Browsing Category

ରାଜ୍ୟ

ମିଲେଟ୍ ଚାଷ ମାଧ୍ୟମରେ ମହିଳାଙ୍କୁ ସଶକ୍ତ କରୁଛି ଟିପିଏସ୍ଓଡିଏଲ୍

* ରୋଜଗାରକ୍ଷମ ହେଉଛନ୍ତି ମହିଳା; ୮୯ ଲକ୍ଷ ଟଙ୍କାର ବ୍ୟବସାୟ * ଜୈବିକ ପ୍ରଣାଳୀରେ ଚାଷ ଗ୍ରାମୀଣ ଅର୍ଥନୀତିକୁ ପୁନର୍ଜୀବିତ କରୁଛି * ମହିଳାଙ୍କ ଆୟ, ଉଦ୍ୟୋଗ ଓ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହନ ବ୍ରହ୍ମପୁର,ମଇ: ଭାରତର ଗ୍ରାମାଞ୍ଚଳରେ ମିଲେଟ୍ ଦୀର୍ଘ ଦିନ ଧରି…

ଓଡ଼ିଶା ମେଟାଲିକ୍ସ ବିରୋଧରେ ଗ୍ରାମବାସୀଙ୍କ ତୀବ୍ର ଆନ୍ଦୋଳନ, ୯ ଦଫା ଦାବିପତ୍ର ଦେଲେ ପ୍ରଶାସନକୁ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାର ମରାକୁଟା ପଞ୍ଚାୟତ ସ୍ଥିତ ଓଡ଼ିଶା ମେଟାଲିକ୍ସ କାରଖାନା ସମ୍ମୁଖରେ ସ୍ଥାନୀୟ ଗ୍ରାମବାସୀ ଓ ପୁରୁଣା କର୍ମଚାରୀଙ୍କ ଧାରଣା ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ଜମେରା, ମରାକୁଟା, ଏଚ୍‌ କଣ୍ଟାପାଲି ଗ୍ରାମ ପଞ୍ଚାୟତ ସହିତ ବ୍ରଜରାଜନଗର ପୌରାଞ୍ଚଳର ବହୁ ଲୋକ…

ସେଞ୍ଚୁରିଆନ ପବ୍ଲିକ୍ ସ୍କୁଲ୍ ସିବିଏସଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ୨୦୨୬ ରେ ଉଲ୍ଲେଖନୀୟ ସଫଳତା ହାସଲ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡିରେ ଅବସ୍ଥିତ ସେଞ୍ଚୁରିଆନ ପବ୍ଲିକ୍ ସ୍କୁଲ୍ ସିବିଏସଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଶ୍ରେଷ୍ଠ ପାସ୍ ହାର ସହିତ ଏକ ଉଲ୍ଲେଖନୀୟ ସ୍ଥାନ ହାସଲ କରିଛି । ସୁଶ୍ରୀ ବନ୍ଦନା ରାଉତ ୯୨.୪ % ମାର୍କ ସହିତ ସ୍କୁଲ ଶ୍ରେଷ୍ଠ ହୋଇଥିବା…

ଆଦିତ୍ୟ ଆଲୁମିନା ରେଫେଇନାରୀ ପକଳ୍ପ ତରଫରୁ ନାକଟିଗୁଡା ଗ୍ରାମରେ ପଶୁ ସ୍ୱାସ୍ଥ୍ୟ ସଚେତନତା ଓ ଚିକିତ୍ସା ଶିବିର ଆୟୋଜିତ

କାଶୀପୁର ରୁ ବୈକୁଣ୍ଠ ଦୁରିଆ : କାଶୀପୁର ବ୍ଲକ ଅନ୍ତର୍ଗତ ନାକଟିଗୁଡା ଗ୍ରାମରେ “ପ୍ରାଣୀ ଧନ ସେବା ପ୍ରକଳ୍ପ” ଅଧୀନରେ ଏକ ପଶୁ ସ୍ୱାସ୍ଥ୍ୟ ସଚେତନତା ଓ ପଶୁ ଚିକିତ୍ସା ଶିବିର ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି। ଗ୍ରାମାଞ୍ଚଳରେ ପଶୁ ସମ୍ପଦର ସୁରକ୍ଷା ଓ ପଶୁପାଳକଙ୍କ ମଧ୍ୟରେ ସଚେତନତା…

ଜିଲ୍ଲାରେ ଦଶମ ଶ୍ରେଣୀ ପରୀକ୍ଷାରେ କୃତୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

https://youtu.be/q7-pg-Iy6dI     ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପ୍ରଶାସନ , ଶିକ୍ଷା ବିଭାଗ ତରଫରୁ ୨୦୨୬ ଦଶମ ଶ୍ରେଣୀ ପରୀକ୍ଷାରେ A1 ଗ୍ରେଡ୍ (୬ ଜଣ) ପ୍ରାପ୍ତ କୃତୀ ଛାତ୍ରଛାତ୍ରୀ ଓ ଜିଲ୍ଲାର ୭ଟି ବ୍ଲକର ଶୀର୍ଷ ୩ ଜଣ ସଫଳତା ଅର୍ଜନକାରୀ…

