ଘରୁ ଡାକି ନେଇ ଯୁବକ କୁ ହତ୍ୟା, ମୁଖ୍ୟ ଅଭିଯୁକ୍ତ ବାଲୁଗାଁ ରୁ ଗିରଫ।
ବୁଗୁଡ଼ା: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ମୋଟାବାଡି ଗ୍ରାମର ସନ୍ତୋଷ ରାଉତ ନାମକ ଜଣେ ଯୁବକ କୁ ଗତ ୨୦ ତାରିଖ ଦିନ ତାଙ୍କ ବନ୍ଧୁ ବସନ୍ତ ନାୟକ ମେଢ଼ ଦେଖିବାକୁ କହି ଡ଼ାକି ନେଇ ନିଜ ପକେଟ୍ ରେ ରଖିଥିବା ଛୁରୀ ରେ ବେକ କାଟି ବିଭତ୍ସ ଭାବେ ହତ୍ୟା କରି ରାସ୍ତା କଡ଼ରେ ଫୋପାଡି!-->…