Browsing Category

ରାଜ୍ୟ

ବେଆଇନ୍ ଭାବେ ଚାଲିଥିବା ପାଞ୍ଚୋଟି ଇଟା ଭାଟିରେ ପ୍ରଶାସନର ଚଢ଼ାଉ ; ଜେସିବି ଦ୍ୱାରା ନଷ୍ଟ କରାଗଲା ଇଟା

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବର୍ତ୍ତମାନ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବଢ଼ି ।ଚାଲୁଥିବାରୁ ଜଳବାୟୁ ପରିବର୍ତ୍ତନରେ ବିଭ୍ରାଟ ଦେଖିବାକୁ ମିଳୁଛି I ସରକାର ଜଳବାୟୁ ପରିବର୍ତ୍ତନକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି I ବିଶେଷ କରି…

ବଣିଆପାଟ ଶିଶୁ ମନ୍ଦିରରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

କେନ୍ଦୁଝର,ତା୨/୨- କଲେଜରୋଡସ୍ଥିତ ବଣିଆପଟ ଶିଶୁ ବିଦ୍ୟାମନ୍ଦିରର ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଡ଼ଃ ଅନିଲ କୁମାର ଦାସଙ୍କ ସଭାପତିତ୍ଵରେ ସଭାକାର୍ଯ୍ୟ ହୋଇଥିବା ବେଳେ ଛାତ୍ର…

ୟୁଏଆଇଏଲ୍ ପକ୍ଷରୁ ଟିକିରି ଗାଁରେ ଗୋଷ୍ଠୀ କେନ୍ଦ୍ର ଉଦଘାଟିତ

କାଶୀପୁର ରୁ ବୈକୁଣ୍ଠ ଦୁରିଆ : ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ସହଯୋଗୀ କମ୍ପାନୀ ପକ୍ଷରୁ ଏହାର କର୍ପୋରେଟ୍ ସାମାଜିକ ଦାୟିତ୍ୱ (ସିଏସଆର୍) ପଦକ୍ଷେପ ଅନ୍ତର୍ଗତ କାଶିପୁର ବ୍ଲକ୍‌ ଟିକିରି ଗ୍ରାମରେ ନବନିର୍ମିତ ଗୋଷ୍ଠୀ କେନ୍ଦ୍ର ଉଦଘାଟିତ ହୋଯାଇଅଛି।…

କ୍ଷତ୍ରିୟବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟ ରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ କ୍ଷତ୍ରିୟବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ଡ଼ ଗିରିଧର ନାୟକଙ୍କ ଅଧ୍ୟକ୍ଷତାରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକରେ ବେଲଗୁଣ୍ଠା…

ଗାନ୍ଧୀ ମାର୍କେଟରୁ ଜବରଦଖଲ ହଟେଇବାକୁ ପୁଣି ଦାବି।

 ପ୍ରଶାସନ ନିଜ ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ।      କେନ୍ଦୁଝର,ତା୨/୨- କେନ୍ଦୁଝର ସହରରେ ଜନ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି। ଏପରି ବେଳେ ସହର ମଧ୍ୟସ୍ଥଳ ଗାନ୍ଧୀ ଛକ ତଥା ଗାନ୍ଧୀ ମାର୍କେଟ ଚାରିପଟେ ଜବରଦଖଲ ବଢିଥିବା ଅଭିଯୋଗ ବହୁତ ଦିନରୁ ହେଇ ଆସୁଛି। ଏହି…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ…

ସଂପୂର୍ଣ୍ଣତା ଅଭିଯାନ ୨.୦ ଉଦଘାଟିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ପ୍ରଶାସନ ଓ ନୀତି ଆୟୋଗ ପକ୍ଷରୁ ସଂପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମକୁ ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନିଲ ଅଗ୍ରୱାଲ ଯୋଗ ଦେଇଥିବା ବେଳେ…

ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର, ଝାରସୁଗୁଡା ଅବହେଳିତ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାଗତ ପ୍ରଦର୍ଶନ କାର୍ଯ୍ୟକ୍ରମକୁ…

ଝାରସୁଗୁଡା, ଓଡିଶା — ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର, ଝାରସୁଗୁଡା ଆଜି ଏକ ସ୍ୱତନ୍ତ୍ର ଶିକ୍ଷାଗତ ପ୍ରଦର୍ଶନ କାର୍ଯ୍ୟକ୍ରମକୁ ସୁବିଧା ପ୍ରଦାନ କରିଛି ଯାହାର ଉଦ୍ଦେଶ୍ୟ ହେଉଛି ଅବହେଳିତ ଛାତ୍ରଛାତ୍ରୀମାନଙ୍କୁ ଝାରସୁଗୁଡାରୁ ନୂଆଦିଲ୍ଲୀକୁ ବିମାନ ଯାତ୍ରା କରିବାର ସୁଯୋଗ ପ୍ରଦାନ କରିବା।…

ଗ୍ରାମବାସୀଙ୍କ ଅଭିନବ ପ୍ରତିବାଦ: ଶେଷରେ ଜଙ୍ଗଲ ଜମି ଓ ବୃକ୍ଷ ର ଯତ୍ନ ଓ ସୁରକ୍ଷା ର ଦାୟିତ୍ୱ ନେଲେ ଶ୍ରିପୁରା…

ଝାରସୁଗୁଡା, ୨/୨, ଝାରସୁଗୁଡା ଜିଲ୍ଲା ସଦର ବ୍ଳକ ସ୍ଥିତ ଶ୍ରିପୁରା ଗ୍ରାମ ର ଶତାଧିକ ମହିଳା ପୁରୁଷ ସୋମବାର ସକାଳୁ ଏକଜୁଟ ହୋଇ ଏପିଶୀଳନ କମ୍ପାନୀ ବେଆଇନ ଭାବ ରେ ବ୍ୟବହାର କରୁଥିବା ଜଙ୍ଗଲ ଜମି ର ସୁରକ୍ଷା କରିବା ସହିତ ରୋପଣ କରିଥିବା ଏକ ହଜାର ବୃକ୍ଷ ର ଯତ୍ନ ନେଇ ପୁଣି କିଛି ନୂତନ…

ନୀତି ଆୟୋଗ ପକ୍ଷରୁ ଜ଼ିଲ୍ଲା ସ୍ତରୀୟ ସମ୍ପୂର୍ଣତା ଅଭିଯାନ ୨.୦ ର ଶୁଭାରମ୍ଭ

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) ୦୨.୦୨.୨୦୨୬ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ସ୍ଥିତ ଟାଉନ ହଲ ଠାରେ ଭାରତ ସରକାରଙ୍କ ନିତି ଆୟୋଗ ଦ୍ବାରା ନିର୍ଦ୍ଧାରିତ ସମ୍ପୂର୍ଣତା ଅଭିଯାନ ୨.୦ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିଲା ।…