Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କାର ଦୁର୍ଘଟଣାରେ ମୃତ୍ୟୁ
ବେଲଗୁଣ୍ଠା -(ଶିବରାମ ଚୌଧୁରୀ)-, ଗାଙ୍ଗପୁର ଥାନା ଅନ୍ତର୍ଗତ ଶାସନ ଗ୍ରାମର ତ୍ରିନାଥ ନାୟକ( ୬୫)ଙ୍କ କାର ଦୁର୍ଘଟଣାରେ ମୃତ ଘଟିଛି। ଗୁରୁବାର ପୂର୍ବାହ୍ନ ସାଢେ଼ ୯ ଟା ସମୟରେ ଏହି ବୃଦ୍ଧ ଜଣକ ଗ୍ରାମର ଶିବ ମନ୍ଦିର ସମ୍ମୁଖରେ ବସିଥିବା ବେଳେ ପୂର୍ଣ୍ଣଚନ୍ଦ୍ର ବିଷୋୟୀଙ୍କ ଗାଡ଼ି ଧକ୍କା…
କୋଡିଙ୍ଗାମାଲି ଖଣି ସମ୍ପ୍ରସାରଣ ନିଷ୍ପତ୍ତିକୁ ସ୍ୱାଗତ, ସବୁଜ ଖଣିଜ କରିଡରକୁ ପ୍ରଶଂସା
କାଶୀପୁର ରୁ ବୈକୁଣ୍ଠ ଦୁରିଆ - ରାୟଗଡା ଓ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଓ କାଶୀପୁର ବ୍ଲକ ଅନ୍ତର୍ଗତ କୋଡିଙ୍ଗାମାଲି ବକ୍ସାଇଟ୍ ଖଣି ଏବଂ କଂସରିଗୁଡ଼ାର ଆଦିତ୍ୟ ଆଲୁମିନା ରିଫାଇନାରୀ ପ୍ରକଳ୍ପ ସଂଲଗ୍ନ ଲୋକମାନଙ୍କ ପାଇଁ ଏକ ଆନନ୍ଦଦାୟକ ଖବର ମିଳିଛି। ଓଡ଼ିଶା ଖଣି ନିଗମ ଲିମିଟେଡ୍ (OMCL)…
କ୍ରସର ବିରୋଧରେ ଗ୍ରାମବାସୀଙ୍କ ଅଭିଯୋଗ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ, ମାଲକାନଗିରି, ୫/୨/୨୬:: ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ମାଟେରୁ ପଞ୍ଚାୟତ ଅନ୍ତର୍ଗତ ଝିଲିଗୁଡ଼ା ଗ୍ରାମରେ ଅବୈଧ କ୍ରସରକୁ ନେଇ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଦୁଇ ଦିନ ପୂର୍ବେ ଗ୍ରାମବାସୀ ମାନେ ଏହି କ୍ରସରକୁ ବନ୍ଦ କରିଥିବା…
ମାଲକାନଗିରି କଳିଙ୍ଗ ବୈଶ୍ୟ ସଂଘର ସମାବେଶ ।
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ, ୫ |୨/୨୬: : ମାଲକାନଗିରି କଳିଙ୍ଗ ବୈଶ୍ୟ ସଂଘ ପକ୍ଷରୁ ସ୍ଥାନୀୟ ଏମ୍ଭି ୧୧ ଗ୍ରାମ ନିକଟରେ ବାର୍ଷିକ ଉତ୍ସବ ବା ବନ୍ଧୁମିଳନ ଆୟୋଜିତ ହୋଇଯାଇ ପାଇଛି I ସର୍ବ ପ୍ରଥମେ କୂଳଦେବୀ କନ୍ୟକା ପରମେଶ୍ବରୀଙ୍କ ତୈଳ ଚିତ୍ରନିକଟରେ ପ୍ରଦୀପ ପ୍ରଜ୍ଜ୍ଵଳନ ।…
ଟିପିଏଓଡିଏଲ୍ ଜେଇ ଗିରଫ, ଭିଜିଲାନ୍ସ ଚଢ଼ଉ : କୋଠା, ପ୍ଲଟ୍, ଗାଡ଼ି, ସୁନା ଠାବ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ,ମାଲକାନଗିରି, ୫/୨/୨୬: ଇଟା କାରଖାନାକୁ ବିଦ୍ୟୁତ୍ ଯୋଗାଣ ଲାଗି ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଛଡି ଟିପିଏସଓଡିଏଲ୍ ଜେଇ ପ୍ରଦେଶ ପ୍ରସାଦ ନାୟକ। ଭିଜିଲାନ୍ସ ପକ୍ଷରୁ ତାଙ୍କ ଘର ସହ ବିଭିନ୍ନ ସ୍ଥାନରେ ଚଢଉ କରାଯାଇଛି। ଠାବ ହୋଇଛି କୋଠା,…
