Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଓଡ଼ିଶାରେ ସ୍ଵଳ୍ପ-କାର୍ବନ ନିର୍ମାଣ ପାଇଁ ‘ସେଣ୍ଟର ଅଫ୍ ଏକ୍ସଲେନ୍ସ’ ପ୍ରତିଷ୍ଠା ନିମନ୍ତେ ବୁଝାମଣା…
ଭୁବନେଶ୍ୱର, ୧୧ ଜୁଲାଇ ୨୦୨୬: ସ୍ଥାୟୀ ସହରୀକରଣ ଏବଂ ଜଳବାୟୁ-ସହନଶୀଳ ଭିତ୍ତିଭୂମିକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ଵରୂପ, ଆଜି ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଆନୁକୂଲ୍ୟରେ ‘ସେଣ୍ଟର ଅଫ୍ ଏକ୍ସଲେନ୍ସ ଅନ୍ ଲୋ କାର୍ବନ କନ୍ସଟ୍ରକ୍ସନ…
ମିଥ୍ୟା ମାମଲାରେ କଂଗ୍ରେସ କର୍ମୀଙ୍କୁ ଜେଲ ପଠାଇବା ଅଭିଯୋଗ; ଏସପି ଅଫିସ ଘେରିଲା ପୁରୀ କଂଗ୍ରେସ
ପୁରୀ, ୧୦/୭: ଯୁବ କଂଗ୍ରେସ ନେତା ଅବିନାଶ ମିଶ୍ର ଓ ରାମଚନ୍ଦ୍ର ସାହୁଙ୍କୁ ମିଥ୍ୟା ମାମଲାରେ ଫସାଇଛି ପୋଲିସ । ଖାଲି ସେତିକିନୁହେଁ, ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଦଫା ଲଗାଇ ଯୁବନେତା ଅବିନାଶ ଙ୍କୁ ଜେଲକୁ ପଠାଯାଇଥିବା ଅଭିଯୋଗ କରିଛି କଂଗ୍ରେସ। ଶୁକ୍ରବାର ପୁରୀ ଜିଲ୍ଲା କଂଗ୍ରେସ କମିଟି…
ପାଇକମାଳ ହାଇସ୍କୁଲ ରେ ଅଭିଭାବକ ବୈଠକ ଅନୁଷ୍ଠିତ
ପଦ୍ମପୁର:- ପାଇକମାଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ବୈଠକ ପ୍ରଧାନ ଶିକ୍ଷକ ଜ୍ୟୋତିର୍ମୟୀ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସର୍ବ ପ୍ରଥମେ ମୁଖ୍ୟ ଅତିଥି ଭାବେ ଏ.ବି.ଇ.ଓ ରାଧେଶ୍ୟାମ ମେହେର,ଚକାମନ ସୁନା,ସି. ଆର.ସି.ସି ରଞ୍ଜନ ବାଗ,ପ୍ରଫୁଲ୍ଲ କୁମାର…
‘ନିମୋଡା ନିମୋଡା’ ତାଳରେ ଶିକ୍ଷା ବଞ୍ଚାଅ ଆନ୍ଦୋଳନ କଲା ବିଜେଡି
ବରଗଡ଼:- ରାଜ୍ୟର ପାଠ୍ୟପୁସ୍ତକରେ ଦେଖାଦେଇଥିବା ତ୍ରୁଟିକୁ ନେଇ ବରଗଡ଼ରେ ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ନିଆରା ଢଙ୍ଗରେ ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ କରାଯାଇଛି। ଗାନ୍ଧୀ ଛକରେ ଶତାଧିକ କର୍ମୀ ଏକାଠି ହୋଇ ‘ନିମୋଡା ନିମୋଡା’ ଗୀତର ତାଳେ ତାଳେ ଝୁମିଝୁମି, ହାତରେ ଝାଳମୁଡ଼ି ଓ ସୁଖୁଆ ଧରି…
ଛେଳିଗଡ଼ ଜଳସେଚନ ପ୍ରକଳ୍ପ : ବିସ୍ଥାପିତ ୭୮ ପରିବାରଙ୍କ ପାଇଁ ୮ କୋଟି ୪୮ ଲକ୍ଷ ୬୩ ହଜାର ୯୩୨ ଟଙ୍କାର ପୁନର୍ବାସ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ବହୁ ପ୍ରତୀକ୍ଷିତ ଛେଳିଗଡ଼ ଜଳସେଚନ ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ହୋଇଥିବା ୭୮ଟି ପରିବାରଙ୍କୁ ପୁନର୍ବାସ ସହାୟତା ପ୍ରଦାନ ପାଇଁ ରାଜ୍ୟ ସରକାର ୮ କୋଟି ୪୮ ଲକ୍ଷ ୬୩ ହଜାର ୯୩୨ ଟଙ୍କାର ସଂଶୋଧିତ ଆର୍ଥିକ ପ୍ୟାକେଜ୍ ଅନୁମୋଦନ…
