ପଦ୍ମପୁର:- ପାଇକମାଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ବୈଠକ ପ୍ରଧାନ ଶିକ୍ଷକ ଜ୍ୟୋତିର୍ମୟୀ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସର୍ବ ପ୍ରଥମେ ମୁଖ୍ୟ ଅତିଥି ଭାବେ ଏ.ବି.ଇ.ଓ ରାଧେଶ୍ୟାମ ମେହେର,ଚକାମନ ସୁନା,ସି. ଆର.ସି.ସି ରଞ୍ଜନ ବାଗ,ପ୍ରଫୁଲ୍ଲ କୁମାର ପାଣିଗ୍ରାହୀ,ବିନୋଦ କୁମାର କାଳିଆ,କୁସୁମ ରାଓ ଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୋକନ ପ୍ରଦାନ କରି ସ୍ୱାଗତ କରାଯାଇ ଦୀପ ପ୍ରଜ୍ୱଳନ ଉଦ୍ଘାଟନ କରିଥିଲେ l ବୈଠକ ରେ ୧୧୦ ଜଣ ଅଭିଭାବକ ଅଭିଭାବିକା ଯୋଗଦାନ କରି ରଜତ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ l ପ୍ରଧାନ ଶିକ୍ଷକ ସରକାରଙ୍କ ପତ୍ର ସଂଖ୍ୟା ଅନୁସାରେ ୭୦୬୩ ତା-୨୬.୦୬.୨୬ ଏସ. ଏମ.ସି କମିଟି ର ଗଠନ ପ୍ରକ୍ରିୟା ବିଷୟରେ ଏବଂ ସ୍କୁଲ ର ଶିକ୍ଷା ଦାନ ବ୍ୟବସ୍ତା,ଛାତ୍ରଛାତ୍ରୀଙ୍କ ପାଠ ପଢା କିପରି ଉନ୍ନତି ହୋଇପାରିବ ତା ବିଷୟରେ ଆଲୋଚନା କରିଥିଲେ l ଏବଂ ଅଭିଭାବକ ଅଭିଭାବିକା ମାନଙ୍କ ଠାରୁ ବିଦ୍ୟାଳୟ ଶିକ୍ଷା ର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ବିଭିନ୍ନ ଗଠନ ମୂଲକ ମତାମତ ପ୍ରଦାନ କରିଥିଲେ l ପୂର୍ବତନ କମିଟି ଭଙ୍ଗ କରି ନୂତନ କମିଟି ଗଠନ ରେ ମେମ୍ବର ଶ୍ରୀକାନ୍ତ ରାଉତ,ଲାଲବାଇ ଚୌଧୁରୀ,ଯୋଗେନ୍ଦ୍ର ଭୋଇ, ଶର୍ମା ତାଣ୍ଡି,ସନ୍ତୋଷୀନି ଡନସନା,ପଦ୍ମନ ପ୍ରଧାନ, ଆନନ୍ଦ ପ୍ରଧାନ,ରବିଶଙ୍କର ସାହୁ,ଦୂତୀଆ ସୁନା,ସସ୍ମିତା ପଟେଲ,ଅଞ୍ଜନା ବରିହା, ସାରା ବାରିକ,ମଞ୍ଜୁ ସାହୁ,ରେବତୀ ଭୋଇ l ସୁଦାମ ପାଣ୍ଡେ, ୟାଶୋବନ୍ତ ସାହା, ଛବିଳ ସେଠ୍,ସ୍ୱାଧୀନ ବେହେରା,ଲଳିତ କୁମାର ବିଶ୍ୱାଳ,ଅମିତ୍ କୁମାର ସାହୁ,ଦୟାନିଧି ସାହୁ ସହୟୋଗ କରିଥିଲେ ଏବଂ ବବିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.