Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜିଆଇଇଟି ବିଶ୍ୱବିଦ୍ୟାଳୟରେ ଦୁଇ ଦିନିଆ ଜାତୀୟ ସାଇବର ସୁରକ୍ଷା ସମ୍ମିଳନୀ ଅନୁଷ୍ଠିତ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: : ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ “ଇଣ୍ଟେଲିଜେଣ୍ଟ ସାଇବର ସିକ୍ୟୁରିଟି ସିଷ୍ଟମ୍ସ: ସାଇବରଏଆଇ-୨୦୨୬” ଦୁଇଦିନିଆ ଜାତୀୟ ସମ୍ମିଳନୀ ଏମ୍ବିଏ ଅଡିଟୋରିୟମ୍ରେ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି!-->!-->!-->…
ଜନ୍ମପୀଠ ବରପାଲିରେ ସ୍ୱଭାବ କବିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ
ଐତିହ୍ୟ ଗ୍ରାମ ଭାବେ ବିକାଶ ପାଇଁ ୧୫ କୋଟି ଟଙ୍କା ମଞ୍ଜୁର
ବରଗଡ :-: ଯେଉଁ ମାଟିରୁ ଓଡ଼ିଆ ସାହିତ୍ୟ ଆକାଶରେ ଉଦୟ ହୋଇଥିଲା ଏକ ଉଜ୍ଜ୍ୱଳ ନକ୍ଷତ୍ର, ସେହି ଜନ୍ମମାଟି ବରପାଲିରେ ପୁଣିଥରେ ସ୍ମରଣ କରାଗଲା ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଅମର ସୃଷ୍ଟିକୁ। ଓଡ଼ିଶା ସାହିତ୍ୟ ଏକାଡେମୀ ଓ!-->!-->!-->…
ମା’ ଇନ୍ଦିରା ମହିଳା ସମିତିର ରାକ୍ଷୀ ମହୋତ୍ସବ: ବୃକ୍ଷରେ ରାକ୍ଷୀ ବାନ୍ଧି, ଦେଲେ ସୁରକ୍ଷାର ବାର୍ତ୍ତା
ରାଉରକେଲା, (ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): ମା’ ଇନ୍ଦିରା ମହିଳା ସମିତି ଆନୁକୂଲ୍ୟରେ ରାକ୍ଷୀ ମହୋତ୍ସବ ସିଭିଲ ଟାଉନସିପ୍ସ୍ଥିତ ଯୋଗ ପାର୍କଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ମୁଖ୍ୟ ପୁଷ୍ପା ଲେଙ୍କାଙ୍କ ନେତୃତ୍ୱରେ ଆୟୋଜିତ ଏହି ଉତ୍ସବରେ ରାଉରକେଲା ବିଧାୟକ!-->!-->!-->…
ଗୋପାଳ ଚନ୍ଦ୍ର ତ୍ରିପାଠୀଙ୍କ ବିୟୋଗରେ ଶୋକ
ଭୁବନେଶ୍ୱର ତା ୨୯/୦୮: ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ତଥା ମହାରାଷ୍ଟ୍ରର ପୂର୍ବତନ ଗୃହ ସଚିବ ଗୋପାଳ ଚନ୍ଦ୍ର ତ୍ରିପାଠୀଙ୍କର ଗତକାଲି ଅପରାହ୍ନ ୪.୪୫ ସମୟରେ ପରଲୋକ ହୋଇଯାଇଛି । ନବି ମୁମ୍ବାଇସ୍ଥ ନେରୁଲ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ବେଳେ ମୃତ୍ୟୁ ଶଯ୍ୟା!-->!-->!-->…
ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ୨୦୨୬
ଭୁବନେଶ୍ୱର: ସୃଜନ—ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟବାସ, ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ସହଯୋଗରେ, ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଆସନ୍ତା ୫ରୁ ୯ ସେପ୍ଟେମ୍ବର ୨୦୨୬, ପ୍ରତ୍ୟେକ ସନ୍ଧ୍ୟା ୭ଟାରୁ ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପରେ ଆୟୋଜନ କରିବାକୁ ଯାଉଛି।!-->…