ବୃକ୍ଷରୋପଣ ଓ ଜନସମ୍ପର୍କ ଅଭିଯାନ ଅନୁଷ୍ଠିତ
ଓଡ଼ଗାଁ, ୧୦।୭ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳ ମଣ୍ଡଳରେ ଭାରତୀୟ ଜନତା ପାର୍ଟି (ବିଜେପି) ନୟାଗଡ଼ ପକ୍ଷରୁ ବୃକ୍ଷରୋପଣ ଓ ଜନସମ୍ପର୍କ ଅଭିଯାନ ଅନୁଷ୍ଠିତ ହୋଇଯାଇଛି।କେନ୍ଦ୍ର ସରକାରଙ୍କ ୧୨ ବର୍ଷ ଏବଂ ରାଜ୍ୟ ସରକାରଙ୍କ ୨ ବର୍ଷର ଶାସନକାଳର…
ସର୍ବ ଭାରତୀୟ ସ୍ୱଚ୍ଛ ଓ ସବୁଜ ବିଦ୍ୟାଳୟ ମୂଲ୍ୟାଙ୍କନରେ ହାତୀଆଶିଳା ବିଦ୍ୟାଳୟ,ସଫଳତା ପାଇଁ କର୍ମକର୍ତ୍ତାଙ୍କୁ…
ନୂଆଗାଁ, ୧୦।୭(ଶ୍ରୀକାନ୍ତ କୁମାର ମିଶ୍ର): ସର୍ବ ଭାରତୀୟ ସ୍ତରୀୟ ସ୍ୱଚ୍ଛ ଓ ସବୁଜ ବିଦ୍ୟାଳୟ ମୂଲ୍ୟାଙ୍କନ ପ୍ରତିଯୋଗିତାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବାରୁ ନୂଆଗାଁ ବ୍ଲକ ଅଧୀନ ସରକାରୀ ପ୍ରାଥମିକ ବିଦ୍ୟାଳୟ, ହାତୀଆଶିଳାର ପ୍ରଧାନ ଶିକ୍ଷକ ବିନାୟକ ପଣ୍ଡା, ସହକାରୀ ଶିକ୍ଷକ ଲକ୍ଷ୍ମୀଧର…
ରଘୁନାଥ ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ବନ୍ଧୁମିଳନ
ଓଡ଼ଗାଁ, ୧୦।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁସ୍ଥିତ ଶ୍ରୀ ରଘୁନାଥ ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ବନ୍ଧୁମିଳନ ଉତ୍ସବ ଶୁକ୍ରବାର ସ୍ଥାନୀୟ ବ୍ଲକ୍ ରୋଡସ୍ଥିତ କଲ୍ୟାଣୀ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ମଞ୍ଚର ସଭାପତି ବସନ୍ତ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ…
ଶ୍ରୀ ରଘୁନାଥ ଜିଉଙ୍କ ଦକ୍ଷିଣ ଦ୍ୱାରରେ ତୋରଣ ନିର୍ମାଣ ପାଇଁ ଭୁମି ପୂଜନ; ସମସ୍ତ ବ୍ୟୟ ବହନ କରିବେ ଦାତା ସତ୍ୟମ୍ ଦାସ,
ଓଡ଼ଗାଁ, ୧୦।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ପ୍ରସିଦ୍ଧ ଆଧ୍ୟାତ୍ମିକ ବିଷ୍ଣୁପୀଠ ତଥା ସ୍ୱର୍ଣ୍ଣକଳସ କ୍ଷେତ୍ର ଭାବେ ପରିଚିତ ଓଡ଼ଗାଁସ୍ଥିତ ଶ୍ରୀ ଶ୍ରୀ ରଘୁନାଥ ଜିଉଙ୍କ ମନ୍ଦିରର ଦକ୍ଷିଣ ଦ୍ୱାର ପ୍ରବେଶ ପଥରେ ତୋରଣ ଉପରେ ଏକ ଭବ୍ୟ ଧନୁର ରୁପରଖି ନିର୍ମାଣ ପାଇଁ ଶୁକ୍ରବାର…
ବୌଦ୍ଧ ଜିଲ୍ଲାରେ ବିଦ୍ୟୁତ ମିଟର ରିଡିଂ ହେରଫେର ଅଭିଯୋଗ, ଥାନାରେ ଅଭିଯୋଗ ଦାଖଲ
ବୌଦ୍ଧ, ଜୁଲାଇ: ଏଆଇ (କୃତ୍ରିମ ବୁଦ୍ଧିମତା) ଆଧାରିତ ଇମେଜ୍ ଏଡିଟିଂ ଟୁଲ୍ ବ୍ୟବହାର କରି ବିଦ୍ୟୁତ୍ ମିଟର ରିଡିଂ ରେକର୍ଡରେ ହେରଫେର ଅଭିଯୋଗ ହୋଇଥିବା ବୌଦ୍ଧ ଜିଲ୍ଲାରେ ଏକ ମାମଲା ସାମ୍ନାକୁ ଆସିଛି । ମିଟର ରିଡିଂ ଇମେଜକୁ ଡିଜିଟାଲ୍ ଉପାୟରେ ପରିବର୍ତ୍ତନ କରି ଠକେଇ ଉଦ୍ୟମ କରିଥିବା ମିଟର…