ଶିଳ୍ପ , ଦକ୍ଷତା ବିକାଶ ଏଵଂ ବୈଷୟିକ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀଙ୍କ ଦିନିକିଆ ଗଜପତି ଜିଲ୍ଲା ଗସ୍ତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ଶିଳ୍ପ , ଦକ୍ଷତା ବିକାଶ ଏଵଂ ବୈଷୟିକ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀଯୁକ୍ତ ସଂପଦ ଚନ୍ଦ୍ର ସ୍ୱାଇଁ ଦିନିକିଆ ଗଜପତି ଜିଲ୍ଲା ଗ୍ରସ୍ତ ରେ ଆସି ଗୋଷାଣୀ ବ୍ଲକ ଅନ୍ତର୍ଗତ ଗାରାବନ୍ଧ ଓ ଜଙ୍ଗଲପାଡୁ ଧାନ କ୍ରୟ ମଣ୍ଡି ପରିଦର୍ଶନ କରି ସ୍ଥାନୀୟ…
ଟଙ୍କା ଦେବାକୁ ଡାକି ଯୁବତୀକୁ ଦୁଷ୍କର୍ମ କରି ଯୁବକ ଜେଲଗଲା ।
କେନ୍ଦୁଝର,ତା୫/୨-ଘଟଗାଁ ଥାନା ଅନ୍ତର୍ଗତ ମଣତା ଗ୍ରାମର ବାଦଲ ସାହୁ ସହିତ ତରା ଗ୍ରାମର ବର୍ଷା (ଛଦ୍ମନାମ) ଝିଅ ସହିତ ଭଲ ସମ୍ପର୍କ ଥିଲା। ତେବେ ଝିଅଟି କିଛିଦିନ ପୂର୍ବେ ବାଦଲକୁ ୩୦ହଜାର ଟଙ୍କା ମାଗିଥିଲା। ବାଦଲ ତା'କୁ ଗତ ଜାନୁୟାରୀ ମାସ ୯ ତାରିଖରେ ଟଙ୍କା ଦେବାକୁ ଡାକି ଟଙ୍କା ନ ଦେଇ ଏକ…
ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ର ପୁରାତନ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ବିଦ୍ୟାଳୟ ୧୦୫ ବର୍ଷ ର ପୁରାତନ ବିଦ୍ୟାଳୟ , ଏହି ବିଦ୍ୟାଳୟ ର ଛାତ୍ରୀ ମାନେ ଏଠି ପାଠ ପଢି ଆଜି…
ଜଷ୍ଟିସ କର୍ଣ୍ଣର ତରଫରୁ “କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡନ (ପ୍ରତିରୋଧ, ନିଷେଧ ଏବଂ ପ୍ରତିକାର)…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି (ଗୁରୁବାର) ଦିନ ଜଷ୍ଟିସ କର୍ଣ୍ଣର ତରଫରୁ ସରକାରୀ ପଲିଟେକନିକ୍ ମହାବିଦ୍ୟାଳୟ ପରିସରରେ "କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡନ (ପ୍ରତିରୋଧ, ନିଷେଧ ଏବଂ ପ୍ରତିକାର) ଅଧିନିୟମ, ୨୦୧୩ ସମ୍ପର୍କରେ ଏକ ସଚେତନତା ଶିବିର" ଆୟୋଜନ କରାଯାଇଛି…
ସରକାରୀ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ମୁଖ୍ୟ ଅତିଥି।
୩୮ତମ ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ ଓ ଗାଇଡ୍ କ୍ୟାମ୍ପୋରୀ ଉଦଯାପିତ।
କେନ୍ଦୁଝର,ତା୫/୨- ପିଏମଶ୍ରୀ ସନ୍ଥେ ଭଞ୍ଜ ସରକାରୀ ଉଚ୍ଚ ବିଦ୍ୟାଳୟ,ପଳାଶପଙ୍ଗା ଠାରେ ୩୮ତମ ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ୍ ଓ ଗାଇଡ୍ କ୍ୟାମ୍ପୋରୀ ଗୁରୁବାରରେ ଉଦଯାପିତ ହୋଇଯାଇଛି।କେନ୍ଦୁଝର ଜିଲ୍ଲା ଶିକ୍ଷା ଅଧିକାରୀ…