Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମାଲକାନଗିରି ଜିଲ୍ଲାରେ ସମବାୟ ସମିତିଗୁଡ଼ିକର କାର୍ଯ୍ୟଧାରାରେ ସ୍ୱଚ୍ଛତା ଓ ଦକ୍ଷତା ଆଣିବା ଲକ୍ଷ୍ୟରେ ଏକ ଦିବସୀୟ…
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ,ତାରିଖ-୭/୩/୨୬: ରାଜ୍ୟ ସମବାୟ ସଙ୍ଘ (ଭୁବନେଶ୍ୱର) ଏବଂ ସମବାୟ ପରିଚାଳନା କେନ୍ଦ୍ର (କୋରାପୁଟ) ର ମିଳିତ ପ୍ରୟାସରେ ସ୍ଥାନୀୟ ନିୟନ୍ତ୍ରିତ ବଜ଼ାର କମିଟୀ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡି.ଆର.ସି.ଏସ ଏବଂ କେ.ସି.ସି ବ୍ୟାଙ୍କ…
ଏମ୍ଆଇ ବିଭାଗର ଗୋପନ ଉନ୍ନୟନ !
ସୂଚନା ଫଳକ ବିନା କାମ – କାହାକୁ ଲୁଚାଯାଉଛି ସତ୍ୟ ?
ବଲାଙ୍ଗିର, (ଶାସକ ପ୍ରଶାସକ)ତା.୦୭.୦୩ :- ବଲାଙ୍ଗିର ଜିଲ୍ଲା ଖପ୍ରଖୋଲ ବ୍ଲକ ମାଟିଆଭଟା ଅଞ୍ଚଳରେ ମାଇନର ଇରିଗେସନ (ଏମ୍ଆଇ) ବିଭାଗ ପକ୍ଷରୁ ଚାଲୁଥିବା କିଛି ଉନ୍ନୟନମୂଳକ କାମ ସୂଚନା ଫଳକ ବିନା ହେଉଥିବା ଘଟଣା ସାମ୍ନାକୁ ଆସିଛି।…
ଓଡ଼ଗାଁ ଶ୍ରୀରାମ ନବମୀ ଯାତ୍ରା ପ୍ରସ୍ତୁତି ବୈଠକ
ମନ୍ଦିର ରାସ୍ତାରେ ଆମିଷ ବିକ୍ରୟ ନିଷେଧ
ଟ୍ରାଫିକ ନିୟନ୍ତ୍ରଣ ଉପରେ ଗୁରୁତ୍ବ,
ଓଡ଼ଗାଁ,୭।୩(ଶ୍ରୀକାନ୍ତ କୁମାର ମିଶ୍ର):ଓଡ଼ିଶାର ପ୍ରସିଦ୍ଧି ଲାଭ କରିଥିବା ନୟାଗଡ଼ ଜିଲ୍ଲା ଓଡ଼ଗାଁ ଠାରେ ବିଜେ ଶ୍ରୀରଘୁନାଥ ଜିଉଙ୍କ ଶ୍ରୀରାମ ନବମୀ ଯାତ୍ରା ତଥା ନବଦିନ ସନ୍ଧ୍ୟାବେଶ ପାଇଁ…
ଜିଲ୍ଲା ସ୍ତରୀୟ କବାଡି ପ୍ରତିଯୋଗିତା,ରଘୁନାଥ କବାଡ଼ି ଏକାଡେମୀ ଚମ୍ପିୟାନ
ଓଡ଼ଗାଁ,୭।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ବିଶ୍ବହିନ୍ଦୁ ପରିଷଦ ବଜରଙ୍ଗ ଦଳ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ କବାଡି ପ୍ରତିଯୋଗିତା ଓଡ଼ଗାଁ ମିନି ଷ୍ଟାଡିୟମ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଅନ୍ତିମ ପର୍ଯ୍ୟାୟରେ ରଘୁନାଥ କବାଡ଼ି ଏକାଡେମୀ ସହିତ କବାଡ଼ି ଓ୍ବାରୀୟର ମଧ୍ୟରେ…
ସ୍ୱାଧୀନତାର ୭୯ ବର୍ଷ ପରେ ମଧ୍ୟ ମୌଳିକ ସୁବିଧାରୁ ବଞ୍ଚିତ ବୁଡେଲପଦର ଗାଁ – ଆଦିବାସୀଙ୍କ ଦୁଃଖ ଅବହେଳିତ
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) କଳାହାଣ୍ଡି ଜିଲ୍ଲାର ନର୍ଲା ବ୍ଲକ ଅନ୍ତର୍ଗତ ଶେରଗଡ଼ ପଞ୍ଚାୟତ ଅଧୀନରେ ଥିବା ବୁଡେଲପଦର ଗାଁରେ ଆଜିପର୍ଯ୍ୟନ୍ତ ମୌଳିକ ସୁବିଧା ଅଭାବରେ ଆଦିବାସୀ ଲୋକେ କାଳାତିପାତ କରୁଥିବା ଦେଖାଯାଉଛି। ଦୁଃଖର କଥା ହେଲା, ସ୍ୱାଧୀନତାର ୭୯ ବର୍ଷ…
