Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଶ୍ରୀ ହନୁମାନ ଜୀଉଙ୍କ ନୂତନ ମନ୍ଦିରର ରତ୍ନମୁଦ ଉତ୍ସବ ମହାଆଡମ୍ବରରେ ସମ୍ପନ୍ନ
ଓଡ଼ଗାଁ, ୨୦।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ନନ୍ଦିଘୋର ଗ୍ରାମର ନୂଆସାହିଠାରେ ବିରାଜିତ ଶ୍ରୀ ଶ୍ରୀ ହନୁମାନ ଜୀଉଙ୍କ ନବନିର୍ମିତ ମନ୍ଦିରର ରତ୍ନମୁଦ ଉତ୍ସବ ସୋମବାର ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଧାର୍ମିକ ପରିବେଶ ମଧ୍ୟରେ ଆୟୋଜିତ ଏହି!-->…
ସନ୍ଫିଷ୍ଟ ମାରୀ ଲାଇଟ୍ ପୁରୀ ରଥ ଯାତ୍ରାରେ ‘ସୂର୍ଯ୍ୟ ବରଦାନ’ ପ୍ରୟାସ ସହିତ ଭିଟାମିନ ଡି’ ସଚେତନତାକୁ ଆଗେଇ ନେଲା
ଏକ ୨- ମିନିଟର ସନ୍ଫିଷ୍ଟ ମାରୀ ଲାଇଟ ଭିଟାମିନ ଡି’ ଆବଶ୍ୟକତା ଯାଞ୍ଚ ଜରିଆରେ
ଭୁବନେଶ୍ୱର / ପୁରୀ : ପ୍ରଚୁର ସୂର୍ଯ୍ୟକିରଣ ପ୍ରାପ୍ତି ସତ୍ତ୍ୱେ ନିୟୁତ ନିୟୁତ ଭାରତୀୟଙ୍କୁ ଭିଟାମିନ ଡି’ର ଅଭାବ ପ୍ରଭାବିତ କରିଚାଲିଛି, ଅନେକ ସମୟରେ ସୀମିତ ସଚେତନତା କାରଣରୁ ଏହା ଜଣାପଡୁନାହିଁ ।!-->!-->!-->…
ଟ୍ରକ୍କୁ ଧକ୍କା ଦେଲା ମାଛ ବୋଝେଇ ଟ୍ରକ୍, ୨ ମୃତ ୧ ଗୁରୁତର ।
କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ) କଟକ-ଚାନ୍ଦବାଲି ରାସ୍ତାର କୁସୁନପୁର ନିକଟରେ ଭୟାବହ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ରାସ୍ତାକଡ଼ରେ ଠିଆ ହୋଇଥିବା ଏକ ଟ୍ରକ୍କୁ ମାଛ ବୋଝେଇ ଅନ୍ୟ ଏକ ଟ୍ରକ୍ ଧକ୍କା ଦେବାରୁ ଏହି ଦୁର୍ଘଟଣା!-->!-->!-->…
ପାଣି ମିଟର ଚୋରି ଘଟଣାର ସଫଳ ପର୍ଦ୍ଦାଫାଶ : ଅଭିଯୁକ୍ତକୁ ଗିରଫ କଲା ପାରଳା ପୋଲିସ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ମଡେଲ ଥାନା ପୋଲିସ ସାଧାରଣ ଲୋକଙ୍କ ଘର ବାହାରେ ଲାଗିଥିବା ପାଣି ମିଟର ଚୋରି ଘଟଣାର ସଫଳ ପର୍ଦ୍ଦାଫାଶ କରି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଚୋରି ହୋଇଥିବା ୧୫ଟି ପାଣି ମିଟର ଓ ଏକ ହାତୁଡି ସହ ଉଦ୍ଧାର କରିଛି। ଥାନା କେସ୍!-->…
କିଶୋର କିଶୋରୀଙ୍କ ସଶକ୍ତୀକରଣ, ବାଲ୍ୟ ବିବାହ ଓ ଶିଶୁ ଶ୍ରମ ନିରାକରଣ ସମ୍ପର୍କିତ ତ୍ରୈମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ…
କେନ୍ଦ୍ରାପଡ଼ା:୨୦.୦୭(ପ୍ରଫୁଲ୍ଲ କୁମାର ମଲ୍ଲ) କିଶୋର କିଶୋରୀଙ୍କ ସଶକ୍ତୀକରଣ, ବାଲ୍ୟ ବିବାହ ନିରାକରଣ, ଶିଶୁ ଶ୍ରମ ଉଚ୍ଛେଦ ଏବଂ ଚାଇଲ୍ଡଲାଇନ୍ ଆଡଭାଇଜରୀ ବୋର୍ଡ ସମ୍ପର୍କିତ ତ୍ରୈମାସିକ ସମୀକ୍ଷା ବୈଠକ ଆଜି କେନ୍ଦ୍ରାପଡ଼ା କଲେକ୍ଟରେଟ୍ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ!-->…
