Browsing Category

ରାଜ୍ୟ

ଲଗାଣ ବର୍ଷାରେ ଜଳବନ୍ଦୀ ଅଞ୍ଚଳ ପରିଦର୍ଶନ କଲେ ବିଧାୟକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଲଗାଣ ବର୍ଷା ଯୋଗୁଁ ପାରଳାଖେମୁଣ୍ଡି ସହରର ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖାଦେଇଥିବା ବେଳେ ସ୍ଥାନୀୟ ସମସ୍ୟାର ସମାଧାନ ପାଇଁ ଅଞ୍ଚଳ ପରିଦର୍ଶନ କରିଛନ୍ତି ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ।ସହରର ମୋକାତୋଟା ତଳିଆ

ସିଏମ୍ ସାନିଟାରୀ ଆଣ୍ଡ ଇଲେକ୍ଟ୍ରିକାଲର ପ୍ରଥମ ବାର୍ଷିକୀରେ ୮୧ ୟୁନିଟ୍ ରକ୍ତ ସଂଗୃହୀତ

ବିଜେପୁର, ୨୫/୦୮: ବ୍ୟବସାୟିକ ପ୍ରତିଷ୍ଠାନର ଏକ ବର୍ଷ ପୂର୍ତ୍ତିକୁ ନିଆରା ଢଙ୍ଗରେ ପାଳନ କରିଛି ସିଏମ୍ ସାନିଟାରୀ ଆଣ୍ଡ ଇଲେକ୍ଟ୍ରିକାଲ। ପ୍ରଥମ ବାର୍ଷିକୀର ଖୁସିକୁ କେବଳ ଉତ୍ସବ ମଧ୍ୟରେ ସୀମିତ ନରଖି ମାନବ ସେବାର ମହତ୍ କାର୍ଯ୍ୟ ସହ ଯୋଡ଼ିଛନ୍ତି ଆୟୋଜକ। ନିଷ୍ଠା ପରିବାରର ମିଳିତ

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଗ୍ରାମମୁଖୀ ପ୍ରଶାସନ ଅଧୀନରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ବ)

ସଡ଼କ ସୁରକ୍ଷା ବୈଠକ: ଦୁର୍ଘଟଣା ରୋକିବା ସହ ଯାତାୟାତ ନିୟମ କଡ଼ାକଡ଼ି କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ:ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ଏକ ଜିଲ୍ଲା ସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ: ଙ୍କ ପ୍ରତ୍ୟକ୍ଷ ଅଧ୍ୟକ୍ଷତାରେ ଆୟୋଜିତ ଏହି

ପ୍ରସିଦ୍ଧ ଲେଖକ ଗିରି ଦଣ୍ଡସେନାଙ୍କ ପରଲୋକରେ ସୁନ୍ଦରଗଡ଼ର ସାହିତ୍ୟ ଜଗତରେ ଶୋକର ଛାୟା

ସୁନ୍ଦରଗଡ଼,(ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): ସୁନ୍ଦରଗଡ଼ର ସାହିତ୍ୟ ଜଗତରେ ଖେଳିଯାଇଛି ଶୋକର ଛାୟା। ପ୍ରସିଦ୍ଧ ଲେଖକ ତଥା ସାହିତ୍ୟିକ ଶ୍ରୀଯୁକ୍ତ ଗିରି ଦଣ୍ଡସେନାଙ୍କ ପରଲୋକ ଘଟିଛି। ତାଙ୍କ ବିୟୋଗରେ ସୁନ୍ଦରଗଡ଼ର ସାହିତ୍ୟ ଓ ସାଂସ୍କୃତିକ ମହଲରେ ଶୋକ ପ୍ରକାଶ ପାଇଛି।ନିଜ

