Browsing Category

ଖେଳ

ଝାରବନ୍ଧର ମାଁ ରକମା ଦେବୀ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ,ଗୌଡମାଲ ଦଳ ଚମ୍ପିୟାନ 

ଝାରବନ୍ଧ/ସଦାନନ୍ଦ ବେହେରା-ପଦ୍ମପୁର ଉପଖଣ୍ଡସ୍ତ ଝାରବନ୍ଧର ମଝିପଡା ଠାରେ ମାଁ ରକମା ଦେବୀ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ ହୋଇଯାଇଛି  । ଏହି ଟୁର୍ଣ୍ଣାମେଂଟରେ ଆଖପାଖ ଅଂଚଳର ୧୦ଗୋଟି ଦଳ ଅଂଶଗ୍ରହଣ କରିଥିଲେ  ।ଫାଇନାଲ ମ୍ୟାଚ ଗୌଡମେଳ ଓ ଗଡଫୁଲଝେର ମଧ୍ୟରେ ଅନୁଷ୍ଠିତ  ହୋଇଥିଲା ଏବଂ…

୨୪ତମ ସର୍ବଭାରତୀୟ ଛିନେ୍ଦକେଲା କ୍ରିକେଟ କପ : ଖୋର୍ଦ୍ଧା ଓ ନାଗପୁର ମଧ୍ୟରେ ଫାଇନାଲ

ପଦ୍ମପୁର/ନିଳ ଦୀପ-ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ଛିନେ୍ଦକେଲା ମିନି ଷ୍ଟାଡିୟମ ଠାରେ ଚାଲିଥିବା ସର୍ବଭାରତୀୟ ଛିନେ୍ଦକେଲା କ୍ରିକେଟ କପ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଇଷ୍ଟକୋଷ୍ଟ ଖୋର୍ଦ୍ଧା ଓ ଜାମସଦେପୁର ମଧ୍ୟରେ ଅନୁଷ୍ଟିତ ହୋଇଯାଇଛି  । ଉଦଘାଟନୀ ଉତ୍ସବରେ ଛିନେ୍ଦକେଲା ସ୍ତିତ…

୧୦ତମ ମହୁଲମୁଣ୍ଡା ଭିପିଏଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ,ବଡ଼ବାହାଳ ଚାମ୍ପିଅନ

ରେଢ଼ାଖୋଲରୁ ଯଶୋବନ୍ତ ନାରାୟଣ ସାହୁ : ରେଢ଼ାଖୋଲ ବ୍ଲକ ମହୁଲମୁଣ୍ଡା ପଡ଼ିଆରେ ଚାଲିଥିବା ୧୦ତମ ଭିପିଏଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ ଉଦଯାପିତ ହୋଇଯାଇଛି | ଫାଇନାଲ ମ୍ୟାଚରେ କୁକୁଡ଼ାବାହାଳୀକୁ ହରାଇ ବଡ଼ବାହାଳ ଚାମ୍ପିଅନ୍ ହୋଇଛି I ବଡ଼ବାହାଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା |…

ତୁର୍ଲା ଗ୍ରାମରେ ଜୟ ଦୁର୍ଗା କ୍ରିକେଟ କପ : ସାମିଲ ହୋଇଛନ୍ତି ୨୪ଗୋଟି ଦଳ 

 ଝାରବନ୍ଧ-ଝାରବନ୍ଧ ବ୍ଳକ ତୁର୍ଲା ଗ୍ରାମରେ ଜୟ ଦୁର୍ଗା କ୍ରିକେଟ କପ ଶୁଭ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଯୁବନେତା ତଥା ଲୋକ ପ୍ରିୟ ସମାଜସେବୀ ରାଜୁ ଘିବେଲା ମୁଖ୍ୟ ଅତିଥି ଭାବରେ ଏବଂ ପୂର୍ବତନ ବିଜେପି ବ୍ଳକ ସଭାପତି ସନ୍ତୋଷ ବେହେରା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଶୁଭଉଦଘାଟନ…

ନୂଆପଡ଼ାରେ ୧୯ତମ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟ 

ଝାରବନ୍ଧ(ଜଗଦଲପୁର)/ହେମସାଗର ସାହୁ- ପଦ୍ମପୁର ଉପଖଣ୍ଡ ଜଗଦଲପୁର ଗ୍ରାମପଞ୍ଚାୟତ,ନୂଆପଡ଼ା ଗ୍ରାମ (ସ୍କୁଲପଡା) ନୂଆପଡ଼ା ୨୦୧୮-୧୯ ଆନୁକୂଲ୍ୟରେ ୧୯ତମ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟ ହୋଇଯାଇଛି । ଉକ୍ତ ଟୁର୍ଣ୍ଣାମେଣ୍ଟର ମୁଖ୍ୟ ଅତିଥି ନୂଆପଡ଼ା ଗ୍ରାମର ଯୁବନାଗରିକ ଶ୍ରୀ ଟେସଲାଲ ସାହୁଙ୍କ…

ଛିନ୍ଦେଇକେଲା ସର୍ବ ଭାରତୀୟ କ୍ରିକେଟ କପ୍ : ବିଲାସପୁର ରେଲୱେ କୁ ହରାଇ ସେମିରେ ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧା ।