ନର୍ଲା ରେଳ ଫାଟକରେ ଓଭରବ୍ରିଜ ଦାବୀ ଜୋରଦାର – ସ୍କୁଲ ପିଲା ଓ ଜରୁରୀ ସେବା ବ୍ୟାହତ
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଠାରୁ ମଦନପୁର ରାମପୁରକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ୬ ନଂ ର ନର୍ଲା ରେଳ ଫାଟକ ଏବେ ସାଧାରଣ ଲୋକଙ୍କ ପାଇଁ ବଡ଼ ସମସ୍ୟାର କାରଣ ହୋଇପଡ଼ିଛି। ଏଠାରେ ରେଲୱେ ଓଭରବ୍ରିଜ ନଥିବାରୁ ପ୍ରତିଦିନ ଘଣ୍ଟା ଘଣ୍ଟା…
ଜାତୀୟ ଚିତ୍ରକଳା ସମ୍ମିଳନୀ ଉଦ୍ଯାପିତ
ଭୁବନେଶ୍ୱର,୭ ମାର୍ଚ୍ଚ, ୨୦୨୬: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ଲଳିତ କଳା ଏକାଡେମୀର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଜାତୀୟ ଚିତ୍ରକଳା ସମ୍ମିଳନୀ "କ୍ୟାନଭାସ ପରେ : କଳାର ନୂଆ ପରିଚୟ ୨୦୩୬- ପରମ୍ପରା, ପ୍ରଯୁକ୍ତି ଓ ପରିବର୍ତ୍ତନ" ଆଜି ଉଦ୍ଯାପିତ…
ଓଡିଶା ପୋଲିସ ପକ୍ଷରୁ ଆୟୋଜିତ ନ୍ୟାୟ ସଂହିତା ପ୍ରଦର୍ଶନୀରେ ଆଜି ଉତ୍ସାହମୟ ପରିବେଶ
ଭୁବନେଶ୍ୱର: ଭୁବନେଶ୍ୱରର IDCO ପ୍ରଦର୍ଶନୀ ପଡିଆରେ ଓଡିଶା ପୋଲିସ ପକ୍ଷରୁ ଆୟୋଜିତ ନ୍ୟାୟ ସଂହିତା ପ୍ରଦର୍ଶନୀରେ ଆଜି ଉତ୍ସାହମୟ ପରିବେଶ ଦେଖିବାକୁ ମିଳିଛି। ସମାଜର ବିଭିନ୍ନ ବର୍ଗର ଲୋକମାନେ ପ୍ରଦର୍ଶନୀକୁ ଆସି ଭାରତର ନୂତନ ଅପରାଧ ଆଇନ ସମ୍ବନ୍ଧରେ ଜାଣିବା ସହ ସଚେତନତା ଲାଭ କରୁଥିବା…
ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ପ୍ରଯୁକ୍ତିବିଦ୍ୟା ଏବଂ ପରିଚାଳନା ସ୍କୁଲ , ପାରଳାଖେମୁଣ୍ଡି କ୍ୟାମ୍ପସର ସହ ନର୍ସିଂ ସ୍କୁଲର ଏନ୍ ଏସ୍ ଏସ୍ ୟୁନିଟ୍ ଉତ୍ସାହ ଏବଂ ଅର୍ଥପୂର୍ଣ୍ଣ ଅଂଶଗ୍ରହଣ ସହିତ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରିଥିଲା। ଏହି…
ନିଶା ମୁକ୍ତ ଭାରତ ଅଭିଯାନ ସଚେତନତା ପଦଯାତ୍ରା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଓ ଗଜପତି ଜିଲ୍ଲା ପ୍ରଶାସନଙ୍କ ଅନୁମୋଦନ କ୍ରମେ , ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ନିଶା ମୁକ୍ତ ଭାରତ ଅଭିଯାନର ନିଶା ସେବନର କୁପ୍ରଭାବ ଉପରେ ଆଲୋକପାତ କରି ଏକ…