ପୂର୍ବ ଶତ୍ରୁତାକୁ ନେଇ ମିଳିତ ଆକ୍ରମଣରେ ଜଣେ ଗୁରୁତର,
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାଉଁଶଗାଡ଼ିଆ ଛକରେ ବୁଧବାର ସନ୍ଧ୍ୟାରେ ଜଣେ ଯୁବକଙ୍କୁ ମିଳିତ ଆକ୍ରମଣରେ ସେ ଗୁରୁତର ହୋଇଥିଲେ । ପରିବାର ଲୋକ ତାଙ୍କୁ ଉଦ୍ଧାର କରିବାକୁ ଆସିଥିଲେ ମଧ୍ୟ ଆକ୍ରମଣକାରୀଙ୍କ ଭୟରେ ଦୁରେଇ ରହିଲେ । ଖବର ପାଇ ପିସିଆର ଭ୍ୟାନ…