Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସୁବର୍ଣ୍ଣପୁରରେ ଜିଲ୍ଲା ସଡ଼କ ସୁରକ୍ଷା ସମିତି ବୈଠକ ଅନୁଷ୍ଠିତ
ସୁବର୍ଣ୍ଣପୁର,୨୭/୦୫(ପ୍ରକାଶ କୁମାର ହାତୀ ): ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ କାର୍ଯାଳୟ ର କ୍ଷୁଦ୍ର ସମ୍ମିଳନୀ କକ୍ଷରେ ଜିଲ୍ଲା ସଡ଼କ ସୁରକ୍ଷା ସମିତି ବୈଠକ ଆୟୋଜିତ ହୋଇଯାଇଛି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ରାଜେନ୍ଦ୍ର ମାଝି ଅଧ୍ୟକ୍ଷତା କରିଥିଲେ ଏବଂ ଭାରପ୍ରାପ୍ତ…
ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ବଲାଙ୍ଗିର ଜିଲ୍ଲା ଗସ୍ତ – କୃଷି ଓ ଗ୍ରାମ୍ୟ ବିକାଶ ସମ୍ପର୍କିତ…
ବଲାଙ୍ଗିର(୨୭/୦୫): ଓଡ଼ିଶା ସରକାରଙ୍କ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଓ ଶକ୍ତି ମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓ ଆଜି ବଲାଙ୍ଗିର ଜିଲ୍ଲା ଗସ୍ତ କରି କୃଷି ଓ ଗ୍ରାମ୍ୟ ବିକାଶ ସମ୍ପର୍କିତ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି।ଏହି ଅବସରରେ ସେ…
ମାଆ ରାମାୟଣମ୍ମା ଯାତ୍ରାରେ ପଣା ଯୋଗାଇଲେ ସ୍ବେଚ୍ଛାସେବୀ : ଉଚ୍ଚ ପ୍ରଶଂସା କଲେ ଆଡ଼ିସିନାଲ ଏସ.ପି
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରାୟ ଏକ ମାସ ଧରି ଚାଲିଆସିଥିବା ଛତ୍ରପୁର ଅଧିଷ୍ଠାତ୍ରୀ ମାଆ ରାମୟଣମ୍ମାଙ୍କ ଯାତ୍ରା ସରିବାକୁ ଆଉ ମାତ୍ର ୧୦ଦିନ ବାକି ଥିବା ବେଳେ ସବୁ ସମୟରେ ସବୁ ସ୍ଥାନରେ ସମାଜସେବା କରି ପ୍ରଶଂସିତ ହେଉଥିବା ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ସେବା…
ଗଜପତିର ବନ୍ଦନାରାଣୀ ଓଏଏସ୍ ପାଇଲେ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ସିଭିଲ୍ ସର୍ଭିସ୍ ପରୀକ୍ଷାଫଳ ବାହାରିଛି। ଏଥିରେ ଗଜପତି ଜିଲ୍ଲାର ରାୟଗଡ ବ୍ଲକର କରଡାସିଂ ପଞ୍ଚାୟତର ସ୍ୱର୍ଗତ ନଟବର ନାୟକ ଓ ରାଧାମଣୀ ଦେବୀଙ୍କର କନିଷ୍ଠା କନ୍ଯା ବନ୍ଦନାରାଣୀ ନାୟକ ୧୯୦ ରାଙ୍କ ରଖି ଓଡିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ…
ଗଜପତିର ସୁଦଶ କୁମାର ମଣ୍ଡଳ ଓଏଏସ୍ ପାଇଲେ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ମୁରୁସିଂ ଗ୍ରାମର ସ୍ୱର୍ଗତ ଅନିସୀମ ମଣ୍ଡଳ ଓ ସାବେନୀ ମଣ୍ଡଳଙ୍କ ପୁତ୍ର ସୁଦଶ କୁମାର ମଣ୍ଡଳ ଓଡିଶା ସିଭିଲ୍ ସର୍ଭିସ ପରୀକ୍ଷାରେ ୧୮୧ ରାଙ୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ସେ ଦଶମ ଶ୍ରେଣୀ ଆନ୍ଧ୍ରପ୍ରଦେଶର ପୁରୁଣା…
