ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ ଏକ ଉଦଘାଟନୀ ଉତ୍ସବରେ ଯୋଗଦେବା ପାଇଁ କାଶୀନଗର ବ୍ଲକ ଅନ୍ତର୍ଗତ ଖାଣ୍ଡବା ଗ୍ରାମ କୁ ଗ୍ରସ୍ତ ସମୟ ରେ ସୀତାପୁର ପଞ୍ଚାୟତ ଅନ୍ତର୍ଗତ ସିଙ୍ଗିପୁର ଗ୍ରାମ ନିକଟ ରେ ଏକ ମୋଟର ସାଇକେଲ ଯୋଗେ ଆସୁଥିବା ବେଳେ ସାମ୍ନା ରୁ ଆସୁଥିବା ଏକ କାର କୁ ଧକା ହୋଇ ଗୁରୁତ୍ଵ ଭାବେ ମୋଟର ସାଇକେଲ ଚାଳକ ଓ ତାଙ୍କ ପୁଅ ଆହତ ହେବା ଦେଖି , ନିଜ ଗାଡ଼ି ରୁ ଉଲ୍ଲାଇ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ପ୍ରାଥମିକ ଚିକିତ୍ସା କରି ସେମାନଙ୍କୁ ନିଜେ ବିଧାୟକ ଥଣ୍ଡା ପାଣି ପକାଇ ସଫା କରି ଆମ୍ବୁଲାନ୍ସ ଯୋଗେ ମୁଖ୍ୟ ଚିକିତ୍ସାଳୟ କୁ ପଠାଇଥିଲେ। ଏହି ସମୟ ରେ ସ୍ଥାନୀୟ ସରପଞ୍ଚ ତେଜେଶ୍ୱର୍ ରାଓ ଉପସ୍ଥିତ ରହି ୧୦୮ କୁ ଫୋନ୍ କରିବା ସହ ଆହତ ହୋଇଥିବା ଲୋକ ମାନଙ୍କୁ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.