Browsing Category

ରାଜ୍ୟ

ଝାଙ୍ଗୀରାମ ହାଇସ୍କୁଲର ବାର୍ଷିକୋତ୍ସବ ପାଳିତ

ଓଡ଼ଗାଁ,୪।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଗୌଡ଼ପୁଟ ପଞ୍ଚାୟତ ଝାଙ୍ଗୀରାମ ଉଚ୍ଚ ବିଦ୍ୟାଳୟର ଗୌଡ଼ପୁଟର ବାର୍ଷିକୋତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଫକୀରମୋହନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକୋତ୍ସବରେ ନୟାଗଡ଼…

ଦେବଦର୍ହା ଠାରେ ବରିକେଲ ହାଇସ୍କୁଲ ୧୯୯୩ ମେଟ୍ରିକ୍ ବ୍ଯାଚର ପାରିବାରିକ ବନ୍ଧୁ ମିଲନ ଅନୁଷ୍ଠିତ

ପଦ୍ମପୁର: ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକର ବରିକେଲ ହାଇସ୍କୁଲ ୧୯୯୩ ମେଟ୍ରିକ୍ ବ୍ଯାଚର ପୁରାତନ ଛାତ୍ର ଓ ଛାତ୍ରୀଙ୍କର ପାରିବାରିକ ବନ୍ଧୁ ମିଲନ କାର୍ଯ୍ୟକ୍ରମ ଖୁସି ଆନନ୍ଦେ ଅନୁଷ୍ଠିତ ହୋଇଯାଇଛି। ଏକ ପାରିବାରିକ ବନ୍ଧୁ ମିଳନ ସଭା ହୋଇଥିଲା ଏହି ସଭାରେ ରମେଶ ମେହେର ପରିଚାଳନା କରିଥିଲେ ପାଠ…

ଅଷ୍ଟଶମ୍ଭୁ ପର୍ଯ୍ୟଟନ କରିଡରର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

କଟକ ତା ୦୪ .୦୨ .୨୦୨୬ ରିଖ : ଗ୍ରାମାଞ୍ଚଳରେ ଥିବା ଥିବା ଆସ୍ଥା ସ୍ଥଳୀଗୁଡିକୁ ବିକାଶ ସ୍ଥଳୀରେ ପରିଣତ କରାଯିବ। ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ ନିଆଳି ପାଇବ ସ୍ବତନ୍ତ୍ର ସ୍ଥାନ। ଆଜି ନିଆଳି ଅଚିନା ଖେଳପଡ଼ିଆଠାରେ ଅଷ୍ଟଶମ୍ଭୁ ପର୍ଯ୍ୟଟନ କରିଡର ପରିଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ କରି…

ବିଜେପି ସରକାରଙ୍କ ଚାଷୀ ମାରଣ ନୀତି , ବିପର୍ଯ୍ୟୟ ଆଇନ ଶୃଙ୍ଖଳା ଏବଂ ନିର୍ବାଚନୀ ପ୍ରତିଶ୍ରୁତିର ଖିଲାପ ବିରୁଦ୍ଧରେ…

ପାରଳାଖେମୁଣ୍ଡି / ବାଳକୃଷ୍ଣ : ବିଜେପି ସରକାରଙ୍କ ଚାଷୀ ମାରଣନୀତି , ବିପର୍ଯ୍ୟୟ ଆଇନ ଶୃଙ୍ଖଳା ଏବଂ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତିର ଖିଲାପି ବିରୁଦ୍ଧରେ ଗଜପତି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଆଜି (ବୁଧବାର) ପାରଳାଖେମୁଣ୍ଡି ଠାରେ ବିରାଟ ପ୍ରତିବାଦ ରାଲି ସମେତ ଜିଲ୍ଲାପାଳଙ୍କ…

“ମିଳିମିଶି ସଚେତନ କଲେ, କର୍କଟ ମୁକ୍ତ ଭାରତ ଗଠନ ସମ୍ଭବ”

"ମିଳିମିଶି ସଚେତନ କଲେ, କର୍କଟ ମୁକ୍ତ ଭାରତ ଗଠନ ସମ୍ଭବ" ଆଜି ବିଶ୍ବ କର୍କଟ ଦିବସ ଅବସରରେ "ମିଳିମିଶି ସଚେତନ କଲେ, କର୍କଟ ମୁକ୍ତ ଭାରତ ଗଠନ ସମ୍ଭବ" ଏହି ବାର୍ତ୍ତା ଦେଶବାସୀଙ୍କୁ ଆହ୍ବାନ ଦେବାପାଇଁ ବ୍ରହ୍ମପୁରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ କ୍ରାନ୍ତି ଓ ବ୍ରହ୍ମପୁର ନିକଟସ୍ଥ ସିତଲାପଲି…

