Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପ୍ରଭାତ ବିଶ୍ୱାଳଙ୍କ ଯୋଗଦାନ ଓଡିଶାରେ ବିଜେପିର ଜୟଯାତ୍ରାର ଆଉ ଗୋଟିଏ ଫର୍ଦ୍ଦ ଆଜି ଯୋଡି ହୋଇଛି : ମୁଖ୍ୟମନ୍ତ୍ରୀ
କଟକ ଜିଲ୍ଲାରେ ବିଜେପିର ସଂଗଠନକୁ ଅଧିକ ସୁଦୃଢ଼ କରିବ : ରାଜ୍ୟ ସଭାପତି ତଥା ସାଂସଦ ଶ୍ରୀ ମନମୋହନ ସାମଲ ବହୁ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଲେ ଚୈାଦ୍ୱାର-କଟକ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ଶ୍ରୀ ପ୍ରଭାତ ବିଶ୍ୱାଳ ୬ ଜଣ କାଉନସିଲରଙ୍କ ସମେତ ଯୋଡା…
ମାତ୍ର ୫୫ ଟଙ୍କାରେ ୧,୦୦୦ ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍, ଜିଓର ନୂଆ ଜିଓ ଟିଭି ପ୍ରୋ ପ୍ୟାକ୍ ଶୁଭାରମ୍ଭ
ଭୁବନେଶ୍ୱର: ରିଲାଏନ୍ସ ଜିଓ ଏହାର ଗ୍ରାହକମାନଙ୍କ ପାଇଁ ଏକ ନୂତନ, ସୁଲଭ ମନୋରଞ୍ଜନ ପ୍ଲାନ ପ୍ରଚଳନ କରିଛି। କମ୍ପାନୀ ମାତ୍ର ୫୫ ଟଙ୍କାରେ ରେ ଜିଓ ଟିଭି ପ୍ରୋ ପ୍ୟାକ୍ ଶୁଭାରମ୍ଭ କରିଛି, ଯାହାର ବୈଧତା ୩୦ ଦିନ ରହିଛି। ଏହି ପ୍ୟାକ୍ ସହିତ ଉପଭୋକ୍ତାମାନେ ଜିଓଟିଭି ଆପ୍ ମାଧ୍ୟମରେ ସେମାନଙ୍କ…
ରୋଟାରୀ କ୍ଲବ ମିଡୋଜ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ଭୁବନେଶ୍ୱର: ଆଜି ଲବଣଗିରି ଜଗନ୍ନାଥ ମନ୍ଦିର ପରିସରରେ ରୋଟାରୀ କ୍ଲବ ମିଡୋଜ ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି |
ପୌରାଣିକ ପ୍ରସିଦ୍ଧ କୁଞ୍ଜବନ ଢାଞ୍ଚା ରେ ପ୍ରତିଷ୍ଠିତ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଦ୍ୱାରା ଲବଣଗିରି ଜଗନ୍ନାଥ ମନ୍ଦିର ଚତୁଃର୍ପାଶ୍ୱରେ ଘଞ୍ଚ…
ପ୍ଲାଣ୍ଟସାଇଟ ଥାନା ପୋଲିସର ଚଢ଼ାଉ : ୯ ଜୁଆଡ଼ି ଗିରଫ, ନଗଦ ୧୮,୮୧୦ ଟଙ୍କା ଓ ୭ଟି ମୋବାଇଲ ଜବତ
ରାଉରକେଲା,(ବସନ୍ତ କୁମାର ଜେନା): ପ୍ଲାଣ୍ଟସାଇଟ ଥାନା ପୋଲିସ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୯ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ପ୍ଲାଣ୍ଟସାଇଟ ଥାନା କେସ୍ ନଂ-୭୨୭, ତାରିଖ ୧୨.୦୭.୨୦୨୬ ଅନୁଯାୟୀ ଓଡ଼ିଶା ଗେମିଂ ପ୍ରିଭେନସନ୍ (OGP) ଆକ୍ଟର ଧାରା-୩ ରେ ମାମଲା ରୁଜୁ କରାଯାଇଛି।ପୋଲିସ…
ଜଳ ସଂରକ୍ଷଣ:ଆଜିର ସଚେତନତା- ଆସନ୍ତାକାଲିର ସୁରକ୍ଷା,
ଓଡ଼ଗାଁ ୧୨।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଅଞ୍ଚଳର ଭୂତଳ ଜଳସ୍ତର କ୍ରମାଗତ ଭାବେ ହ୍ରାସ ପାଇ ଚାଲିଛି। ଏହାର ପ୍ରମୁଖ କାରଣ ହେଉଛି ଅନାବଶ୍ୟକ କଂକ୍ରିଟ ଆଛାଦନ, ଅନିୟନ୍ତ୍ରିତ କୋଠାବାଡ଼ି ନିର୍ମାଣ, ଅନିୟମିତ ବର୍ଷା, ଜଙ୍ଗଲ କ୍ଷୟ ଏବଂ ବିଚାରହୀନ ଭୂତଳ ଜଳ…
