Browsing Category

ରାଜ୍ୟ

ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ଧୂମଧାମରେ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର କାରଣ ସାହି ସ୍ଥିତ ନୃସିଂହନାଥ ମଠରେ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ଧୂମଧାମରେ ପାଳିତ ହୋଇଯାଇଛି। ପାରଳାଖେମୁଣ୍ଡି ସହରରେ ଏକ ମାତ୍ର ନୃସିଂହନାଥ ମଠ ଥିବାରୁ ଦିନସାରା ଶ୍ରଦ୍ଧାଳୁ…

ବରଗଡ଼ର ବହୁ ଚର୍ଚ୍ଚିତ ଯୌନ ନିର୍ଯାତନା ମାମଲାରେ ବରଗଡ଼ ଟାଉନ ପୋଲିସ କଡ଼ା ପଦକ୍ଷେପ

ବରଗଡ଼ର ବହୁ ଚର୍ଚ୍ଚିତ ଯୌନ ନିର୍ଯାତନା ମାମଲାରେ ବରଗଡ଼ ଟାଉନ ପୋଲିସ କଡ଼ା ପଦକ୍ଷେପ ନେଇଛି। ଏକାସାଙ୍ଗରେ ବରଗଡ଼ ଶିକ୍ଷା ବିଭାଗର ବଡ଼ ବଡ଼ ଅଧିକାରୀଙ୍କୁ ଗିରଫ କରାଯାଇଛି। ନାରୀ ନିର୍ଯାତନା ମାମଲାରେ ବରଗଡ଼ର ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ ଏବଂ ଜଣେ ପିଇଟି ଶିକ୍ଷକ…

ଶିକ୍ଷୟିତ୍ରୀଙ୍କୁ ବିଦାୟୀ ସମ୍ବର୍ଦ୍ଧନା, ଅନ୍ତିମ ଦିନରେ ଫାଇନାଲ ପେନସନ ପ୍ରଦାନ

ବେଲଗୁଣ୍ଠା-୩୦/୪-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଆଜି ବିଦାୟୀ ଶିକ୍ଷୟିତ୍ରୀ ଭାରତୀ ସାହୁଙ୍କୁ ଏକ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ମୃତ୍ୟୁଞ୍ଜୟ ପଣ୍ଡାଙ୍କ ଆବାହନକ୍ରମେ…

ବେଲଗୁଣ୍ଠାରେ ନୃସିଂହ ଚତୁର୍ଦ୍ଦଶୀ ଆଡ଼ମ୍ବରରେ ପାଳିତ ।

ବେଲଗୁଣ୍ଠା-୩୦/୪-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ଅଞ୍ଚଳର ଆରାଧ୍ୟ ଦେବ ଶ୍ରୀ ଲକ୍ଷ୍ମୀ ନୃସିଂହ ପୀଠରେ ନୃସିଂହ ଜନ୍ମ ମହୋତ୍ସବ ତଥା ନୃସିଂହ ଚତୁର୍ଦ୍ଦଶୀ ମହାଆଡ଼ମ୍ବରରେ ପାଳିତ ହୋଇଯାଇଅଛି ।ସକାଳ ୫ ଟାରେ ଅବକାଶ ନୀତି,୮ ଟାରେ ବାଳଭୋଗ, ୧୧ଟାରେ ଅନ୍ନ ଭୋଗ,ଦିନ ୧୨ ଟାରେ ପହଡ ନୀତି ହୋଇଥିଲା…

ବିଷ ମିଶା ପାଣିରେ ୧୧ରୁ ଅଧିକ ଛେଳି ମୃତ୍ୟୁ, ପିକଅପ୍‌ରେ ମୃତଦେହ ନେଇ ଥାନାରେ ଅଭିଯୋଗ ।

କେନ୍ଦ୍ରାପଡ଼ା:୩୦,୦୪,୨୬(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ସଦର ଥାନା ଅଧୀନସ୍ଥ ଡେରାବିଶ ବରାଙ୍ଗ ଗ୍ରାମରେ ଏକ ଚମତ୍କାରଜନକ ଘଟଣା ସାମ୍ନାକୁ ଆସିଛି। ଫସଲ ରକ୍ଷା କରିବା ନାମରେ ବିଷ ମିଶା ପାଣି ପିଆଇ ୧୧ରୁ ଅଧିକ ଛେଳିକୁ ମାରିଦେଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ଗ୍ରାମରେ…

