Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କେନ୍ଦ୍ରୀୟ ବଜେଟ୍ ସଂସ୍କାର, ସ୍ଥିରତା ଏବଂ ଦୀର୍ଘକାଳୀନ ଅଭିବୃଦ୍ଧି ଉପରେ ଆଧାରିତ: ବୈଜୟନ୍ତ ପଣ୍ଡା
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ନିର୍ବାଚନ ପ୍ରଭାରୀ ବୈଜୟନ୍ତ 'ଜୟ' ପଣ୍ଡା ଆସାମର ନଗାଁ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କେନ୍ଦ୍ରୀୟ ବଜେଟ୍ ସଂସ୍କାର, ସ୍ଥିରତା ଏବଂ ଦୀର୍ଘକାଳୀନ ଅଭିବୃଦ୍ଧି ଉପରେ ଆଧାରିତ କାର୍ଯ୍ୟାନ୍ୱୟନ-ନେତୃତ୍ୱାଧୀନ ଶାସନ ଦିଗରେ ଏକ…
ଏନ୍ଆଇଟି ରାଉରକେଲା ଫୁଡ୍ ଟେକ୍ନୋଲୋଜି ଛାତ୍ରଛାତ୍ରୀଙ୍କର ଗୃହସ୍ଥୀ ମସଲା କାରଖାନା, ଗୃହସ୍ଥୀ ଡେୟାରୀ ଓ ଶ୍ରୀ…
ରାଉରକେଲା,(ବସନ୍ତ କୁମାର ଜେନା): ଆଜି ଏନ୍ଆଇଟି ରାଉରକେଲାର ଫୁଡ୍ ଟେକ୍ନୋଲୋଜି ବିଭାଗର ୩୦ ଜଣ ଛାତ୍ରଛାତ୍ରୀ ତାଙ୍କ ଫ୍ୟାକଲ୍ଟି ସଦସ୍ୟ ଶ୍ରୀ ଅରୁଣ ପ୍ରସାଥଙ୍କ ସହ ଶିକ୍ଷାମୂଳକ ଓ ଶିଳ୍ପ ଭ୍ରମଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଗୃହସ୍ଥୀ ମସଲା କାରଖାନା, ଗୃହସ୍ଥୀ ଡେୟାରୀ ଓ ଶ୍ରୀ ଗୋମନ୍ଦିର…
ପଦ୍ମପୁର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ।
ପଦ୍ମପୁର/ଶିବାଶିଷ ପଟ୍ଟନାୟକ ( ୧୩/୦୨):- ସ୍ଥାନୀୟ ଆର୍ ବି ହାଇସ୍କୁଲ ପଡ଼ିଆ ରେ ପଦ୍ମପୁର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ଏସୋସିଏସନ୍ ର ସଭାପତି ପ୍ରଭାତ ନାରାୟଣ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ। ପ୍ରଥମ ଦିନର ପ୍ରଥମ ମ୍ୟାଚ ରେ ପଦ୍ମପୁର…
ବେଦାନ୍ତ ଝାରସୁଗୁଡାର ବିଦ୍ୟାଗ୍ରହ କାର୍ଯ୍ୟକ୍ରମ ମାଧ୍ୟମରେ ବୋର୍ଡ ପରୀକ୍ଷା ପୂର୍ବରୁ ୨୦୦ ଛାତ୍ରଛାତ୍ରୀଙ୍କୁ ସହାୟତା
• ବିଦ୍ୟାଗ୍ରହ ପଦକ୍ଷେପ ଅଧୀନରେ ଝାରସୁଗୁଡାର ଚାରୋଟି ସରକାରୀ ସ୍କୁଲରେ ଶିକ୍ଷା ଶିବିର ଏବଂ କ୍ୟାରିଅର ପରାମର୍ଶ ଅଧିବେଶନ ଆୟୋଜନ କରାଯାଇଛି ।
• କାର୍ଯ୍ୟକ୍ରମ ଆରମ୍ଭ ହେବା ଦିନଠାରୁ ୧୦୬ଟି ସରକାରୀ ସ୍କୁଲରେ ୧୨,୦୦୦ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି ।
ଝାରସୁଗୁଡା,…
‘ଓଟିପି ଲିକେଜ୍ ଦ୍ୱାରା ହେଉଥିବା ଠକେଇ’ ରୁ ଏୟାରଟେଲ୍ ନୂତନ ଏଆଇ-ଚାଳିତ ସୁରକ୍ଷା ଆରମ୍ଭ କରିଛି
ନୂଆଦିଲ୍ଲୀ, ଫେବୃଆରୀ 11, 2026: ସ୍ପାମର ବିପଦର ମୁକାବିଲା କରିବା ପାଇଁ ଏହାର ନିରନ୍ତର ପ୍ରୟାସର ଏକ ଅଂଶ ଭାବରେ, ଏୟାରଟେଲ୍ ଆଜି ଏହାର ଅଭିନବ ଫ୍ରଡ୍ ଆଲର୍ଟ ଶୁଭାରମ୍ଭ କରିଛି, ଏକ ଏଆଇ-ଚାଳିତ, ଅତ୍ୟାଧୁନିକ ସମାଧାନ ଯାହା ଗ୍ରାହକମାନଙ୍କୁ ୱାନ୍-ଟାଇମ୍-ପାସୱାର୍ଡ (ଓଟିପି) ସମ୍ବନ୍ଧୀୟ…
