Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାଜ୍ୟସ୍ତରୀୟ ‘ଉତ୍ତାଲଗଡ଼ ନାଟ୍ୟ ଉତ୍ସବ’ ଉଦଘାଟିତ
ବିଜେପୁର : ବରଗଡ଼ ଜିଲ୍ଲାର ବିଜେପୁର ବ୍ଲକ ଅନ୍ତର୍ଗତ ତାଲପଦର ଗ୍ରାମରେ ଆୟୋଜିତ ରାଜ୍ୟସ୍ତରୀୟ ‘ଉତ୍ତାଲଗଡ଼ ନାଟ୍ୟ ଉତ୍ସବ’ ଉଦଘାଟିତ ହୋଇଯାଇଛି। ଅନୁଷ୍ଠାନର ସଂଯୋଜକ ଅଧ୍ୟାପକ ମୁଶାନ୍ତ ମିଶ୍ରଙ୍କ ଆବାହକତ୍ୱ ଓ ସଭାପତି ହୃଦମଣି ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମହୋତ୍ସବକୁ ମୁଖ୍ୟ…
ଗୁଣୁପୁରରେ କ୍ଲିନକେୟାର ଉଦ୍ୟମିତା ଓ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଘାଟନ
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣୁପୁର, ଓଫିସ ଅଫ ଡିଭେଲପମେଣ୍ଟ କମିଶନର (MSME), ଭାରତ ସରକାର ଦ୍ୱାରା ପ୍ରାୟୋଜିତ “କ୍ଲିନକେୟାର ଉଦ୍ୟମିତା : ଘରୋଇ ଓ ପରିଚ୍ଛନ୍ନତା ପ୍ରୋଡକ୍ଟ” ବିଷୟରେ ଉଦ୍ୟମିତା ସହ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ ଆଜି ଓକ୍ସିଭେଦା…
ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ମାଲକାନଗିରିର ବାର୍ଷିକ ଉତ୍ସବ ପାଳିତ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ:: ବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ କୈଳାଶ ମୀନାଙ୍କ ଅଧ୍ୟକ୍ଷତାରେ ଅତ୍ୟନ୍ତ ଉତ୍ସାହ ଓ ସାଂସ୍କୃତିକ ପରିବେଶ ରେ ପାଳିତ ହେଲା। ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଓ ବିଦ୍ୟାଳୟ ପରିଚାଳନା ସମିତି ର ଅଧ୍ୟକ୍ଷ ଶ୍ରୀ ସୋମେଶ ଉପାଧ୍ୟାୟ…
ମାଲକାନଗିରି ଜିଲ୍ଲାକୁ ଶିଶୁ ବିବାହମୁକ୍ତ କରିବା ଉଦ୍ଦେଶ୍ୟରେ ‘ବାଲ୍ ବିବାହ ମୁକ୍ତି ରଥ’ ଉଦଘାଟିତ ।
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ:; ମାଲକାନଗିରି ଜିଲ୍ଲାକୁ ଶିଶୁ ବିବାହମୁକ୍ତ କରିବା ଲକ୍ଷ୍ୟ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ‘ବାଲ୍ ବିବାହ ମୁକ୍ତି ରଥ’ର ଶୁଭ ଉଦଘାଟନ ଅନୁଷ୍ଠିତ ହୋଇଛି। ଏହି ସଚେତନତା ଅଭିଯାନ ମାଧ୍ଯମରେ ଜିଲ୍ଲାର ଗ୍ରାମଞ୍ଚଳରୁ ଦୁର୍ଗମ ଅଞ୍ଚଳ…
ସ୍ବାଭିମାନ ଅଞ୍ଚଳ କବ୍ଜା ପାଇଁ ଷଡ଼ଯନ୍ତ୍ର କରୁଛି ଆନ୍ଧ୍ର।
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ଅବିଭକ୍ତ କୋରାପୁଟ ଜିଲାର ଅନେକ ଗ୍ରାମ ଉପରେ ବର୍ଷବର୍ଷ ଧରି ନଜର ପକାଇ ସେଠାରେ ଲୋକଙ୍କୁ ବିଭିନ୍ନ ସହାୟତା ଯୋଗାଇ ସେସବୁ ଗ୍ରାମକୁ କବଜା କରିବାକୁ ପ୍ରୟାସ କରୁଛି ଆନ୍ଧ୍ର । ଓଡିଶାର କୋଟିଆ ଭଳି ଅନେକ ଗ୍ରାମରେ ଆନ୍ଧ୍ରର ପ୍ରଶାସନିକ ଅଧିକାରୀ…