ସାମାନ୍ୟ ବଚସାରୁ ମହାଭାରତ:ଦୋଷୀ ସାବ୍ୟସ୍ତ ହେଲେ ଅଭିଯୁକ୍ତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପୂର୍ବରୁ ଧାର ନେଇଥିବା ପଇସା ମାଗିବାକୁ ନେଇ ସୃଷ୍ଟି ହୋଇଥିବା ଝଗଡ଼ା ଶେଷରେ ଲହୁଲୁହାଣ କରିବା ଭଳି ପରିସ୍ଥିତିରେ ପରିଣତ ହେବା ମାମଲାର ଶୁଣାଣି କରି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ବରିଷ୍ଠ ଦେୱାନି ବିଚାରପତି ତଥା ସହକାରୀ ଦୌରା ଜଜ୍ (ମହିଳା…

ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ର 2 କର୍ମଚାରୀ ଙ୍କ ଅବସର ଗ୍ରହଣ

ରାଉରକେଲା,(ବସନ୍ତ କୁମାର ଜେନା): ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ରାଉରକେଲା ର କର୍ମଚାରୀ ପ୍ରଦୀପ ମଲ୍ଲିକ ଓ ବଣାଇ କାର୍ଯ୍ୟାଳୟର କର୍ମଚାରୀ ଅକ୍ଷୟ ବେହେରା ଆଜି ନିଜ କାର୍ଯ୍ୟ ରୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ରାଉରକେଲା ସ୍ଥିତ କାର୍ଯ୍ୟାଳୟ ପକ୍ଷ ରୁ ଏକ ବିଦାୟ…

ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ ଇଣ୍ଡିଆ ର ଅତ୍ୟାଧୁନିକ ଅଟୋମୋଟିଭ୍ ଇସ୍ପାତ ଉତ୍ପାଦନ ଲାଇନ୍ ଜାପାନ ରାଷ୍ଟ୍ରଦୂତଙ୍କ…

• ଭାରତରେ ଜାପାନର ରାଷ୍ଟ୍ରଦୂତ ମହାମହିମ ଶ୍ରୀ କେଇଚି ଓନୋଙ୍କ ଦ୍ୱାରା ପିକଲିଂ ଲାଇନ ଏବଂ ଟାଣ୍ଡେମ୍ କୋଲ୍ଡ ମିଲ୍ (ପିଏଲଟିସିଏମ୍) ଉଦଘାଟିତ\ • ନୂତନ ଲାଇନ ଅଟୋମୋଟିଭ୍ ଶିଳ୍ପର ବର୍ଦ୍ଧିତ ଆବଶ୍ୟକତାକୁ ପୂରଣ କରିବା ପାଇଁ ଆଧୁନିକ ଉଚ୍ଚ ଶକ୍ତି ସମ୍ପନ୍ନ ଇସ୍ପାତ (ଏଏଚଏସ୍ଏସ୍)…

ପବିତ୍ର ଅକ୍ଷୟ ତୃତୀୟା ସପ୍ତାହ ପାଳନ ଅବସରରେ ବାଲ୍ୟବିବାହ ରୋକିବା ନିମନ୍ତେ ସଚେତନତା କାର୍ଯ୍ୟକ୍ରମ

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ପବିତ୍ର ଅକ୍ଷୟ ତୃତୀୟା ସପ୍ତାହ ପାଳନ ଅବସରରେ ଭଞ୍ଜନଗର ବ୍ଳକ୍ ର ସମନ୍ୱିତ ଶିଶୁ ବିକାଶ ଯୋଜନା ଆନୁକୂଲ୍ୟରେ, ଉକ୍ତ ବ୍ଳକ୍ ଅନ୍ତର୍ଗତ ସମସ୍ତ କୂଳ ସମାଜର ମୂଖ୍ୟ ମାନଙ୍କୁ ନେଇ, ବାଲ୍ୟବିବାହ ବିରୁଦ୍ଧରେ ତଥା ଏହାକୁ ରୋକିବା ନିମନ୍ତେ ଏକ…

ବାଇଝାଲ ରାଜସ୍ବ ନିରୀକ୍ଷକଙ୍କ ଅକାଳ ମୃତ୍ୟୁ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ବାଇଝାଲର ରାଜସ୍ବ ନିରୀକ୍ଷକ ଏ.ସୋମ ଶେଖର ରାଓଙ୍କ ଅକାଳ ବିୟୋଗ ଘଟିଛି। ସେ ହଠାତ୍ ହ୍ରୁଦରୋଗ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମର କିମ୍ସ ହସପିଟାଲକୁ ନେଇଥିଲେ। ଚିକିତ୍ସା ସମୟରେ…