Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୭ମ ଶ୍ରେଣୀ ପାଠ୍ୟପୁସ୍ତକରେ ମାଧୋ ସିଂହଙ୍କ ଇତିହାସରେ ତ୍ରୁଟି, ସଂଶୋଧନ ଦାବି ତୀବ୍ର
ବରଗଡ଼: ବରଗଡ଼ ଜିଲ୍ଲା ଘେଁସ ଜମିଦାର ତଥା ମହାନ ବିପ୍ଳବୀ ମାଧୋ ସିଂହଙ୍କ ଇତିହାସକୁ ଚଳିତ ବର୍ଷ ପ୍ରଥମ ଥର ପାଇଁ ୭ମ ଶ୍ରେଣୀର “ସାହିତ୍ୟ ସୁମନ” ପାଠ୍ୟପୁସ୍ତକରେ ସ୍ଥାନ ଦିଆଯାଇଛି। ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ଏହି ପୁସ୍ତକରେ ମାଧୋ ସିଂହଙ୍କ…
“ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବାରେ ବିଜେପି ସରକାର ବିଫଳ”
ମାତୃଦିବସରୁ ମହିଳାଙ୍କ ଅଧିକାର ପାଇଁ ବିଜୁ ମହିଳା ଜନତା ଦଳର ରଣହୁଙ୍କାର
ନାରୀ ନିର୍ଯାତନାକୁ ରୋକିବାରେ ଅସମର୍ଥ ରାଜ୍ୟ ସରକାର
ଭୁବନେଶ୍ୱର, ୧୦/୦୫/୨୦୨୬: ମାତୃ ଦିବସ ଅବସରରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଆଜି ଶଙ୍ଖ ଭବନଠାରେ ବିଜେଡି ନାରୀ ଅଧିକାର ଅଭିଯାନ ବିକ୍ଷୋଭ…
“ଅପରାଧ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ଓ ଫଳପ୍ରଦ ପଦକ୍ଷେପ ଗ୍ରହଣ କରିବା ସହ ଜନସାଧାରଣଙ୍କ ସହ ପୋଲିସର ଆସ୍ଥା ଓ…
ଭୁବନେଶ୍ୱର,ତା 10/05/2026: ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଡିଜିପିଙ୍କ କ୍ୟାମ୍ପ କାର୍ଯ୍ୟାଳୟରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ରାଜ୍ୟର ଆଇନ-ଶୃଙ୍ଖଳା ପରିସ୍ଥିତି,…
ଅନୁଗୁଳରେ ପରିବେଶ ଓ ସାମୁଦାୟିକ ସମ୍ପର୍କ ପାଇଁ କ୍ରିକେଟ
ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଜିନ୍ଦଲ ଷ୍ଟିଲ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ଟି-୨୦ ମ୍ୟାଚ୍
ଅନୁଗୁଳ, ୧୦ ମଇ: ଜିନ୍ଦଲ ନଗର ସ୍ଥିତ ଜି-୧୧ ପଡ଼ିଆରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଓଡ଼ିଶା ଏବଂ ଜିନ୍ଦଲ ଷ୍ଟିଲ, ଅନୁଗୁଳ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଦିବା-ରାତ୍ର ଟି-୨୦…
ରଘୁନାଥ ଜୀଉଙ୍କ ବାହାର ଚନ୍ଦନ ଯାତ୍ରା ଅନ୍ତିମ ପର୍ଯ୍ୟାୟ; ଆସନ୍ତାକାଲିଠାରୁ ଭିତରି ଚନ୍ଦନ ଯାତ୍ରା ଆରମ୍ଭ
ଓଡ଼ଗାଁ, ୧୦।୫ (ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁର ଆରାଧ୍ୟ ଦେବତା ଶ୍ରୀ ରଘୁନାଥ ଜୀଉଙ୍କ ପବିତ୍ର ବାହାର ଚନ୍ଦନ ଯାତ୍ରା ଅନ୍ତିମ ପର୍ଯ୍ୟାୟ ନୀତି ରବିବାର ଭବ୍ୟ ଆୟୋଜନ ମଧ୍ୟରେ ସମାପ୍ତ ହୋଇଛି। ଆସନ୍ତା ସୋମବାର ଠାରୁ ୨୧ ଦିନବ୍ୟାପୀ ଭିତରି ଚନ୍ଦନ ଯାତ୍ରା ଆରମ୍ଭ ହେବ ବୋଲି ମନ୍ଦିର…
