Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଆଠ ବର୍ଷ କାଳ ଚଣ୍ଡିଖୋଲ ଭୂତଳ ତୈଳ ସଂରକ୍ଷଣ ପ୍ରକଳ୍ପକୁ ପକାଇ ରଖିଥିଲ କାହିଁକି: ଭକ୍ତ
> ନିର୍ବାଚନକୁ ଆଖି ଆଗରେ ରଖି ପ୍ରକଳ୍ପ ଘୋଷଣା କରିଥିଲ କି?
> ପ୍ରକଳ୍ପ କ୍ଷତିଗ୍ରସ୍ତ ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ ଓ ଥଇଥାନ ବ୍ୟବସ୍ଥା କରାଯାଉ ନାହିଁ କାହିଁକି ?
> ପରିବେଶ ପ୍ରଦୂଷଣର ନିରାକରଣ ପାଇଁ କ’ଣ ଯୋଜନା ହାତକୁ ନେଇଛ ?…
ଇଣ୍ଡିଆ ଵୁକ୍ ଅଫ ରେକର୍ଡ୍ସରେ କୁନି ଝିଅ ସୁରଭି।
ବେଲଗୁଣ୍ଠା, ୧୭/୦୫,-(ଶିବରାମ ଚୌଧୁରୀ )-ମାତ୍ର ୨ ବର୍ଷ ୪ ମାସର ଝିଅ ସୁରଭି ଏବେ ଇଣ୍ଡିଆ ଵୁକ୍ ଅଫ ରେକର୍ଡ୍ସରେ ନିଜ ନାମକୁ ଯୋଡି ଏକ ବିରଳ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ୨୦୨୩ ନଭେମ୍ବର ୨୪ରେ ଜନ୍ମିତ ସୁରଭି ଗୌଡ଼ ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ବିଜୟଲକ୍ଷ୍ମୀ ଶରଣପୁର…
ସିଏମଜିଆଇ ପକ୍ଷରୁ ଓଡ଼ିଶା ଲୋକସେବା ଅଧିକାର ଆଇନ ଏବଂ ‘ଆମ ସାଥୀ’ ଏକୀକୃତ ହ୍ୱାଟ୍ସଆପ୍ ବଟ୍ ସମ୍ପର୍କିତ ଏକ…
ଭୁବେନେଶ୍ୱର ୧୭.୦୫.୨୦୨୬: ସେଣ୍ଟର ଫର ମଡର୍ଣ୍ଣାଇଜିଂ ଗଭର୍ଣ୍ଣମେଣ୍ଟ ଇନିସିଏଟିଭ (ସିଏମଜିଆଇ) ପକ୍ଷରୁ ଓଡ଼ିଶା ଲୋକସେବା ଅଧିକାର ଆଇନ ଏବଂ ‘ଆମ ସାଥୀ’ ଏକୀକୃତ ହ୍ୱାଟ୍ସଆପ୍ ବଟ୍ ସମ୍ପର୍କିତ ଏକ ଅଭିମୁଖୀକରଣ କାର୍ଯ୍ୟକ୍ରମ ଗତ ୧୫ ତାରିଖ ଶୁକ୍ରବାର ଲୋକ ସେବା ଭବନ ସ୍ଥିତ କନଭେନ ସେଣ୍ଟର…
ଝାରସୁଗୁଡ଼ାରେ ଭାଜପା ମହିଳା ମୋର୍ଚ୍ଚାର ଜନ ଆକ୍ରୋଶ ସମାବେଶ
ରାହୁଲ ଗାନ୍ଧୀ ଓ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ, ପଦଯାତ୍ରାରେ ଶତାଧିକ ମହିଳାଙ୍କ ସାମିଲ
ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ପକ୍ଷରୁ ରବିବାର ଝାଡ଼େଶ୍ୱର ମଣ୍ଡଳ ଅଞ୍ଚଳରେ ଏକ ବିଶାଳ ଜନ ଆକ୍ରୋଶ ମହିଳା ସମାବେଶ ଓ ପଦଯାତ୍ରା ଅନୁଷ୍ଠିତ…
ଓଡ଼ିଶା ମହିଳା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ନିମନ୍ତେ ନବରଙ୍ଗପୁର ଜିଲ୍ଲା ଦଳ ଘୋଷିତ
ନବରଙ୍ଗପୁର: 17/05/2026,ଅଶୋକ ସାହୁ,ଓଡ଼ିଶା ଫୁଟବଲ୍ ସଂଘ ଆନୁକୁଲ୍ୟରେ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଥିବା ମହିଳା ଫୁଟବଲ୍ ପ୍ରତିଯୋଗିତା- ୨୦୨୬ ନିମନ୍ତେ ନବରଙ୍ଗପୁର ଜିଲ୍ଲା ଦଳ ଘୋଷଣା କରାଯାଇଛି। ରଜନୀ ଗଣ୍ଡ ଙ୍କ ନେତୃତ୍ୱରେ ଏକ ୨୨ ଜଣିଆ ଦଳ ଘୋଷଣା କରାଯାଇଛି। ଅନ୍ୟ ମାନଙ୍କ…
