Browsing Category

ରାଜ୍ୟ

ଜଙ୍ଗଲରେ ନିଆଁ ନିୟନ୍ତ୍ରଣ ନିମନ୍ତେ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ଓ ସମନ୍ବୟ କାର୍ଯ୍ୟକ୍ରମ

ଭବାନୀପାଟଣା: ରୋହିତ କୁମାର ନାଏକ (ଶାସକ ପ୍ରଶାସକ ) ନର୍ଲା ରେଞ୍ଜ ଅଫିସ ତରଫରୁ ସ୍ଥାନୀୟ ଚିପୁଲ ନର୍ସରୀ ଠାରେ ବନ ବିଭାଗ କର୍ମଚାରୀ, ବୁଦ୍ଧିଜୀବୀ ଓ ସ୍ଥାନୀୟ ଜନ ସାଧାରଣଙ୍କୁ ନେଇ ଜଙ୍ଗଲ ରେ ନିଆଁ ନିୟନ୍ତ୍ରଣ ନିମନ୍ତେ କର୍ମଚାରୀ ଙ୍କ ଦକ୍ଷତା ବୃଦ୍ଧି ଓ ସମନ୍ବୟ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୬

ମହିଳା ସଫେଇ ମିତ୍ରଙ୍କୁ ସମ୍ବର୍ଦ୍ଧନା ଓ ବଡ଼ ଖାନା କାର୍ଯ୍ୟକ୍ରମ ଓଡ଼ଗାଁ, ୧୮।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୬ ଅବସରରେ ସ୍ଥାନୀୟ ବ୍ଲକ୍ ରୋଡ଼ କଲ୍ୟାଣୀ ମଣ୍ଡପରେ ମହିଳା ସଫେଇ ମିତ୍ରଙ୍କୁ…

ଜୁନିଅର ରେଡକ୍ରସ ପରାମର୍ଶଦାତା ତାଲିମ୍ ଶିବିର ଆୟୋଜିତ

ନବରଙ୍ଗପୁର;18/03/2026,ଅଶୋକ ସାହୁ - ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖା ପକ୍ଷରୁ ନବରଙ୍ଗପୁର ଜିଲ୍ଲାର ତିନିଦିନିଆ ତାଲିମ ଶିବିର ଉଦଯାପିତ ହୋଇଯାଇଛି।ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସିନ୍ଧିଗାଁ ଠାରେ ରାଜ୍ଯସ୍ତରୀୟ ଜୁନିଅର ରେଡକ୍ରସ ଅଣତାଲିମ ପ୍ରାପ୍ତ ପରାମର୍ଶଦାତା…

ମଧ୍ୟ ପ୍ରାଚ୍ୟ ପ୍ରଭାବ: ଗ୍ୟାସ୍ ସଙ୍କଟ ଯୋଗୁଁ ବେଲଗୁଣ୍ଠାରେ ପୁଣି ଫେରିଲା କାଠ ଚୁଲିର ଯୁଗ,ବହୁ ହୋଟେଲ ବନ୍ଦ,

ବେଲଗୁଣ୍ଠା:-୧୮/୩(ଶିବରାମ ଚୌଧୁରୀ )--ବର୍ତ୍ତମାନ ସମୟରେ ଇସ୍ରାଏଲ, ଆମେରିକା ଏବଂ ଇରାନ ଭଳି ଦେଶମାନଙ୍କ ମଧ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତିର ସିଧାସଳଖ ପ୍ରଭାବ ଏବେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଅନୁଭୂତ ହେଲାଣି।ଏହି ପରିସ୍ଥିତିରେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକରେ ଗ୍ୟାସ୍…

ଗୁଣପୁରରେ ବ୍ଲକ ଓ ମଣ୍ଡଳ ସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଉଦ୍ଘାଟିତ

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): : ଆଜି ଗୁଣପୁର ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ଠାରେ କ୍ରୀଡ଼ା ଓ ଯୁବ ସେବା ବିଭାଗ, ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରାୟୋଜିତ ବ୍ଲକ ତଥା ମଣ୍ଡଳ ସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଗୋଷ୍ଠୀ…

