Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଓଡ଼ଗାଁ କ୍ରିକେଟ ଲିଗ୍ (ଓସିଏଲ୍)-୨୦୨୬;ଏକ୍ସଟ୍ରିମ୍ ବ୍ଲାଷ୍ଟର ଓ ବ୍ରଦର୍ସ ଇଲେଭେନ୍ ଫାଇନାଲରେ,
ଓଡ଼ଗାଁ, ୧୫।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ମିନି ଷ୍ଟାଡିୟମରେ ସ୍ଥାନୀୟ ରଘୁନାଥ ଆଥଲେଟିକ୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ୧୭ତମ ଓଡ଼ଗାଁ କ୍ରିକେଟ ଲିଗ୍ (ଓସିଏଲ୍)-୨୦୨୬ର ନବମ ଦିନରେ ଅନୁଷ୍ଠିତ ଦୁଇଟି ରୋମାଞ୍ଚକର ସେମିଫାଇନାଲ ମ୍ୟାଚରେ ଏକ୍ସଟ୍ରିମ୍ ବ୍ଲାଷ୍ଟର ଓ…
ଏଏମ୍/ଏନଏସ୍ ଇଣ୍ଡିଆ ସ୍ଥାୟୀତ୍ୱ ସପ୍ତାହ 2026 ମାଧ୍ୟମରେ ପରିବେଶ ସୁରକ୍ଷା ପ୍ରତି ନିଜର ପ୍ରତିବଦ୍ଧତାକୁ ସୁଦୃଢ଼…
ଭୁବନେଶ୍ୱର, ୧୫ ଜୁନ ୨୦୨୬: ଆର୍ସଲରମିତ୍ତଲ ନିପ୍ପନ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ) ଓଡ଼ିଶାର ବିଭିନ୍ନ କାର୍ଯ୍ୟସ୍ଥଳରେ ସ୍ଥାୟୀତ୍ୱ ସପ୍ତାହ ପାଳନ କରିଛି। ଏହି ଅବସରରେ ମିଳିତ ଜାତିସଂଘ ପରିବେଶ କାର୍ଯ୍ୟକ୍ରମର ଚଳିତ ବର୍ଷର ବିଶ୍ୱସ୍ତରୀୟ ଥିମ୍“କ୍ଲାଇମେଟ୍ ଆକ୍ସନ୍ -…
ରଜର ଖୁସି ଭିତରେ ଅଘଟଣ
କେନ୍ଦ୍ରାପଡ଼ା:୧୫,୦୬(ପ୍ରଫୁଲ୍ଲ କୁମାର ମଲ୍ଲ) ରଜର ଖୁସି ଭିତରେ ଅଘଟଣ। କେନ୍ଦ୍ରାପଡ଼ା ଜିଲ୍ଲାର ନିକିରାଇ ଥାନା ଅନ୍ତର୍ଗତ ତନାର ଗାଁରେ ରଜଦୋଳି ଉପରେ ମାଡ଼ିଗଲା ଏକ ବୋଲେରୋ ଗାଡ଼ି। ଦୁର୍ଘଟଣାରେ ଦୁଇ ଜଣ ଶିଶୁ ଗୁରୁତର ଆହତ ହୋଇଥିବା ବେଳେ ରଜର ଆନନ୍ଦ ମଧ୍ୟରେ ଖେଳିଯାଇଛି ଚିନ୍ତାର ଛାୟା…
ୟୁନିଅନ୍ ବ୍ୟାଙ୍କ୍ ଶାଖା ପରିଚାଳକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ବେଲଗୁଣ୍ଠା,୧୫/୦୬, -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଳକ୍ ଗୋବରା ସ୍ଥିତ ୟୁନିଅନ୍ ବ୍ୟାଙ୍କ୍ ଶାଖା ପରିଚାଳକ ଅନୁପ ସିଲ୍ ଙ୍କ ଅନ୍ୟ ଶାଖାକୁ ବଦଳି ହୋଇଯାଇଥିବା ଯୋଗୁଁ ତାଙ୍କୁ ବ୍ୟାଙ୍କ୍ ତରଫରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ବିଦାୟୀ ଶାଖା ପରିଚାଳକ ଶ୍ରୀ ସିଲ୍ ଗତ ଦୁଇ…
ମଟରସାଇକେଲ ଦୁର୍ଘଟଣା:ଗଛରେ ପିଟିହେଲା ବାଇକ୍,ଦୁଇ ମୃତ
ବେଲଗୁଣ୍ଠା-୧୫/୬-(ଶିବରାମ ଚୌଧୁରୀ )-ଗାଙ୍ଗପୁର ଥାନା ଅଧୀନ ଭଞ୍ଜନଗର-ସୋରଡ଼ା ରାସ୍ତାର ଦୁବୁଲୁଣ୍ଡା ନିକଟରେ ଗତ ରବିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ମଟରସାଇକେଲ ଗଛରେ ପିଟିହେବା ଫଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି ।ମିଳିଥିବା ସୂଚନା ଅନୁଯାୟୀ,…