କିମସରେ ହୃତପିଣ୍ଡ ଧମନୀର ସଫଳ ଅସ୍ତ୍ରୋପଚାର, ନୂଆ ଜୀବନ ପାଇଲେ ୨୧ ବର୍ଷୀୟ ଯୁବକ

ଭୁବନେଶ୍ୱର: ଭଦ୍ରକର ଜଣେ ୨୧ ବର୍ଷୀୟ ଅନାଥ ଯୁବକଙ୍କ ଜୀବନ ବଞ୍ଚାଇବାରେ କିମସ ଭୁବନେଶ୍ୱରର ଡାକ୍ତରମାନେ ସଫଳ ହୋଇଛନ୍ତି। ବେକରେ ବଢ଼ୁଥିବା ଏକ ବିଶାଳ ଫୁଲା ଯୋଗୁଁ ରୋଗୀଙ୍କ ଶ୍ୱାସକ୍ରିୟା ଓ ଖାଦ୍ୟପାନୀୟ ଗିଳିବାରେ ଗୁରୁତର ସମସ୍ୟା ଦେଖାଦେଇଥିଲା। କିମ୍‍ସରେ ଜଟିଳ ଜରୁରୀକାଳୀନ

ଓଡ଼ଗାଁରେ ଓଏସବିଏ ଲେଭେଲ୍-୩ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା

ଜିଲ୍ଲାସ୍ତର ପାଇଁ ୧୦ ଖେଳାଳି ମନୋନୀତ ଓଡ଼ଗାଁ, ୨୪।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍‌ଏସିସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ୍‌ରେ ଓଡ଼ିଶା ଷ୍ଟେଟ୍ ବ୍ୟାଡମିଣ୍ଟନ୍ ଆସୋସିଏସନ୍‌ (ଓଏସବିଏ) ପକ୍ଷରୁ ଲେଭେଲ୍-୩ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା

କାର ଧକ୍କାରେ ଛାତ୍ରୀ ଗୁରୁତର

ଓଡ଼ଗାଁ, ୨୪।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍‌ଏସି ବ୍ଲକ ରୋଡ୍‌ରେ ଅଜଣା କାର ଧକ୍କାରେ ଜଣେ କଲେଜ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହତ ଛାତ୍ରୀ ହେଲେ ଶରଣକୁଳ ଥାନା ଅନ୍ତର୍ଗତ ପାଣିଭଣ୍ଡାର ନିକଟ ଗନ୍ଧବାରଣ ଗ୍ରାମ ଯୋଗେନ୍ଦ୍ର ସାହୁଙ୍କ ଝିଅ ସୁନିତା ସାହୁ

ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର; ୨୨୮ ଅଭିଯୋଗ ପଞ୍ଜିକୃତ, ୩୭ର ତତ୍କାଳ ସମାଧାନ,

ସହରାଞ୍ଚଳ ଚାଷଜମିରୁ ଆଂଶିକ ବିକ୍ରୟ ଅନୁମତି ପାଇଁ ଦାବି ଓଡ଼ଗାଁ, ୨୪।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ପଞ୍ଚାୟତ ସମିତି ପରିସରରେ ସୋମବାର ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ

୧୧୪ଟି କାର୍ଯ୍ୟାଳୟରେ ରୁଫ୍‌ଟପ୍ ସୋଲାର ସ୍ଥାପନ ଜରିଆରେ ସବୁଜ ଶକ୍ତି ରୂପାନ୍ତରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କଲା…

ରୁଫ୍‌ଟପ୍ ସୋଲାର ବ୍ୟବସ୍ଥାରୁ ୮.୯୨ ଲକ୍ଷରୁ ଅଧିକ ୟୁନିଟ୍ ସ୍ୱଚ୍ଛ ବିଜୁଳି ଉତ୍ପାଦନ, ପ୍ରାୟ ୭୩୨ ଟନ୍ ଅଙ୍ଗାରକାମ୍ଳ ନିର୍ଗମନ ରୋକାଯାଇ ପାରିଛି ସମ୍ବଲପୁର/ବୁର୍ଲା, ୨୪ ଅଗଷ୍ଟ ୨୦୨୬ : ନିଜର ଅକ୍ଷୟ ଶକ୍ତି ପଦଚିହ୍ନକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