Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାଜ୍ୟ ନିର୍ବାଚନ କମିଶନ କାର୍ଯ୍ୟାଳୟରେ ଅନୁ-ସଚିବ ଶ୍ରୀ ନିରଞ୍ଜନ ପାଢ଼ୀଙ୍କ କେନ୍ଦ୍ରାପଡ଼ା ଗସ୍ତ
ଏସ୍ଆଇଆର୍ର ଡ୍ରାଫ୍ଟ ପ୍ରକାଶ ପରବର୍ତ୍ତୀ କାର୍ଯ୍ୟକ୍ରମର ସମୀକ୍ଷା ।
କେନ୍ଦ୍ରାପଡ଼ା:୨୯.୦୭ )ପ୍ରଫୁଲ୍ଲ କୁମାର ମଲ୍ଲ) ରାଜ୍ୟ ନିର୍ବାଚନ କମିଶନ କାର୍ଯ୍ୟାଳୟର ଅନୁ -ସଚିବ ଶ୍ରୀ ନିରଞ୍ଜନ ପାଢ଼ୀ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରି ସ୍ୱତନ୍ତ୍ର ସଘନ ସଂଶୋଧନ (Special!-->!-->!-->!-->!-->…
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଶ୍ରୀ ଗୁରୁପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଶ୍ରୀ ଗୁରୁପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି।ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପରମ ପୂଜନୀୟ ଗୈରିକ ଧ୍ୱଜ ନିକଟରେ ପୁଷ୍ପ ଅର୍ପଣ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ!-->…
ପାର୍ଶ୍ୱବର୍ତ୍ତୀ ଗ୍ରାମର ନିଯୁକ୍ତିପ୍ରାପ୍ତ ଯୁବକଙ୍କୁ ୟୁଏଆଇଏଲ୍ର ସମ୍ବର୍ଦ୍ଧନା
ରାୟଗଡ଼ା, ୨୯/୭: ଉତ୍କଳ ଆଲୁମିନା, (ୟୁଏଆଇଏଲ୍) ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ପାରିପାର୍ଶ୍ୱିକ ଗ୍ରାମର ନଅଜଣ ଯୁବକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସେମାନେ ବେଙ୍ଗାଲୁରୁ ସ୍ଥିତ ଅଗ୍ରଣୀ ଗୃହ ଉପକରଣ ଓ ପ୍ରିସିଜନ୍ ଇଞ୍ଜିନିୟରିଂ!-->!-->!-->!-->!-->…
ବିଶ୍ୱ ହେପାଟାଇଟିସ୍ ଦିବସ ଅବସରରେ ରାୟଗଡ଼ ଜିଲ୍ଲାକୁ ଦୁଇଟି ରାଜ୍ୟସ୍ତରୀୟ ପୁରସ୍କାର
ରାୟଗଡ଼, ତା. ୨୯.୦୭.୨୦୨୬: ବିଶ୍ୱ ହେପାଟାଇଟିସ୍ ଦିବସ–୨୦୨୬ ଅବସରରେ ଜାତୀୟ ଭୂତାଣୁଜନିତ ହେପାଟାଇଟିସ୍ ନିୟନ୍ତ୍ରଣ କାର୍ଯ୍ୟକ୍ରମ (NVHCP) ୨୦୨୫–୨୬ ଅନ୍ତର୍ଗତ ରାୟଗଡ଼ ଜିଲ୍ଲା ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଓଡ଼ିଶା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ରାୟଗଡ଼ ଜିଲ୍ଲାକୁ!-->!-->!-->…
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ରମ୍ଭା ଠାରେ ଗୁରୁପୂର୍ଣ୍ଣିମା ଉତ୍ସବ ପାଳିତ
ରମ୍ଭା-: ୨୯.୭.୨୦୨୬-(ଶିବରାମ ଚୌଧୁରୀ ) ବୁଧବାର ଦିନ ଆମ୍ଭ ଅନୁଷ୍ଠାନ ରେ ଆଷାଢ଼ ପୂର୍ଣ୍ଣମା ତିଥି ଅବସରରେ ମହର୍ଷି ବ୍ୟାସଦେବଙ୍କ ଜୟନ୍ତି ଉତ୍ସବ ପାଳନ ହୋଇଅଛି । ପରିଚାଳନା ସମିତିର ସଭାପତି ଶ୍ରୀ ନରସିଂହ ସୁବୁଦ୍ଧିଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ।!-->!-->!-->!-->!-->…