ମାଲକାନଗିରିରେ ପୋଲିସକୁ ବଡ଼ ସଫଳତା: ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ କାରଖାନା ସାମଗ୍ରୀ ଜବତ
ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୂଚନା ଆଧାରରେ ଠାବ ହେଲା ବଡ଼ ମାଓ ଡମ୍ପ
ମାଲକାନଗିରି୧୫/୦୬/୨୬(ସୁରେନ୍ଦ୍ର କୁମାର ବେମାଳ): ଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ବିରୋଧରେ ସୁରକ୍ଷା ବାହିନୀକୁ ପୁଣି ଏକ ବଡ଼ ସଫଳତା ମିଳିଛି। ଜଣେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କଠାରୁ ମିଳିଥିବା…
୧୪ ବର୍ଷ ଧରି ୮ ହଜାର ଟଙ୍କାରେ ସେବା, ଯୋଗାଣ ସହାୟକଙ୍କ ନ୍ୟାୟସଙ୍ଗତ ଦାବି ପୂରଣ ପାଇଁ ବିଧାୟକ ଓ ସାଂସଦଙ୍କୁ…
ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତରେ କାର୍ଯ୍ୟରତ ଯୋଗାଣ ସହାୟକମାନେ ସେମାନଙ୍କର ଦୀର୍ଘଦିନର ସମସ୍ୟା ଓ ଦାବିଗୁଡ଼ିକ ନେଇ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଓ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେମାନେ ଏକ ନିବେଦନପତ୍ର…
ମହିଳା ଓ ନାବାଳିକାଙ୍କ ସୁରକ୍ଷା ପ୍ରସଙ୍ଗରେ ବିଜୁ ଜନତା ଦଳର ଗଭୀର ଉଦ୍ବେଗ; ତୁରନ୍ତ ନିରପେକ୍ଷ ତଦନ୍ତ ଓ କଠୋର…
ଭୁବନେଶ୍ୱର, ୧୫/୦୬/୨୦୨୬: ରାଜ୍ୟରେ ମହିଳା ଓ ନାବାଳିକାଙ୍କ ଉପରେ ବଢ଼ୁଥିବା ଅପରାଧ ଘଟଣାକୁ ନେଇ ବିଜୁ ଜନତା ଦଳ ପକ୍ଷରୁ ଆଜି ଏକ ପ୍ରେସ୍ ବାର୍ତ୍ତା ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି ଅବସରରେ ବିଜୁ ଛାତ୍ର ଜନତା ଦଳର ସଭାପତି ଇପ୍ସିତା ସାହୁ, ବିଜୁ ମହିଳା ଜନତା ଦଳର ଉପସଭାପତି ଭାରତୀ…
ଯାତ୍ରୀ ସୁବିଧା ଦିବସ ପାଳନରେ ଭି.ଏସ୍.ଏସ୍. ବିମାନବନ୍ଦରର ବ୍ୟାପକ କାର୍ଯ୍ୟକ୍ରମ
ପଶ୍ଚିମ ଓଡ଼ିଶା ସହ ସମ୍ପର୍କ ସୁଦୃଢ଼ କରିବାକୁ ସାମାଜିକ, ପରିବେଶ ଓ ଯାତ୍ରୀମୁଖୀ ପଦକ୍ଷେପ
ଝାରସୁଗୁଡା,: ଝାରସୁଗୁଡାସ୍ଥିତ ବୀର ସୁରେନ୍ଦ୍ର ସାଏ (ଭି.ଏସ୍.ଏସ୍.) ବିମାନବନ୍ଦର ପକ୍ଷରୁ ଯାତ୍ରୀ ସୁବିଧା ଦିବସ ଉତ୍ସାହ ଓ ଆଡମ୍ବର ସହ ପାଳନ କରାଯାଇଛି। ଭାରତୀୟ ବିମାନବନ୍ଦର ପ୍ରାଧିକରଣ…
ରଜପର୍ବ ଉପଲକ୍ଷେ କଣ୍ଟାପଡା ଗ୍ରାମରେ ପାଲା l
ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧୀନ କଣ୍ଟାପଡା ଗ୍ରାମରେ ପବିତ୍ର ରଜ ପର୍ବ ଉପଲକ୍ଷେ ପାଞ୍ଚ ଦିନ ଧରି ପାଲା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି l ଏହି ମହତ କାର୍ଯ୍ୟକ୍ରମ ଚଳିତ ବର୍ଷ ୧୦୫ ବର୍ଷ ରେ ପଦାର୍ପଣ କରି ଥୀବା ବେଳେ କଣ୍ଟାପଡା ଗ୍ରାମର ଅଧିବାସି ଙ୍କ ସମେତ ଆଖ ପାଖ ଗ୍ରାମର…