କାହ୍ନା ଚାରିଟେବୁଲ ଟ୍ରଷ୍ଟ ତରଫରୁ ଆସନ୍ତା ୨୦ ତାରିଖରେ ସାମୁହିକ ବିବାହ ଉତ୍ସବ
ବ୍ରହ୍ମପୁର: ବ୍ରହ୍ମପୁର ସହରର ଅଗ୍ରଣୀ ସ୍ବେଛାସେବୀ ସଂଗଠନ କାହ୍ନା ଚାରିଟେବୁଲ ଟ୍ରଷ୍ଟ ତରଫରୁ ଆସନ୍ତା ୨୦ ତାରିଖରେ ସାମୁହିକ ବିବାହ ଉତ୍ସବ ଗୀତା ଭବନ ଠାରେ ଅନୁଷ୍ଠିତ ହେବାକୁ ଯାଉଛି।ଏହି ଅବସରରେ ଆଜି ଷ୍ଟେସନ୍ ରୋଡ ସର୍କିଟ ହାଉସ ଠାରେ ଟ୍ରଷ୍ଟ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ…
ମାଁ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ବାର୍ଷିକ ଉତ୍ସବ ୨୦୨୬ ଅନୁଷ୍ଠିତ
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଭଞ୍ଜଭୂମି ଭଞ୍ଜନଗର ସହରର ବୀର ବିପ୍ଳବୀ ଚକରା ବିଷୋୟୀ ବାଇପାସ୍ ରୋଡ଼ ସ୍ଥିତ ମା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବାର୍ଷିକ ଉତ୍ସବ ୨୦୨୬ ମହା ସମାରୋହରେ ଉକ୍ତ ଅନୁଷ୍ଠାନ ର ପ୍ରତିଷ୍ଠାତା ତଥା ପ୍ରଧାନ ଗୁରୁଜୀ ଶ୍ରୀଯୁକ୍ତ…
ବରଯାତ୍ରୀ ଶୋଭାଯାତ୍ରା ରେ ଆକ୍ରମଣ ଓ ୪ ଗୁରୁତର ବ୍ୟକ୍ତିଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର):ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ କୁସୁପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଯାହାକି ବରଯାତ୍ରୀ ଶୋଭାଯାତ୍ରା ବେଳେ କିଛି ଯୁବକ ହଠାତ୍ ଅତର୍କିତ ଭାବେ ବରଯାତ୍ରୀରେ ସାମିଲ ରୋହିତ ନାହାକ ନାମକ ଜଣେ ଯୁବକ କୁ ଖଣ୍ଡା ରେ ଆକ୍ରମଣ କରିଥିଲେ।…
ତାଳପଦର ସରସ୍ବତୀ ଶିଶୁମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ
ବିଜେପୁର :- ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ତାଳପଦର ସରସ୍ବତୀ ଶିଶୁମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀ, ଅଭିଭାବକ, ଗୁରୁଜୀ ଗୁରୁମା, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଞ୍ଚଳବାସୀଙ୍କ ବ୍ୟାପକ ଉପସ୍ଥିତିରେ ସମଗ୍ର ପରିବେଶ ଉତ୍ସବମୟ ହୋଇଉଠିଥିଲା।ଏହି ଅବସରରେ…
ମହେଶ୍ବର ସ୍ମାରକୀ କ୍ରିକେଟ ତୁର୍ଣାମେଣ୍ଟ : ଉତ୍କଳିକା ସ୍ପର୍ତ୍ତିଂ ଚମ୍ପିୟାନ
ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପରିଷଦ ରେ ବାର ନମ୍ୱର୍ ୱାର୍ଡ଼ ରେ ଏଲ୍ ପି ସି ସି କ୍ରିକେଟ କ୍ଲବ୍ ଆନୁକୁଲ୍ୟ ରେ ଆୟୋଜିତ ହୋଇ ଯାଇଛି ମହେଶ୍ୱର ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ। ତିନି ଦିନ ଧରି ଅନୁଷ୍ଠିତ ମ୍ୟାଚ୍ ର ଶେଷ ତଥା ଅନ୍ତିମ ଦିନ ରେ ଉତ୍କଳିକା ସ୍ପର୍ଟିଂ…