Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଅନ୍ତୋଦୟ ଯୋଜନାରେ ୬୦ ହିତାଧିକାରୀଙ୍କୁ ପକ୍କାଘର କାର୍ଯ୍ୟାଦେଶ ବଣ୍ଟନ
ଝାରସୁଗୁଡ଼ା, ୫/୫: ଝାରସୁଗୁଡ଼ା ଜିଲ୍ଲାର କିର୍ମିରା ବ୍ଲକ ପରିସରରେ ମଙ୍ଗଳବାର ପୂର୍ବାହ୍ନରେ ଅନ୍ତୋଦୟ ଯୋଜନା ଅଧୀନରେ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ୬୦ ଜଣ ହିତାଧିକାରୀଙ୍କୁ ସେମାନଙ୍କର ପକ୍କାଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା।
ଏହି…
ମାଲକାନଗିରିରେ: ୮୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଲୋକାର୍ପିତ ଓ ଶିଳାନ୍ୟାସ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ରାଜ୍ୟ ସରକାରଙ୍କ ବିକଶିତ ଗାଁ, ବିକଶିତ ଓଡ଼ିଶା ଅଭିଯାନ ମାଧ୍ୟମରେ ମାଲକାନଗିରି ଜିଲ୍ଲାରେ ଗ୍ରାମୀଣ ଭିତ୍ତିଭୂମିର କାୟାକଳ୍ପ ବଦଳିବାରେ ଲାଗିଛି। ଆଜି ସ୍ଥାନୀୟ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ…
ମାଲକାନଗିରିରେ ଜଳଜୀବନ ମିସନର କେନ୍ଦ୍ରୀୟ ଅତିରିକ୍ତ ସଚିବ ।
ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟର କଲେ ସମୀକ୍ଷା ।
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ:କେନ୍ଦ୍ରୀୟ ଅତିରିକ୍ତ ସଚିବ ତଥା ଜାତୀୟ ଜଳ ଜୀବନ ମିସନର ଡାଇରେକ୍ଟର କମଲ କିସରୋ ସୋହନ ମାଲକାନଗିରି ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର ବିଭିନ୍ନ ସ୍ଥାନରେ ଜାରି ରହିଥିବା ମେଗା ପାନୀୟ ଜଳ ପ୍ରକଳ୍ପର…
ଏନଏସଇ ପକ୍ଷରୁ ଇଲେକ୍ଟ୍ରୋନିକ ଗୋଲ୍ଡ ରିସିପ୍ଟ ର ଶୁଭାରମ୍ଭ
ଭୁବନେଶ୍ୱର: ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ ଲିମିଟେଡ (ଏନଏସଇ) ପକ୍ଷରୁ ଏକ ନୂଆ ଟ୍ରେଡିଙ୍ଗ ସେଗମେଂଟ ଭାବେ ଇଲେକ୍ଟ୍ରୋନିକ୍ସ ଗୋଲ୍ଡ ରିସିପ୍ଟ (ଇଜିଆର) ର ଶୁଭାରମ୍ଭ କରାଯାଇଛି । ଏହା ଭାରତର ସୁନାର ବଜାରକୁ ଅଧିକ ସ୍ୱଚ୍ଛ, ଦକ୍ଷ ଓ ସଂଗଠିତ କରିବା ଦିଗାରେ ଏକ ଗୁରୁତ୍ୱପୂର୍ଣ୍ଣ…
ବଲାଙ୍ଗିରରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ
ବଲାଙ୍ଗିର/ନିରୋଜ ମିଶ୍ର :ବଲାଙ୍ଗିର ଭୀମଭୋଇ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ପ୍ରେକ୍ଷାଳୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ କରାଯାଇଛି । ଏହି ଅବସରରେ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିୱାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ…
ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି
ବଲାଙ୍ଗିର,ନିରୋଜ ମିଶ୍ର (୪/୦୫): ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଆଜି ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର, ବଲାଙ୍ଗିରର ବୈଠକ ଗୃହରେ ଅନୁଷ୍ଠିତ ହୋଇଥିଲା । ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଗୌରବ ଶିୱାଜୀ ଇସଲୱାର ଏବଂ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜୀ ଜିଲ୍ଲାର…
ରକ୍ତ ଭଣ୍ଡାରରେ ସ୍ଥାୟୀ ଡାକ୍ତର ଅଭାବ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅବ୍ୟବସ୍ଥା: ସିଡିଏମଓଙ୍କୁ ଘେରିଲା ନିଷ୍ଠା…
ବରଗଡ଼: ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ରକ୍ତ ଭଣ୍ଡାରରେ ଦୀର୍ଘଦିନ ଧରି ଚାଲିଆସୁଥିବା ଅବ୍ୟବସ୍ଥାକୁ ନେଇ ଆଜି ‘ନିଷ୍ଠା ପରିବାର’ ପକ୍ଷରୁ ତୀବ୍ର ପ୍ରତିବାଦ ଦେଖିବାକୁ ମିଳିଛି। ସଂଗଠନର ସଦସ୍ୟମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମଓ)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା…
ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟର ପକ୍ଷରୁ ଜାତୀୟ ଚାମ୍ପିଅନସିପ୍ ଆୟୋଜିତ
ବିଭିନ୍ନ ବର୍ଗରେ ଏଚପିସି ଆଥଲେଟମାନଙ୍କ ତିନୋଟି ସ୍ୱର୍ଣ୍ଣ ଏବଂ ଦୁଇଟି ବ୍ରୋଞ୍ଜ ପଦକ ହାସଲ
ଭୁବନେଶ୍ଵର, ମେ ୫, ୨୦୨୬: ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟର (ଏଚପିସି) ପକ୍ଷରୁ ଜୁନିୟର ଓ ସିନିୟର ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସ ଜାତୀୟ ଚାମ୍ପିୟନଶିପ୍…
ସଂଜୁତା ଗାର୍ମେଣ୍ଟସ କ୍ରିକେଟ ଟୁର୍ନାମେଣ୍ଟ ଧୁମଧାମରେ ଉଦଯାପିତ
ରାୟଗଡା ରୁ ବୈକୁଣ୍ଠ ଦୁରିଆ : ଚନ୍ଦ୍ରଗିରି ପଞ୍ଚାୟତ ସ୍ତରରେ ଆୟୋଜିତ ସଂଜୁତା ଗାର୍ମେଣ୍ଟସ କ୍ରିକେଟ ଟୁର୍ନାମେଣ୍ଟ ସୁରୁଗୁଂଜାରେ ଧୁମଧାମରେ ଉଦଯାପିତ ହୋଇଯାଇଛି। ଏହି ଟୁର୍ନାମେଣ୍ଟରେ ମୋଟ ୧୬ଟି ଦଳ ଭାଗ ନେଇଥିଲେ ଏବଂ ସମସ୍ତ ଦଳ ମଧ୍ୟରେ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିଥିଲା।ଫାଇନାଲ…
ଦାଦନ ଖଟିବାକୁ ଯାଇ ପୁଅର ପ୍ରାଣ ଗଲା, ବୁଢ଼ୀମା ବାହୁନି ବାହୁନି କାନ୍ଦୁଛି।
ମୃତ୍ୟୁ ଖବର ଶୁଣିବାର ୯ଦିନ ବିତିଗଲାଣି ଶବ ଆସିନି ଏଯାଏ।
କେନ୍ଦୁଝର,ତା୫/୫- ଘରେ ଥିଲା ପୁଅ, ରାଜୁ ମୁଖୀ ଦଲାଲ ବେଙ୍ଗାଲୁରୁ କାମ କରିବାକୁ ଡାକି ନେଲା ଯେ ପୁଅକୁ ସେଠାରେ ମାରିଦେଲେ ଏଯାଏ ଶବ ଆସିନି କହି ବାହୁନି ବାହୁନି ୯ଦିନ ହେବ ଅଶୀ ବର୍ଷରୁ ଉର୍ଦ୍ଧ୍ଵ ବୟସର…