ପଦ୍ମପୁର/ନିଳ ଦୀପ-ପଦ୍ମପୁର ଉପଖଣ୍ଡସ୍ଥ ପାଇକମାଳ ବ୍ଳକ ଛିନ୍ଦେଇକେଲା ମିନି ଷ୍ଟାଡିୟମରେ ଚାଲିଥିବା ଗ୍ରୃପ-ବି ପର୍ଯ୍ୟାୟରେ ଚାଲିଥିବା ଲିଗ୍ ମ୍ୟାଚରେ ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧା ବିଲାସପୁର ରେଲୱେ କୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଜାମସେଠ ପୂର୍ବତନ ସରପଞ୍ଚ ପ୍ରମୋଦ ରାୟ ମୂଖ୍ୟ…

ସିକେନାଇଡୁ ଟ୍ରଫି : ଓଡିଶା-ଜାମ୍ମୁକାଶ୍ମୀର ମ୍ୟାଚ୍ ଅମିମାଂସିତ

 ବଲାଙ୍ଗିର,(ନିରୋଜ ମିଶ୍ର)  ଗାନ୍ଧୀଷ୍ଟାଡିୟମ ଠାରେ ଚାଲିଥିବା ସିକେ ନାଇଡୁ ଟ୍ରଫି (୨୩ ବର୍ଷରୁ କମ୍ ) ଚତୁର୍ଥ ଦିବସରେ ଓଡିଶା ଲଢ଼ୁଆ ଖେଳ ପ୍ରଦର୍ଶନ କରି ମ୍ୟାଚକୁ  ଅମିମାଂସିତ  ରଖିବାରେ ସଫଳ ହୋଇଛି । ଓଡିଶା ଗତ କାଲିର ଅସମାପ୍ତ ଖେଳ ଆରମ୍ଭ କରି ଆଜି ମ୍ୟାଚ୍ ଶେଷ ହେବା ପୁର୍ବରୁ…

ଛିନ୍ଦେଇକେଲା ସର୍ବ ଭାରତୀୟ କପ୍: ପୁରୀକୁ ହରାଇ ଜାମସେଦପୁର ସେମିରେ ।

ପଦ୍ମପୁର/ନିଳ ଦୀପ-ବରଗଡ଼ ଜିଲ୍ଲା ପାଇକମାଳ ବ୍ଳକ ଛିନ୍ଦେଇକେଲା ମିନି ଷ୍ଟାଡିୟମରେ ଚାଲିଥିବା ଗ୍ରୃପ -ବି ପର୍ଯ୍ୟାୟରେ ପୁରୀକୁ ହରାଇ ଜାମସେଦପୁର ସେମିଫାଇନାଲରେ ପ୍ରବେଶ କରିଛି। ଜାମସେଠ ସରପଞ୍ଚ ରମ୍ଭା ତାଣ୍ଡି ଅତିଥି ଭାବେ ଯୋଗଦେଇ ଖେଳ ଆରମ୍ଭ କରିଥିଲେ। ଜାମସେଦପୁର ପ୍ରଥମ ବ୍ୟାଟିଂ କରି…

ସିକେନାଇଡୁ ଟ୍ରଫି : ଜାମ୍ମୁକାଶ୍ମୀର ବିପକ୍ଷରେ ଓଡିଶା ଦଳର ବ୍ୟାଂଟି ବିପର୍ଯ୍ୟୟ 

ବଲାଙ୍ଗିର(ନିରୋଜ ମିଶ୍ର )-ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମଠାରେ ଚାଲୁଥିବା ସିକେ ନାଇଡୁ ଟ୍ରଫିର ତୃତୀୟ ଦିବସରେ  ଦିବସରେ ଓଡିଶା ତାର କାଲିର ଅସମାପ୍ତ ପାଳି ୫୬ ରନରୁ  ଆରମ୍ଭ କରି  ଆଉ ମାତ୍ର ୧୫୦ ରନ୍ ଯୋଗକରି କରି ସମୁଦାୟ ୨୦୬ ରନ୍ ସମସ୍ତ ଉଇକେଟ ହରାଇ  ଫଲୋଅନ ସମ୍ମୁଖୀନ ହୋଇଛି । ଓଡିଶା…

ଛିନ୍ଦେଇକେଲା ସର୍ବ ଭାରତୀୟ କ୍ରିକେଟ: ଫାଇନାଲରେ ନାଗପୁର କରିମ୍ ସ୍ପୋର୍ଟିଙ୍ଗ୍ ।

ପଦ୍ମପୁର/ନିଳ ଦୀପ -ବରଗଡ଼ ଜିଲ୍ଲା ପାଇକମାଳ ବ୍ଳକ ଛିନ୍ଦେଇକେଲା ମିନି ଷ୍ଟାଡିୟମରେ ଚାଲିଥିବା ୨୪ତମ ସର୍ବ ଭାରତୀୟ କ୍ରିକେଟ ପ୍ରତିଯୋଗିତା ସେମିଫାଇନାଲରେ ରାଞ୍ଚି ରେଲୱେ କୁ ହରାଇ ନାଗପୁର କରିମ୍ ସ୍ପୋର୍ଟିଙ୍ଗ୍ ଫାଇନାଲରେ ପ୍ରବେଶ କରିଛି । ସେମିଫାଇନାଲରେ ସମିତି ସଭ୍ୟା…