ସ୍ୱାୟତ୍ତ ଶାସନ ଦିବସ ପାଇଁ ପ୍ରସ୍ତୁତି : ଛାତ୍ରଛାତ୍ରୀ, ସଫେଇ ମିତ୍ର ଓ ଏସ୍ଏଚ୍ଜିଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା
ଓଡ଼ଗାଁ, ୨୮।୮(ଶ୍ରୀକାନ୍ତ କୁମାର ମିଶ୍ର): ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ-୨୦୨୬ ପାଳନ ଅବସରରେ ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଏଥିରେ ୨୨ଟି ପ୍ରାଥମିକ, ଉଚ୍ଚପ୍ରାଥମିକ ଓ ଉଚ୍ଚମାଧ୍ୟମିକ ବିଦ୍ୟାଳୟରୁ ମୋଟ ୧୭୭ ଜଣ ଛାତ୍ରଛାତ୍ରୀ!-->…
ଶ୍ରୀ ରଘୁନାଥ ଜୀଉ ମନ୍ଦିରର ସାମଗ୍ରିକ ବିକାଶ ଦାବି
ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ଗାଁ ବିକାଶ ପରିଷଦର ସ୍ମାରକପତ୍ର,
ଓଡ଼ଗାଁ,୨୮।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ପ୍ରମୁଖ ଧାର୍ମିକ ଓ ଐତିହାସିକ ପୀଠ ଓଡ଼ଗାଁ ଶ୍ରୀ ଶ୍ରୀ ରଘୁନାଥ ଜୀଉ ମନ୍ଦିରର ସାମଗ୍ରିକ ବିକାଶ, ଉନ୍ନୟନ, ସୌନ୍ଦର୍ଯ୍ୟକରଣ ଓ ପରିକ୍ରମା ପ୍ରକଳ୍ପ ପାଇଁ!-->!-->!-->…
ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ଠାରେ ଏକ ଦିବାସୀୟ ସଚେତନତା କର୍ମଶାଳା ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର "ଶକ୍ତିଶ୍ରୀ ସାଥି"ସେଲ ଏବଂ ଆଦର୍ଶ ପୋଲିସ ଥାନା ପାରଳାଖେମୁଣ୍ଡିର ମିଳିତ ଆନୁକୂଳ୍ୟରେ ପୋଷ , ପୋସ୍କ , ନିଶା ନିବାରଣ ଅଭିଯାନ ଏବଂ ସାଇବର ସଚେତନତା ସମ୍ପର୍କରେ ଶୀର୍ଷକ ଏକ!-->!-->!-->!-->!-->…
ରାକ୍ଷୀ ପୂର୍ଣ୍ଣିମାରେ ସାମ୍ବାଦିକ ଭାଇଙ୍କୁ ରାକ୍ଷୀ ବାନ୍ଧିଲେ ବ୍ରହ୍ମକୁମାରୀ ଭଉଣୀମାନେ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ଓମ୍ ଶାନ୍ତି କଲୋନୀ ଠାରେ ଅବସ୍ଥିତ ବ୍ରହ୍ମକୁମାରୀ ଶାନ୍ତି ସନ୍ଦେଶ ଭବନ ପରିସରରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଏକ ନିଆରା ଭାଇ-ଭଉଣୀ ସମ୍ପର୍କର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ!-->…
କଟକରେ ଜାତୀୟ କ୍ରୀଡା ଦିଵସ ପାଳନର ଶୁଭାରମ୍ଭ
କଟକ, ତା ୨୮.୮.୨୬ ରିଖ - ଅଗଷ୍ଟ ୨୮ ତାରିଖ ରୁ ୩୦ତାରିଖ ପର୍ଯ୍ୟନ୍ତ ଜାତୀୟ କ୍ରୀଡା ଦିବସ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ ଠାରେ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଜୟନ୍ତୀ ପାଳନ ମାଧ୍ୟମରେ କ୍ରୀଡା ଦିଵସ!-->!-->!-->…