ବେଲଗୁଣ୍ଠା ପାଇଁ ଗୌରବ: ନିଟ୍ ପରୀକ୍ଷାରେ କୃତିତ୍ୱ ହାସଲ କଲେ ଅଞ୍ଚଳର ମେଧାବୀ ଛାତ୍ର ସ୍ୱୟଂଶକ୍ତି
ବେଲଗୁଣ୍ଠା-୨୦/୭- (ଶିବରାମ ଚୌଧୁରୀ )-ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ଆଗରେ ସବୁ ପ୍ରତିବନ୍ଧକ ହାର୍ ମାନିଥାଏ। ଏହାକୁ ପୁଣିଥରେ ପ୍ରମାଣିତ କରି ଦେଖାଇଛନ୍ତି ବେଲଗୁଣ୍ଠା ଅଞ୍ଚଳର ଜଣେ ମେଧାବୀ ଛାତ୍ର। ଚଳିତ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରି!-->…
ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁ ଙ୍କ ପୀଠରେ ହେରା ପଞ୍ଚମୀ ମହାସମାରୋହରେ ପାଳିତ
ଜଗତସିଂହପୁର ,ତା ୨୦/୦୭/୨୬ ରିଖ: ଜଗତସିଂହପୁର ଜ଼ିଲ୍ଲା ରେ ପ୍ରସିଦ୍ଧି ଲାଭ କରିଥିବା ସିଦ୍ଧଳ ସ୍ଥିତ ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁ ଙ୍କ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣ ରେ ଆଜି ହେରା ପଞ୍ଚମୀ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି| ମା ଲକ୍ଷ୍ମୀ ଶ୍ରୀ ମନ୍ଦିର ରୁ ସୁସଜିତ!-->…
ବେଲଗୁଣ୍ଠାରେ ଜିଲ୍ଲାସ୍ତରୀୟ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
ବେଲଗୁଣ୍ଠା , ୨୦/୦୭- (ଶିବରାମ ଚୌଧୁରୀ )-ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବେଲଗୁଣ୍ଠା ବ୍ଲକ ସମ୍ମିଳନୀ କକ୍ଷଠାରେ ସୋମବାର ଏକ ଜିଲ୍ଲାସ୍ତରୀୟ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ!-->…
ବେଲଗୁଣ୍ଠା ଏନ.ଏ.ସି.ରେ ମନମୁଖୀ ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧି ଓ ପ୍ରଶାସନିକ ଅନିୟମିତତା ଅଭିଯୋଗ
ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ମହିଳା କାଉନସିଲର, ବ୍ୟବସାୟୀ ସଙ୍ଘ ଓ ସାହି ବାସିନ୍ଦା ।
ବେଲଗୁଣ୍ଠା-୨୦/୭-(ଶିବରାମ ଚୌଧୁରୀ )-କାଉନସିଲରଙ୍କ ଗୁରୁତର ଅଭିଯୋଗ: ଗୋପନରେ ହେଲା ବୈଠକ, ମିଳୁନି ନିଷ୍ପତ୍ତିର ନକଲ ବେଲଗୁଣ୍ଠା ଏନ.ଏ.ସି.ର ୭ ନମ୍ବର ୱାର୍ଡର ମହିଳା କାଉନସିଲର ଟି. ବବିତା!-->!-->!-->…
ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ କିସମର ବୃକ୍ଷ ରୋପଣ କରି ଝିଅର ଜନ୍ମଦିନ ପାଳିଲେ ସାହାଣି ପରିବାର
ବେଲଗୁଣ୍ଠା, ୨୦/୦୭-(ଶିବରାମ ଚୌଧୁରୀ )-, ମା ବୁଢାକେନ୍ଦୁ ପିଠରେ ଝିଅ ଅଦିତି ର ପ୍ରଥମ ଜନ୍ମଦିନ କୁ ଏକ ନିଆରା ଢଙ୍ଗରେ ପାଳନ କରି ସାହାଣୀ ପରିବାର ଓ ବେଲଗୁଣ୍ଠା ସାହିତ୍ୟ ଘରର ମିଳିତ ଆନୁକୂଲ୍ୟରେ ୪୦ ରୁ ଉର୍ଦ୍ଧ ବିଭିନ୍ନ କିସମର ଔଷଧୀୟ ବୃକ୍ଷ ମା ବୁଢାକେନ୍ଦୁଙ୍କ ପିଠରେ ରୋପଣ!-->!-->!-->…