ମାଲକାନଗିରି ମହାବିଦ୍ୟାଳୟ ବଦଳାଇବା ପ୍ରତିଶ୍ରୁତି ଓ ସାମୁଦାୟିକ ସହଭାଗିତା କାର୍ଯ୍ୟକ୍ରମ ଉଦଘାଟନ

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ:  ଓଡ଼ିଶା ସରକାରଙ୍କର ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ ଓ ଜାତୀୟ ଶିକ୍ଷା ନୀତି 2020 ଅନୁସାରେ ସମୃଦ୍ଧ ଟିଚିଂ ଲର୍ଣ୍ଣିଂ ପରିବେଶ ଅଥବା ସମସ୍ତ ଛାତ୍ରଛାତ୍ରୀଙ୍କୁ ନେଇ ବଦଳାଇବା ପ୍ରତିଶ୍ରୁତି ଓ ସାମୁଦାୟିକ ସହଭାଗିତା କାର୍ଯ୍ୟକ୍ରମ ମାଲକାନଗିରି…

ଶ୍ରଦ୍ଧା ଫାଉଣ୍ଡେସନ ତରଫରୁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ।

ବ୍ରହ୍ମପୁର: ଆଜି ଶ୍ରଦ୍ଧା ଫାଉଣ୍ଡେସନ ତରଫରୁ ଶଙ୍କର ନେତ୍ରାଳୟ ସହଯୋଗରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଓ ପଥଚାରୀ ମାନଙ୍କୁ ପଣା ବଣ୍ଟନ ଆମ୍ବେଦକର କଲ୍ୟାଣୀ ମଣ୍ଡପ ଠାରେ ଅନୁଷ୍ଠିତ ହେଇଯାଇଛି, ଫାଉଣ୍ଡେସନ ର ସମ୍ପାଦିକା ଶ୍ରଦ୍ଧାଞ୍ଜଳି ପାଢ଼ୀ, ସଭାପତି ପ୍ରଣବ କୁମାର ପଣ୍ଡା ଙ୍କ…

ଝାରସୁଗୁଡ଼ାରେ ମା’ ମାହେଶ୍ୱରୀ ମନ୍ଦିରର ପ୍ରାଣ ପ୍ରତିଷ୍ଠା ମହୋତ୍ସବ

ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ, ବେଦମନ୍ତ୍ରରେ କମ୍ପିତ ହେଲା ପରିବେଶଝାରସୁଗୁଡ଼ା:  ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଖଡୁରା ସମାଜର ଦୀର୍ଘଦିନର ସ୍ୱପ୍ନ ସାକାର ହୋଇଛି। ୨୦୨୩ ମସିହାରୁ ଚାଲିଥିବା ପ୍ରୟାସରେ ନିର୍ମିତ ଖଡୁରା ଜାତିର କୁଳଦେବୀ ମା’ ମାହେଶ୍ୱରୀଙ୍କ ଭବ୍ୟ ମନ୍ଦିରର ପ୍ରାଣ…

ଗଜପତି ଆଦର୍ଶ ବିଦ୍ୟାଳୟର ଏମ୍. ଯୋଗାନନ୍ଦ ଦ୍ୱାଦଶ ସିବିଏସଇରେ ଜିଲ୍ଲାର ଟପ୍ପର

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସିବିଏସଇ ଦ୍ୱାଦଶ ଶ୍ରେଣୀର ପରୀକ୍ଷାଫଳ ପ୍ରକାଶ ପାଇଛି। ଏଥିରେ ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକର କଇଠପଦର ଓଡିଶା ଆଦର୍ଶ ବିଦ୍ୟାଳୟର ଏମ୍.ଯୋଗାନନ୍ଦ ବିଜ୍ଞାନରେ ଟପ୍ପର (୯୨.୨℅) ହୋଇଛନ୍ତି।ଗଜପତି ଜିଲ୍ଲାର ବିଭିନ୍ନ ଓଡିଶା ଆଦର୍ଶ ବିଦ୍ୟାଳୟର…

ବାଟାଲିଅନ୍ ହାବିଲଦାରଙ୍କ ଆତ୍ମହତ୍ୟା

ବେଲଗୁଣ୍ଠା,୧୩/୦୫,(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଳକ୍ ତନରଡା ସ୍ଥିତ ଅଷ୍ଟମ ସ୍ୱତନ୍ତ୍ର ବାଟାଲିଅନର ହାବିଲଦାର ଦେବାଶିଷ ବେହେରା ମଙ୍ଗଳବାର ରାତିରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ସୂଚନା ପ୍ରକାରେ ସ୍ବର୍ଗତ ଦେବାଶିଷଙ୍କ ନିଜ ଘର ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ…