Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଟଙ୍କଧରଙ୍କ ନେତୃତ୍ୱରେ ଆସ୍ଥା, ବିଜେପିରେ ମିଶିଲେ ବିଜେଡି କର୍ମୀ
ଝାରସୁଗୁଡ଼ା, ୨୩: ଝାରସୁଗୁଡ଼ା ବିଟିଏମସ୍ଥିତ ବିଜେପି କାର୍ଯ୍ୟାଳୟରେ ରବିବାର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଏଥିରେ କୋଲାବିରା ବ୍ଲକ ଅଞ୍ଚଳର ୩୦ରୁ ଊର୍ଦ୍ଧ୍ୱ ବିଜେଡି କର୍ମୀ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇଛନ୍ତି।
ଝାରସୁଗୁଡ଼ା ବ୍ଲକ ପତ୍ରାପାଲି ଗ୍ରାମପଞ୍ଚାୟତର ଅମିତ!-->!-->!-->…
ଘର ଭାଙ୍ଗି ଚୋରି ମାମଲା : ପାରଳାଖେମୁଣ୍ଡି ପୋଲିସ ଦ୍ୱାରା ଦ୍ୱିତୀୟ ଅଭିଯୁକ୍ତ ଗିରଫ, ଆଉ ୧.୫୦ ଲକ୍ଷ ଟଙ୍କା ଉଦ୍ଧାର
ପାରଳାଖେମୁଣ୍ଡି ସଞ୍ଜୟ ଗାନ୍ଧୀ କଲୋନୀରେ ଘଟିଥିବା ଘର ଭାଙ୍ଗି ଚୋରି ଘଟଣା ସମ୍ପର୍କିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମଡେଲ ପୋଲିସ ଷ୍ଟେସନ ପାରଳାଖେମୁଣ୍ଡି କେସ୍ ନଂ. ୩୨୭, ତା. ୦୮.୦୮.୨୦୨୬, ଦଫା ୩୩୧(୪)/୩୦୫(ଏ)/୩(୫) ବି ଏନ ଏସ ର ଅଧିକ ତଦନ୍ତ କ୍ରମେ ପୋଲିସ!-->!-->!-->!-->!-->…
ଭାରୀରୁ ଅତିଭାରୀ ବର୍ଷା ଓ ବଜ୍ରପାତ ଆଶଙ୍କା: ୨୪ ଅଗଷ୍ଟରେ ନବରଙ୍ଗପୁର ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଓ…
ନବରଙ୍ଗପୁର, ତା. ୨୩.୦୮.୨୦୨୬: ଭାରତୀୟ ପାଣିପାଗ ବିଭାଗ (IMD), ଭୁବନେଶ୍ୱର ପକ୍ଷରୁ ନବରଙ୍ଗପୁର ଜିଲ୍ଲାରେ ଆସନ୍ତା ୨୪ ଅଗଷ୍ଟ ୨୦୨୬ ତାରିଖରେ ଭାରୀରୁ ଅତିଭାରୀ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର ସମ୍ଭାବନା ନେଇ ପୂର୍ବାନୁମାନ ଜାରି କରାଯାଇଛି। ଏଥିସହ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ!-->!-->!-->…
୧୧ ବର୍ଷୀୟ ନାବାଳକ ନିଖୋଜ, ଥାନାରେ ଅଭିଯୋଗ
ବେଲଗୁଣ୍ଠା, ୨୩/୮: -(ଶିବରାମ ଚୌଧୁରୀ )-ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ଗୁଣ୍ଡୁରିବାଡି, ର ଜଣେ ୧୧ ବର୍ଷୀୟ ନାବାଳକ ନିଖୋଜ ହୋଇଥିବା ଜଣାପଡ଼ିଛି। ନିଖୋଜ ନାବାଳକ ହେଲେ ପୂର୍ଣ୍ଣ ନାଇକଙ୍କ ପୁଅ ଶିବ ନାଇକ। ସେ ୫ମ ଶ୍ରେଣୀରେ ପାଠ ପଢୁଛନ୍ତି।ପରିବାର ସୂଚନା ଅନୁଯାୟୀ,!-->!-->!-->…
ସଞ୍ଜୟ ଗାନ୍ଧୀ କଲୋନୀରେ ଘର ଭାଙ୍ଗି ଚୋରି ଘଟଣାର ପର୍ଦ୍ଦାଫାସ : ଜଣେ ଗିରଫ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ପୋଲିସ ସଞ୍ଜୟ ଗାନ୍ଧୀ କଲୋନୀରେ ଘଟିଥିବା ଏକ ବଡ଼ ଧରଣର ଘର ଭାଙ୍ଗି ଚୋରି ଘଟଣାର ସଫଳ ପର୍ଦ୍ଦାଫାସ କରି ଅଭିଯୁକ୍ତ ସର୍ବସୁଧି କୁମାର ସ୍ୱାମୀ (୩୦) , ସଞ୍ଜୟ ଗାନ୍ଧୀ କଲୋନୀ , ପାରଳାଖେମୁଣ୍ଡିଙ୍କୁ ଗିରଫ କରାଯାଇଛି। ଏ!-->…