ରଣପୁରରେ ପ୍ଲାଷ୍ଟିକ ବିକଳ୍ପ ଉପରେ କ୍ୟାପାସିଟି ବିଲ୍ଡିଂ ପ୍ରୋଗ୍ରାମ ଆୟୋଜିତ।

ନୟାଗଡ଼: ରଣପୁର ବ୍ଳକ ଅନ୍ତର୍ଗତ ପିଏମଶ୍ରୀ ବି.ସି. ହାଇ ସ୍କୁଲ, ରଣପୁର ଠାରେ ପ୍ରଧାନ ଶିକ୍ଷକ ଡ. ଗିରିଜା ଶଙ୍କର ମହାପାତ୍ରଙ୍କ ସଭାପତିତ୍ୱରେ “ପ୍ଲାଷ୍ଟିକର ବିକଳ୍ପ ଭାବେ ଉପଯୋଗୀ ବସ୍ତୁ ତିଆରି” ବିଷୟରେ ଶିକ୍ଷକମାନଙ୍କ ପାଇଁ ଏକ କ୍ୟାପାସିଟି ବିଲ୍ଡିଂ ପ୍ରୋଗ୍ରାମ ଆୟୋଜିତ ହୋଇଥିଲା।ଏହି…

ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶିଷ୍ଟ ସାର୍ବଜନୀନ ସେବା ପାଇଁ ୩୦ ଜଣ “ସେଞ୍ଚୁରିଆନ ସାଥୀ”ଙ୍କୁ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସେଞ୍ଚୁରିଆନ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟର ପାରଳାଖେମୁଣ୍ଡି କ୍ୟାମ୍ପସ ରେ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ସମାରୋହର ଆୟୋଜନ କରିଥିଲା ​​ଯେଉଁଥିରେ ବିଭିନ୍ନ ଅଞ୍ଚଳର ୩୦ ଜଣ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଯୁବପିଢ଼ିଙ୍କୁ…

ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ କେନ୍ଦ୍ରାପଡ଼ା ଜିଲ୍ଲାର ଦମ୍ପତି

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ( ବୁଧବାର ) ଗଜପତି ଜିଲ୍ଲାରୁ ୮୧ ତମ ଶିଶୁଙ୍କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ (ଭା.ପ୍ର.ସେ) ପୋଷ୍ୟ ସନ୍ତାନ ଭାବେ କେନ୍ଦ୍ରାପଡ଼ା ଜିଲ୍ଲାର ଏକ ଦମ୍ପତିଙ୍କୁ ହସ୍ତାନ୍ତର କରିଛନ୍ତି। ଅବିବାହିତା ମାତାଙ୍କ ଦ୍ବାରା ସମର୍ପିତ…

ଘରୋଇ ହିଂସାର ସମାଧାନ ପାଇଁ ବୈଠକ

ବାଲେଶ୍ୱର, ୧୮/୦୩/୨୦୨୬:     ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ଓଡ଼ିଶା ଏବଂ ନେଦରଲ୍ୟାଣ୍ଡ ସରକାରଙ୍କ ଦୂତାବାସର ମିଳିତ ଆନୁକୂଲ୍ୟରେ ଆଜି ପୂର୍ବାହ୍ନରେ  ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷ, ବାଲେଶ୍ଵର ଠାରେ ବାଲେଶ୍ଵର, ଭଦ୍ରକ ଓ ମୟୁରଭଞ୍ଜ ଜିଲ୍ଲା କୁ ନେଇ ଏକ ସମୁଦାୟ ସ୍ତରୀୟ  …

ଶେଷ ହେଲା ଗ୍ରାମୀଣ ଯୁବ ଏକତା ଶିବିର

ବାଲେଶ୍ୱର, ୧୮/୦୩/୨୦୨୬:  ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କର ୧୫୦ ତମ  ଜନ୍ମ ଜୟନ୍ତୀ ବର୍ଷ ପୂର୍ତ୍ତି ଅବସରରେ କ୍ରୀଡ଼ା ଓ ଯୁବ ସେବା ବିଭାଗ, ଓଡ଼ିଶା ସରକାରଙ୍କ ର ବାର୍ଷିକ ସୂଚିମତେ ବାଲେଶ୍ଵର ଜିଲ୍ଲା ପ୍ରଶାସନ ଦ୍ଵାରା ଏକ ଦୁଇ ଦିନିଆ ଗ୍ରାମୀଣ ଯୁବ ଏକତା ଶିବିର କାର୍ଯ୍ୟକ୍ରମ  …