ଅନଲାଇନ୍ ଠକେଇ ଶିକାର ଯୁବକଙ୍କ ୪୭,୩୪୪ ଟଙ୍କା ହଡ଼ପ, ଥାନାରେ ଅଭିଯୋଗ
ଓଡ଼ଗାଁ, ୧୨।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଏନ୍ଏସି ଅଞ୍ଚଳର ଜଣେ ଯୁବକ ଅନଲାଇନ୍ ଠକେଇର ଶିକାର ହୋଇ ମୋଟ ୪୭,୩୪୪ ଟଙ୍କା ହରାଇଥିବା ଘଟଣା ସାମ୍ନାକୁ ଆସିଛି। ଏନେଇ ପୀଡ଼ିତ ସନ୍ତୋଷ କୁମାର ପଟ୍ଟନାୟକ ପ୍ରଥମେ ଓଡ଼ଗାଁ ଥାନାକୁ ଅଭିଯୋଗ ନେଇ ଯାଇଥିବା ବେଳେ ସୂଚନା…
ବାଲେଶ୍ୱରରେ ଅନୁଷ୍ଠିତ ହେଲା ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ସମନ୍ୱୟ ପରିଷଦର ରାଜ୍ୟସ୍ତରୀୟ…
ବାଲେଶ୍ୱର: ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ସମନ୍ୱୟ ପରିଷଦର ରାଜ୍ୟସ୍ତରୀୟ ଦ୍ୱିତୀୟ କାର୍ଯ୍ୟକାରିଣୀ ସମିତି ବୈଠକ ବାଲେଶ୍ୱର ସହରର ଗାନ୍ଧୀ ସ୍ମୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତଥା ରାଜ୍ୟ ଉପଦେଷ୍ଟା…
ବିଜେପୁରରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଭବ୍ୟ ସ୍ୱାଗତ
ବିଜେପୁର, ୧୨ ଜୁଲାଇ:ରାଜନୈତିକ ଉତ୍ସାହ, ବିପୁଳ ଜନସମାଗମ ଓ ଉତ୍ସବମୁଖର ପରିବେଶ ମଧ୍ୟରେ ଓଡ଼ିଶା ସରକାରଙ୍କ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ବିଜେପୁରରେ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଯାଇଛି। ବିଜେପୁର ବିଧାୟକ ସନତ କୁମାର ଗଡତୀୟାଙ୍କ ନେତୃତ୍ୱରେ ଆୟୋଜିତ ଏହି…
ପରିବେଶ ସୁରକ୍ଷା ପାଇଁ ଯୁବଗୋଷ୍ଠୀଙ୍କ ନିଆରା ପ୍ରୟାସ
ବିଜେପୁର: ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱ ତାପମାତ୍ରା ଭଳି ଗୁରୁତର ସମସ୍ୟା ମଧ୍ୟରେ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ତାଳପଦର ପଧାନପଡ଼ାର 'ଆଦର୍ଶ କ୍ଲବ' ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ।କ୍ଲବର ଯୁବ ସଦସ୍ୟମାନେ କୌଣସି ସରକାରୀ ସହାୟତା…
ଭଞ୍ଜନଗର ପୋଲିସକୁ ବଡ଼ ସଫଳତା: କାର୍ ସହ ୩୬ କିଲୋରୁ ଅଧିକ ଗଞ୍ଜେଇ ଜବତ, ଜଣେ ଗିରଫ
ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ପାଟ୍ରୋଲିଂ ସମୟରେ ଖାରିଗୁଡ଼ା ଟୋଲ୍ ଗେଟ୍ ନିକଟରୁ ଏକ ରୂପା ରଙ୍ଗର ଭେଣ୍ଟୋ କାର୍ ସହ ପ୍ରାୟ ୩୬.୮୧୦ କିଲୋଗ୍ରାମ ବେଆଇନ ଗଞ୍ଜେଇ ଜବତ କରାଯାଇଛି। ଏହି ମାମଲାରେ ବୁଗୁଡ଼ା…