ପୋଲ କାମ ଦରଖଣ୍ଡିଆ ରଖି ଠିକାଦାର ଛୁ, ଲୋକେ ଭୋଗୁଛନ୍ତି ଯମ ଯନ୍ତ୍ରଣା।

କେନ୍ଦୁଝର,ତା୪/୨- କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ରଘୁନାଥପୁର ପଞ୍ଚାୟତର ଡୁମୁରିଆ ଠାରୁ ଶରଧାପୁର ରାସ୍ତା ଦୁଇ ବର୍ଷ ହେବ ନିର୍ମାଣ ଚାଲିଥିଲେ ମଧ୍ୟ ସରୁ ନଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ଅଂଚଳକୁ ମୁଖ୍ୟମନ୍ତ୍ରୀ ଅତୀତରେ ଅନେକ ଥର ଗସ୍ତ କରିଛନ୍ତି ସେ ଏଠାରେ ଖୁବ…

କେନ୍ଦ୍ରାପଡ଼ାରେ ବରିଷ୍ଠ ନାଗରିକଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ଜିଲ୍ଲାସ୍ତରୀୟ କର୍ମଶାଳା ।

 କେନ୍ଦ୍ରାପଡ଼ା:୦୪,୦୨(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସାମାଜିକ ସୁରକ୍ଷା ଓ ଦିବ୍ୟାଙ୍ଗ ସଶକ୍ତିକରଣ ବିଭାଗର ସଂଯୁକ୍ତ ଉଦ୍ୟମରେ ‘ଜିଲ୍ଲାସ୍ତରୀୟ ବରିଷ୍ଠ ନାଗରିକ ଉପରେ ଯତ୍ନ ଓ କଲ୍ୟାଣ ଆଇନ–୨୦୦୭’ ସମ୍ବନ୍ଧୀୟ ଏକ ସଚେତନତା କର୍ମଶାଳା ଆଜି…

ନୂଆଁପଡ଼ା ନୋଡ଼ାଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ନୂଆଁପଡ଼ା ନୋଡ଼ାଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷକ ଗୌରହରି ପରିଡ଼ାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି I ଏହି ଉତ୍ସବରେ ସ୍ଵତନ୍ତ୍ର ଅତିଥି ଭାବେ ସୋରଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ…

ଜିଲ୍ଲା ସ୍ତରୀୟ ମେଗା ନିଯୁକ୍ତି ମେଳା ୨୦୨୫-୨୬

ନବରଙ୍ଗପୁର, ଅଶୋକ ସାହୁ,ତା ୪.୨.୨୦୨୬:ଜିଲ୍ଲା ଦକ୍ଷତା ବିକାଶ ଏବଂ ନିଯୁକ୍ତି କାର୍ଯ୍ୟାଳୟ ଏବଂ ଜିଲ୍ଲା ପ୍ରଶାସନ, ନବରଙ୍ଗପୁର ଦ୍ୱାରା ଆଜି ସ୍ଥାନୀୟ ରାଜା ଚୈତନ୍ୟ ଦେବ ନୋଡାଲ ହାଇସ୍କୁଲ ଖେଳପଡ଼ିଆରେ ଏକ ଜିଲ୍ଲାସ୍ତରୀୟ ମେଗା ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ସ୍ତରୀୟ…

ଗାଁ ସାଥି ମେଟ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ଦାବୀପତ୍ର ପ୍ରଦାନ

କେନ୍ଦୁଝର,ତା୪/୨- ଗାଁ ସାଥି ମେଟ୍ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି, କେନ୍ଦୁଝର ଜିଲ୍ଲା ଶାଖା ତରଫରୁ କେନ୍ଦୁଝର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ପ୍ରକଳ୍ପ ପ୍ରଶାସକ ଓ ଜିଲ୍ଲା ମୁଖ୍ଯ ଉନ୍ନୟନ ଅଧିକାରୀଙ୍କୁ ବୁଧବାର ଦିନ ଏକ ଦାବୀପତ୍ର ପ୍ରଦାନ କରାଯାଇଛି। ମନରେଗା ପ୍ରକଳ୍ପ ଗୁଡିକ…