ଗଣ୍ଡାହାତୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ ପ୍ରଶାସନିକ ଅଧିକାରୀ, ସାମ୍ବାଦିକ ଓ ସମାଜସେବୀ
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ବର୍ଷାଋତୁ ପରେ ପରେ ସବୁଆଡେ ସେପ୍ଟେମ୍ବର ମାସ ୨୭ ତାରିଖରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ କରାଯିବ। କିନ୍ତୁ ସବୁ ପର୍ଯ୍ୟଟନସ୍ଥଳୀ ଯଦି ସେ ସମୟ ବେଳକୁ ସୁରକ୍ଷିତ ନ ଥିବ ତଥା ଅପରିଷ୍କାର ହୋଇରହିଥିବ ତେବେ ହୁଏତ ଏହି ପର୍ଯ୍ୟଟନ ଦିବସ ପାଳନର!-->…
ଏନ୍ଏଚ୍-୫୫ ରାସ୍ତାର ତୁରନ୍ତ ମରାମତି ପାଇଁ ଅନୁରୋଧ କଲେ ଧର୍ମେନ୍ଦ୍ର ପ୍ରଧାନ
କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖିଲେ ସାଂସଦ
• ସମ୍ବଲପୁର-ଅନୁଗୋଳ-କଟକକୁ ଯୋଡ଼ୁଥିବା ଏନଏଚ୍- ୫୫ ହେଉଛି ରାଜ୍ୟର ଅନ୍ୟତମ ପ୍ରମୁଖ ଜୀବନରେଖା• ଲଗାଣ ବର୍ଷା ଓ ଅତ୍ୟାଧିକ ଗାଡ଼ି ଚଳାଚଳ ଯୋଗୁଁ ଏହି ରାଜପଥରେ ବଡ ବଡ ଖାଲ ସୃଷ୍ଟି ହୋଇଛି• ଯାତ୍ରୀ ଓ!-->!-->!-->…
ଗ୍ରାମୀଣ ଜୀବନ ଓ କୃଷି ସମସ୍ୟାର ସମାଧାନ ନେଇ ସୋଆ ଛାତ୍ରଛାତ୍ରୀଙ୍କ ଅଭିନବ ପ୍ରୟାସ
ଗ୍ରାମୀଣ କୃଷି କାର୍ଯ୍ୟାନୁଭୂତି (ରାୱେ) ଅଧୀନରେ ଗ୍ରାମ ସଂଯୋଗୀକରଣ କାର୍ଯ୍ୟକ୍ରମ-୨୦୨୬ ସଂପନ୍ନ : ୧୧ଟି ଗ୍ରାମରେ ୩୨ ପ୍ରଶିକ୍ଷଣ ଓ ୧୬ ସଚେତନତା କାର୍ଯ୍ୟକ୍ରମ
ଭୁବନେଶ୍ୱର ଅଗଷ୍ଟ ୨୨: କୃଷି ଶିକ୍ଷାକୁ ଗ୍ରାମୀଣ ଜୀବନ ଓ କୃଷକଙ୍କ ବାସ୍ତବ ସମସ୍ୟା ସହ ଯୋଡ଼ିବା ସହିତ ଛାତ୍ରଛାତ୍ରୀଙ୍କୁ!-->!-->!-->…
ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଗୁରୁତର ନବଜାତ ଶିଶୁର ସଫଳ ଚିକିତ୍ସା
ଭୁବନେଶ୍ୱର, ଅଗଷ୍ଟ ୨୨: ନବଜାତ ଶିଶୁଙ୍କ ଜଟିଳ ଚିକିତ୍ସା କ୍ଷେତ୍ରରେ ଏକ ବିରଳ ସଫଳତା ହାସଲ କରିଛନ୍ତି ସମ୍ ଅଲ୍ଟିମେଟ୍ ମେଡିକେୟାରର ଡାକ୍ତରୀ ଟିମ୍ । ଗୁରୁତର ହୃତପିଣ୍ଡ ବିଫଳତା, ମ୍ୟୋକାର୍ଡାଇଟିସ୍, କାର୍ଡିଓଜେନିକ୍ ଶକ୍, ତୀବ୍ର ଯକୃତ ବିଫଳତା ଏବଂ ହିମୋଫାଗୋସାଇଟିକ୍!-->…
ଭୁବନେଶ୍ୱର ଫେରି ବାଚସ୍ପତିଙ୍କୁ ଭେଟିଲେ ଭାରତର ପ୍ରଥମ ମହିଳା ମାଉଣ୍ଟ ୟୁନମ ଦଳ
ଭୁବନେଶ୍ୱର, ୨୨.୦୮.୨୦୨୬: ଓଡ଼ିଶା ଫେରିଛନ୍ତି ଭାରତର ପ୍ରଥମ ମହିଳା ପର୍ବତାରୋହୀ ଦଳ । ହିମାଚଳ ପ୍ରଦେଶର ମାଉଣ୍ଟ ୟୁନମ ଶିଖରକୁ ସଫଳତା ସହ ଆରୋହଣ କରି ଗତକାଲି ରାତିରେ ଫେରିଥିବା ୧୧ଜଣିଆ ମହିଳା ଦଳ ଆଜି ସକାଳେ ଓଡ଼ିଶା ବିଧାନସଭା ବାଚସ୍ପତି ଶ୍ରୀମତୀ ସୁରମା ପାଢୀଙ୍କୁ ଭେଟିଛନ୍ତି ।!-->…