ଡିଏଭିରେ ସ୍ବାମୀ ଦୟାନନ୍ଦ ସରସ୍ଵତୀ ଜୟନ୍ତୀ ପାଳିତ
ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଡିଏଭି ଓ ବେଦିକ ସଂସ୍କୃତି ପ୍ରତି ଅମୂଲ୍ୟ ଅବଦାନ
ଝାରସୁଗୁଡ଼ା(୧୨/୦୨/୨୦୨୬): ଡିଏଭି ଆନ୍ଦୋଳନର ମହାନ କର୍ଣ୍ଣଧାର, ବୈଦିକ ଜାଗରଣର ବିଶ୍ଵକର୍ମା, ଡିଏଭି ସଂସ୍ଥାପକ ତଥା ଆର୍ଯ୍ୟ ସମାଜର ପ୍ରତିଷ୍ଠାତା ସ୍ବାମୀ ଦୟାନନ୍ଦ ସରସ୍ୱତୀଙ୍କ ୨୦୩ ତମ ଜନ୍ମ ଜୟନ୍ତୀ…
ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ ପଶ୍ଚିମବଙ୍ଗ ରାଜ୍ୟର ଏକକ ମାତୃ ପରିବାର
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି (ଗୁରୁବାର ) ଗଜପତି ଜିଲ୍ଲାରୁ ୭୮ ତମ ଶିଶୁଙ୍କୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀଯୁକ୍ତ ମୁନୀନ୍ଦ୍ର ହୋନନାଗା (ଓ.ପ୍ର.ସେ) ପୋଷ୍ୟ ସନ୍ତାନ ଭାବେ ପଶ୍ଚିମବଙ୍ଗ ରାଜ୍ୟର ଏକକ ମାତୃ ପରିବାରଙ୍କୁ ହସ୍ତାନ୍ତର କରିଛନ୍ତି। ଅବିବାହିତ…
ସ୍ୱାମୀଙ୍କ ମୃତ୍ୟୁ ପରେ ମୃତ୍ୟୁ ସହାୟତା ରାଶି ଓ ଥଇଥାନ ନିମନ୍ତେ ଜିଲ୍ଲାପାଲଙ୍କୁ ଆବେଦନ କଲେ ସ୍ତ୍ରୀ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ସ୍ୱାମୀଙ୍କ ତ୍ମତ୍ୟୁ ପରେ ସହାୟତା ରାଶି ଓ ଥଇଥାନ ନିମନ୍ତେ ଜିଲ୍ଲାପାଳଙ୍କୁ ଆବେଦନ କରିଛନ୍ତି କୋରାପୁ ଉର୍ମିଳ।। ମାଲକାନଗିରି ଜିଲ୍ଲା ପଡିଆ ସଦର ବ୍ଲକ ର କୋରାପୁ ଉର୍ମିଳା ନାମକ ମହିଳା ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇ ଏକ ଆବେଦନ ପତ୍ର…
ଗଜପତି ଜିଲ୍ଲାରେ ସର୍ବ ଭାରତୀୟ ଧର୍ମଘଟ ସମ୍ପୂର୍ଣ୍ଣ ସଫଳ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିଜେପି ନେତୃତ୍ଵାଧିନ କେନ୍ଦ୍ର ସରକାରର ଜନ ବିରୋଧୀ ତଥା କର୍ପୋରେଟ୍ ସପକ୍ଷବାଦୀ ନୀତି ବିରୁଦ୍ଧରେ ଶ୍ରମିକ ଓ କୃଷକ ସଂଗଠନମାନଙ୍କ ତରଫରୁ ଦିଆଯାଇଥିବା ଦିନିକିଆ ସର୍ବଭାରତୀୟ ସାଧାରଣ ଧର୍ମଘଟ ଆଜି ଗଜପତି ଜିଲ୍ଲାରେ ବନ୍ଦରେ ପରିଣତ ହୋଇଯାଇଛି ।…
ବନ୍ଦ ପାଇଁ ଓଡ଼ଗାଁରେ ବ୍ୟାଙ୍କ ଏବଂ ସରକାରୀ କାର୍ଯ୍ୟଳୟ ପ୍ରଭାବିତ
ଓଡ଼ଗାଁ,୧୨।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ମୁଖ୍ୟାଳୟରେ ବନ୍ଦର ପ୍ରଭାବ ରହିଥିବା ବେଳେ କେନ୍ଦ୍ର ସରକାରଙ୍କ ୪ ଗୋଟି ନୂଆ ଶ୍ରମ କୋର୍ଡକୁ ବାତିଲ କରିବା ଦାବିରେ ୧୦ ଟ୍ରେଡ ୟୁନିଅନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିଲା । ଓଡ଼ିଶାରେ କଂଗ୍ରେସ ଦଳ ଏବଂ ବିଜୁ ଶ୍ରମିକ…