ବିପୁଳ ପରିମାଣର ଦେଶୀ ମଦ ସହିତ ବାଇକ ଜବତ, ୦୨ ଗିରଫ ।
ବାଲେଶ୍ୱର ଅବକାରୀ ଅଧିକ୍ଷକ ଶେଖ ଅସଫ ଅଲ୍ଲୀଙ୍କ ନିର୍ଦ୍ଦେଶକ୍ରମେ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ଖଇରା ଥାନା ଅନ୍ତର୍ଗତ ବର୍ତ୍ତନା ବଜାର ଓ ରାମପୁର କେନାଲ ଛକ ନିକଟରେ ଚଢ଼ାଉ କରାଯାଇ!-->!-->!-->…
ଦନ୍ତାହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ, ଅଞ୍ଚଳରେ ଭୟର ବାତାବରଣ
ଘୁ.ଉଦୟଗିରି, ୨୯/୦୭(ଅବନୀ କୁମାର ପ୍ରଧାନ) କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ବନାଞ୍ଚଳ ଅନ୍ତର୍ଗତ ଡଙ୍ଗାଏଯୁ ଗ୍ରାମ ନିକଟସ୍ଥ ସିରାପାଦେରୀ ନିକଟରେ ଦନ୍ତା ହାତୀ ଆକ୍ରମଣରେ ପ୍ରଦୀପ ପ୍ରଧାନ ନାମକ ବ୍ୟକ୍ତି ଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଡଙ୍ଗାଏଯୁ ଗ୍ରାମର ପ୍ରଦୀପ!-->…
ଲଗାଣ ବର୍ଷାରେ ପାଣି ଘେରରେ ଥିବା ପରିବାରଙ୍କୁ ପୌର ଅଧ୍ୟକ୍ଷା ଲିକା ସାହୁଙ୍କ ରିଲିଫ ବଣ୍ଟନ
ବଲାଙ୍ଗୀର: ଲଗାଣ ବର୍ଷା ଯୋଗୁଁ ବଲାଙ୍ଗୀର ସହରର ବିଭିନ୍ନ ଅଞ୍ଚଳରେ ପାଣି ଘେରରେ ରହିଥିବା ଅସହାୟ ପରିବାରମାନଙ୍କୁ ବଲାଙ୍ଗୀର ପୌରପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଉପଶମ (ରିଲିଫ) ସାମଗ୍ରୀ ବଣ୍ଟନ କରିଛନ୍ତି।
ଗତ ପ୍ରାୟ ୧୭ ଦିନ ଧରି ଲଗାତାର ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ!-->!-->!-->!-->!-->…
ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ପଛରେ ଚାଲିବ ଅସ୍ଥାୟୀ ଗୋଶାଳା
ଓଡ଼ଗାଁ, ୨୯।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ଅନ୍ତର୍ଗତ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ପଛପାଖରେ ଥିବା ଖାଲି ପରିସରରେ ଅସ୍ଥାୟୀ ଗୋଶାଳା ଚାଲୁ କରାଯିବ। ଏନେଇ ବୁଧବାର ଓଡ଼ଗାଁ ଏନ୍ଏସି ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା, ଗୋଷ୍ଠୀ ପ୍ରାଣୀ!-->!-->!-->…
ବିଦ୍ୟୁତ୍ ସଟ୍ସର୍କିଟ୍ରେ ଜଳିଗଲା ଏସି,ପୋଡ଼ିଗଲା କାନ୍ଥ ଟାଇଲ
ଓଡ଼ଗାଁ, ୨୯।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ରୋଗୀ ନିରୀକ୍ଷଣ ଗୃହରେ ବୁଧବାର ବିଦ୍ୟୁତ୍ ସଟ୍ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟି ଏୟାର କଣ୍ଡିସନର୍ (ଏସି) ସମେତ କାନ୍ଥର ଟାଇଲ୍ ପୋଡ଼ି ନଷ୍ଟ ହୋଇଯାଇଛି।!-->!-->!-->…