ସୋଆରେ ପୁରାତନ ଲେଖା ସମ୍ପାଦନା ସମ୍ପର୍କିତ ସପ୍ତାହ ବ୍ୟାପୀ କର୍ମଶାଳା ଆରମ୍ଭ
ଭୁବନେଶ୍ୱର, ମେ ୧୬ : ପୁରାତନ ପୋଥିର ଗନ୍ତାଘର ଭାରତରେ ଏହି ଅମୂଲ୍ୟ ସମ୍ପତି ଉପରେ ବିଶେଷ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ବିଶିଷ୍ଟ ଶିଳାଲେଖ ବିଶାରଦ ଓ ପ୍ରାଚୀନ ଲିପି ଗବେଷକ ଡକ୍ଟର ସୁବ୍ରତ କୁମାର ଆଚାର୍ଯ୍ୟ କହିଛନ୍ତି । ଶିକ୍ଷା ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ସେଂଟର…
୪ ବର୍ଷର ଛୁଆକୁ ନେଇ ମା’ ନିଖୋଜ
ଓଡ଼ଗାଁ ୧୬।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ରବିଗାଡ଼ିଆ ପଞ୍ଚାୟତ ଅଞ୍ଚଳରୁ ଜନୈକ ମା' ତାର ୪ ବର୍ଷର ଛୁଆକୁ ନେଇ ବାପଘରୁ କେଉଁଆଡ଼େ ନିଖୋଜ ହୋଇଥିବା ନେଇ ମହିଳାଙ୍କ ବାପଘର ତରଫରୁ ଓଡ଼ଗାଁ ଆଦର୍ଶ ଥାନାରେ ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା…
ସ୍ୱାମୀଙ୍କ ଦୀର୍ଘାୟୁ ଓ ସୁଖମୟ ଜୀବନ କାମନା କରି ନାରୀମାନେ ଭକ୍ତିଭାବରେ ପାଳିଲେ ସାବିତ୍ରୀ ବ୍ରତ
ଓଡ଼ଗାଁ, ୧୬।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅଞ୍ଚଳରେ ହିନ୍ଦୁ ପରମ୍ପରା ଓ ଆସ୍ଥାର ପ୍ରତୀକ ପବିତ୍ର ସାବିତ୍ରୀ ବ୍ରତ ଶନିବାର ଭକ୍ତିମୟ ପରିବେଶରେ ପାଳିତ ହୋଇଛି। ସ୍ୱାମୀଙ୍କ ଦୀର୍ଘାୟୁ ଓ ସୁଖମୟ ଜୀବନ କାମନା କରି ସଧବା ନାରୀମାନେ ଉପବାସ ରହି ବିଭିନ୍ନ ମନ୍ଦିର…
୭ ଘଣ୍ଟା ଧରି ଅନ୍ଧାରରେ ଓଡ଼ଗାଁ, ବିନା ବର୍ଷା ବାତ୍ୟା ବିଜୁଳି ବିଛିନ୍ନ
ମାସରେ ପ୍ରାୟ ୭୦ ଥରରୁ ଅଧିକ ୩୩ କେଭି ଫେଲ୍,
୩ଶହ ଘଣ୍ଟାରୁ ଅଧିକ ଥର ବିଦ୍ୟୁତ୍ ବିଛିନ୍ନ, ବୃଦ୍ଧି ପାଉଛି ଜନ ଅସନ୍ତୋଷ
ଓଡ଼ଗାଁ, ୧୬।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଅଞ୍ଚଳରେ ପୁଣି ଥରେ ଦୀର୍ଘ ସମୟ ଧରି ବିଦ୍ୟୁତ୍ ବିଭ୍ରାଟ ଦେଖାଦେଇ ଜନ ଜୀବନକୁ…
ଇବ ନଦୀରୁ ପାଣି ଉଠାଣିକୁ ନେଇ ତୀବ୍ର ବିରୋଧ : ୫୦ ଗ୍ରାମରେ ଜଳ ସଙ୍କଟ ଆଶଙ୍କା
ଝାରସୁଗୁଡା: ଝାରସୁଗୁଡା ସଦର ବ୍ଲକ ଅନ୍ତର୍ଗତ ମରାକୁଟାସ୍ଥିତ ଓଡିଶା ମେଟାଲିକ କମ୍ପାନୀ ଦ୍ୱାରା ଇବ ନଦୀରୁ ପାଣି ଉଠାଣିକୁ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ମରାକୁଟା, ଜମେରା, ଏଚ୍ କଣ୍ଟାପାଲି ସହିତ ବ୍ରଜରାଜନଗର ପୌର ପରିଷଦ ଅଞ୍ଚଳର ଗ୍ରାମବାସୀମାନେ କମ୍ପାନୀ ବିରୋଧରେ ବେଆଇନ…