ଓଡ଼ିଆ ଅନୁବାଦିତ ‘ଭାମିନୀ ବିଳାସ’ ପୁସ୍ତକ ଲୋକାର୍ପିତ
ଓଡ଼ଗାଁ, ୨୭।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ବାଣୀବୈଖରୀ ସାହିତ୍ୟ ପରିବାର ପକ୍ଷରୁ ଓଡ଼ିଆ ଅନୁବାଦିତ ‘ଭାମିନୀ ବିଳାସ’ ପୁସ୍ତକର ଲୋକାର୍ପଣ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। କବି,…
ମଳମାସ ପ୍ରଥମ ପୁରୁଷୋତ୍ତମ ଏକାଦଶୀରେ ବୈଦିକ ବ୍ରାହ୍ମଣ ସମାଜ ଦ୍ବାରା ଗୀତା ଓ ବିଷ୍ଣୁ ସହସ୍ରନାମ ପାଠ
ଓଡ଼ଗାଁ, ୨୭।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଶ୍ରୀ ରଘୁନାଥ ଜିଉଙ୍କ ଝୁଲଣ ମଣ୍ଡପରେ ଭକ୍ତି ଓ ଆଧ୍ୟାତ୍ମିକତାର ପରିବେଶ ମଧ୍ୟରେ ମଳମାସର ପ୍ରଥମ ପୁରୁଷୋତ୍ତମ ଏକାଦଶୀ ତିଥିରେ ବୈଦିକ ବ୍ରାହ୍ମଣ ସମାଜ ଦ୍ବାରା ଗୀତା ଓ ବିଷ୍ଣୁ ସହସ୍ରନାମ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ…
ଝାରସୁଗୁଡ଼ାରେ ପାଉଁଶ ମାଫିଆଙ୍କୁ ପ୍ରଶାସନର କଡ଼ା ଚେତାବନୀ
ନିୟମ ଭଙ୍ଗିଲେ କମ୍ପାନୀ ବ୍ଲାକଲିଷ୍ଟ, ପ୍ରତି ଗାଡ଼ିରେ ୱେ-ବିଲ୍ ଅନିବାର୍ଯ୍ୟ
ଝାରସୁଗୁଡ଼ା, ୨୭/୫ : ଝାରସୁଗୁଡ଼ା ଜିଲ୍ଲାରେ ବେଆଇନ ପାଉଁଶ ଡମ୍ପିଂ ଓ ପାଉଁଶ ପରିବହନକୁ ନେଇ ବଢ଼ୁଥିବା ସମସ୍ୟା ଉପରେ ଲଗାମ କସିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ବୁଧବାର…
ମୁଖ୍ୟମନ୍ତ୍ରୀ ଏବଂ ବେଦାନ୍ତ ଅଧ୍ୟକ୍ଷଙ୍କ ମଧ୍ୟରେ ବେଦାନ୍ତର ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଆଲୋଚନା
ପ୍ରତି ୧୫ ଦିନରେ ଥରେ ସମୀକ୍ଷା କରାଯାଇ ପ୍ରକଳ୍ପକୁ ଠିକ୍ ସମୟରେ କରାଯିବ- ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର ୨୭ ମେ ୨୦୨୬: ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟିରୁ ଅଧିକ ଟଙ୍କାର ନୂତନ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ବେଦାନ୍ତ…
ସଠିକତା ମୂଲ୍ୟ ସହିତ ଧାତୁ ସ୍ଥାନାନ୍ତର: ଉତ୍ତମ ଲଜିଷ୍ଟିକ୍ସ ନେଟୱାର୍କ ଝାରସୁଗୁଡାରେ ବେଦାନ୍ତ ଆଲୁମିନିୟମର ମେଗା…
ଝାରସୁଗୁଡା, ଓଡିଶା, ୨୭ ମଇ ୨୦୨୬: ପ୍ରତ୍ୟେକ ଉଚ୍ଚ-ପ୍ରଦର୍ଶିତ ଉତ୍ପାଦନ ପ୍ରଣାଳୀ ପଛରେ ଏକ ବ୍ୟାପକ ଲଜିଷ୍ଟିକ୍ସ ନେଟୱାର୍କ ରହିଛି ଯାହାକି ଏହାକୁ ସୁଗମ ଗତିରେ ତଦାରକ କରିବା ସହିତ ବିପୁଳ ପରିମାଣର କଂଚାମାଲ ସ୍ଥାନାନ୍ତର ତଥା ସମୟ ଏବଂ ସଠିକତା ସହିତ ସମାପ୍ତ ଉତ୍ପାଦ ବିତରଣ କରିବାର…