ଅବସରପ୍ରାପ୍ତ କର୍ମଚାରୀ ସଂଘର କାର୍ଯ୍ୟକାରୀ ବୈଠକ
ବେଲଗୁଣ୍ଠା,୧୦/୦୫, -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଳକ୍ଅବସରପ୍ରାପ୍ତ କର୍ମଚାରୀ ସଂଘ ତରଫରୁ କିଛି ଦିନ ତଳେ ପ୍ରଧାନ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦଶ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିବା ବେଳେ ଆଜି ଏକ କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ ହୋଇଯାଇଛି।…
“ପ୍ରଗତି” ମହିଳା ସଙ୍ଗଠନର ସପ୍ତମ ବାର୍ଷିକ ଉତ୍ସବ ଓ ବିଶ୍ବ ମାତୃ ଦିବସ ପାଳନ
https://youtu.be/MOMdKmoPNbg
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ୟୁ ଟେକ୍ କମ୍ପ୍ୟୁଟର ଏଡୁକେସନ୍ ସେଣ୍ଟର ଠାରେ "ପ୍ରଗତି" ମହିଳା ସଙ୍ଗଠନ ତାର ସପ୍ତମ ବାର୍ଷିକ ମହୋତ୍ସବ ଓ ବିଶ୍ବ ମାତୃ ଦିବସ ପାଳନ ହୋଇଯାଇଛି। ଅନୁଷ୍ଠାନର ସଭାପତି ତଥା ୟୁ.ଟେକ୍.କମ୍ପ୍ୟୁଟର…
ଗୌଡୀୟ ମଠର ନବ ନିର୍ମିତ ମନ୍ଦିର ଉଦଘାଟିତ : ହରିନାମ ସଙ୍କୀର୍ତ୍ତନରେ କମ୍ପିଲା ଛୋଟୀ ଗ୍ରାମ ।
କେନ୍ଦ୍ରାପଡା:୧୦/୦୫(ପ୍ରଫୁଲ୍ଲ କୁମାର ମଲ୍ଲ) ଗୌଡୀୟ ଜଗତର ସପ୍ତମ ଗୋସ୍ୱାମୀ ଠାକୁର ଶ୍ରୀଲ ଭକ୍ତି ବିନୋଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କ ପୈତୃକ ବାସସ୍ଥଳୀ ଡେରାବିଶ ବ୍ଲକ ଅଧୀନସ୍ଥ ଛୋଟୀ ଗ୍ରାମରେ ଶ୍ରୀ ଶ୍ରୀ ରାଧା ମାଧବ ଗୌଡୀୟ ମଠର ନବ ନିର୍ମିତ ମନ୍ଦିରର ଶୁଭ ଉଦଘାଟନ ଅବସରରେ ଦୁଇ…
“ଆମ ସରପଞ୍ଚ ନିଦରେ”
ପାଣି ପାଇଁ ପଞ୍ଚାୟତ ଅଫିସରେ ମହିଳାଙ୍କ ଗର୍ଜନ ।
ବାଲେଶ୍ବର : ପଞ୍ଚାୟତ ଅଫିସ ସମ୍ମୁଖରେ ଗରା ବାଲ୍ଟି ଧରି ଡହ ଡହ ଖରାରେ ବସିଲେ ଶତାଧିକ ମହିଳା । ସୁଚନା ଅନୁଯାୟୀ ବସ୍ତା ବ୍ଲକ ବରୁଣ ଗଡ଼ିଆ ଗ୍ରାମରେ ୭ ସପ୍ତାହେରୁ ଅଧିକ ଦିନ ଧରି ପାନୀୟ ଜଳ ସମସ୍ୟା ଲାଗି ରହିଛି । ଟୋପାଏ ପାଣି ପାଇଁ…
ମାତୃ ଦିବସକୁ ଏକ ଅଭିନବ ଢଙ୍ଗ ରେ ପାଳିଛନ୍ତି କଂଗ୍ରେସ ଯୁବନେତା
ବାଲେଶ୍ୱର: ଆଜି ହେଉଛି ପବିତ୍ର ବିଶ୍ୱ ମାତୃ ଦିବସ ଏହି ମାତୃ ଦିବସକୁ ଏକ ଅଭିନବ ଢଙ୍ଗ ରେ ପାଳିଛନ୍ତି କଂଗ୍ରେସ ଯୁବନେତା ସରୋଜ କୁମାର ଲେଙ୍କା | ବାଲେଶ୍ୱର ସହର ରେ ୯ନମ୍ବର ଏଵଂ ୧୦ନମ୍ବର ୱାର୍ଡ ରେ ଥିବା ବସ୍ତି କୁ ଯାଇ ବସ୍ତି ର ମା ମାନଂକୁ ଏକତ୍ରିତ କରି ଦୁନିଆ ଆଗକୁ ଯିବାରେ ମା…