ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ବିଜୟ ଶ୍ରୀ ରାଉତ ରାୟ ଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ।
ବାସୁଦେବପୁର -ବିଜୟଶ୍ରୀ ରାଉତରାୟ ଓଡିଶା ରାଜନୀତିରେ ସେ ଥିଲେ ବର୍ଷିଆନ ଜନନେତା. ଓଡିଶା ରାଜନୀତିରେ ସେ ଥିଲେ ବରିଷ୍ଟ ନେତା,ସେ ରାଜ୍ୟରାଜନୀତିରେ ସତନ୍ତ୍ର ସ୍ଥାନଅଳଙ୍କୃତ କରିଥିଲେ ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀରୁସେ୧୯୯୦ରୁ ୨୦୧୯ ପ୍ରଯ୍ୟନ୍ତ ୬ ଥର ଅପ୍ରତିଦ୍ବନ୍ଦି…