞ୍ଚଳର ଲୋକଙ୍କୁ ଘର ନିକଟରେ କାମ ଯୋଗାଇବା ସହ ଗାଁର ବିକାଶ ପାଇଁ ୟୁପିଏ ସରକାର ଅମଳରେ ଏହି ଯୋଜନା ଆରମ୍ଭ ହୋଇଥିଲା। ଦାଦନ ଶ୍ରମିକ ହୋଇ ବାହାରକୁ…

ସାହିତ୍ୟ ଓ ସଙ୍ଗୀତର ଯୁଗଳବନ୍ଦୀ: ଲୋକାର୍ପିତ ହେଲା ଡଃ ଅରୁଣ କୁମାର ସାହୁଙ୍କ ପୁସ୍ତକ ‘ପୀଡ଼ା’ ଓ…

- "୬.୧୮ ରୁ ୭.୩୮: ଉତ୍କଳ ମଣ୍ଡପରେ ଅରୁଣଙ୍କ ସମୟାନୁବର୍ତ୍ତିତାର ନିଆରା ଝଲକ ଭୁବନେଶ୍ୱର, ୦୨.୦୨.୨୦୨୬ - ଭୁବନେଶ୍ୱର ସ୍ଥିତ ଉତ୍କଳ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି ସାହିତ୍ୟ ଓ ସଙ୍ଗୀତର ଯୁଗଳବନ୍ଦୀ କାର୍ଯ୍ୟକ୍ରମ। ବରିଷ୍ଠ ରାଜନେତା ତଥା ବିଧାୟକ ଡଃ ଅରୁଣ କୁମାର ସାହୁଙ୍କ ରଚିତ…

ଲୋକସଭାରେ ବୈତରଣୀ ବନ୍ୟା ସମସ୍ୟା ଉଠିଲା, ସାଂସଦ ଅନନ୍ତ ନାୟକଙ୍କ ବ୍ୟାରେଜ ନିର୍ମାଣ କରିବାକୁ ଦାବି

କେନ୍ଦୁଝର,ତା୨/୨- କେନ୍ଦୁଝର ଜିଲ୍ଲା ଦେଇ ପ୍ରବାହିତ ବୈତରଣୀ ନଦୀର ପ୍ରତିବର୍ଷ ଆସୁଥିବା ବନ୍ୟା ଓ ଏଥିରୁ ସୃଷ୍ଟ ହେଉଥିବା ବ୍ୟାପକ କ୍ଷୟକ୍ଷତି ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ କେନ୍ଦୁଝର ସାଂସଦ ଅନନ୍ତ ନାୟକ ସୋମବାର ଦିନ ଉଠାଇ ବ୍ୟାରେଜ ନିର୍ମାଣ କରି ଏହାର ସ୍ଥାୟୀ ସମାଧାନ…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

ବିଜେପୁର :- ବରଗଡ଼ ଜ଼ିଲ୍ଲା ବିଜେପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ସୋମବାର ଜ଼ିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମୀନାଙ୍କ ମିଳିତ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ଜିଲ୍ଲାପରିଷଦ ମୁଖ୍ୟ…

ଦୁର୍ଘଟଣା ଘଟାଇଥିବା ସ୍କୁଟିରୁ ଗଞ୍ଜେଇ ଜବତ୍ କଲା ଭଞ୍ଜନଗର ପୋଲିସ୍

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା } ଶାସକ ପ୍ରଶାସକ : ଭଞ୍ଜନଗର ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ଏକ ଜୁପିଟର ସ୍କୁଟି (OD 12 G 2886) ଯୋଗେ କନ୍ଧମାଳରୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ନନ୍ଦିନୀପଲ୍ଲୀ ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଖବର ପାଇ ଏସ୍.ଆଇ ଜେ. ସାହୁ ଓ ପୋଲିସ…

ଅଟଳ ବିହାରୀ ମହାବିଦ୍ୟାଳୟ ର 61 ତମ ବାର୍ଷିକ ଉତ୍ସବ।

ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁରର ପ୍ରତିଷ୍ଠିତ ଅଟଳ ବିହାରୀ ମହାବିଦ୍ୟାଳୟର ୬୧ତମ ବାର୍ଷିକ ଉତ୍ସବରେ ସାମିଲ ହୋଇ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବା ସହ ବାର୍ଷିକ ଉତ୍ସବ ରେ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ଓଡ଼ିଶା ସରକାର ଙ୍କ ଉଚ୍ଚ ଶିକ୍ଷା, କ୍ରୀଡ଼ା, ଯୁବ ବ୍ୟାପାର, ଭାଷା…

ହକି ଖେଳରେ ପାଣି ପିଇଲେ, ହେଲେ ଏଯାଏ ପାଉଣା ଦିଆ ଯାଇନି।

 ବୋତଲ ପାଣି ଯୋଗାଣକାରୀ ଟଙ୍କା ଲାଗି ଦୌଡ଼ି ଦୌଡ଼ି ନୟାନ୍ତ।                  କେନ୍ଦୁଝର,ତା୨/୧- ୨୦୨୩ରେ ଏଫ୍ଆଇଏଚ୍ ପ୍ରୋ ଲିଗ୍ ହକି ଖେଳ ହୋଇଥିଲା। ଏହାକୁ ଆୟୋଜନ କରି ଓଡ଼ିଶା ସରକାର ସାବାସି ସାଉଁଟି ଥିଲା। ଏଥିଲାଗି ବ୍ୟାପକ ପ୍ରଚାର ପ୍ରସାର ହୋଇଥିଲା ବିଭିନ୍ନ ସ୍ଥାନରେ ବଡ଼ ବଡ଼…

ବେପରୁଆ ଗାଡ଼ି ଚାଳନା ପାଇଁ ପୁଣି ଏକ ଦୁର୍ଘଟଣା

( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର):ଏକ ବିରାଟ ଦୁର୍ଘଟଣା ର ୨୪ ଘଣ୍ଟା ମଧ୍ୟରେ ପୁଣି ସେହି ଓଭରବ୍ରିଜ୍ ନିକଟରେ ଆଉ ଏକ ଦୁର୍ଘଟଣା ଘଟିଛି।ଯାହାକି ଡ୍ରାଇଭର ର ବେପାରୁଆ ଗାଡ଼ି ଚାଳନା ଓ ଯାତ୍ରୀବାହୀ ଆମ ବସ୍ କୁ ଓଭର ଟେକ୍ କରିବାକୁ ଯାଇ ଗୋଟିଏ ମହିନ୍ଦ୍ରା ପିକ୍ଓପ୍ ଗାଡ଼ି ଧକ୍କାରେ ବସ୍…

ମାଲ୍ୟବନ୍ତ ମହୋତ୍ସବ ର ବିରାଟ କଳସ ଯାତ୍ରା, ନାଚ ଗୀତରେ ଦୁଲୁକିଲା ରାଜ ରାସ୍ତା,

ମାଲକାନଗିରି,୨/୨/୨୬: ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ : ଐତିହ୍ୟ,ପରମ୍ପରା, କଳା,ସଂସ୍କୃତି ଓ ଆଦିବାସୀ ଙ୍କ ଜୀବନଧାରାର ନିଛକ ପ୍ରତି ଛବି ମାଲ୍ୟବନ୍ତ ମହୋତ୍ସବ- ୨୦୨୫ର ମୁଖ୍ୟ ଜିଲ୍ଲା ସ୍ତରୀୟ ଉତ୍ସବ ର ଶୁଭାରମ୍ଭ ଆଜି ହୋଇଛି । ମାଲକାନଗିରି ଜିଲ୍ଲା ରେ ଆଦିବାସୀ…