ମଦ ବିକ୍ରିକୁ କେନ୍ଦ୍ରକରି ଗଣ୍ଡଗୋଳ: ଛୁରା ମାଡ଼ରେ ଜଣେ ଗୁରୁତର, ଦୁଇ ଗିରଫ

ରାଜଗାଙ୍ଗପୁର,13-09-25. ରାଜଗାଙ୍ଗପୁର ଥାନା ଲାଞ୍ଜିବେଣ୍ଡା ଫାଣ୍ଡି ଲକ୍ଷ୍ମୀପୋଷ ଗାଁରେ ଫୁଟ୍‌ବଲ୍‌ ମ୍ୟାଟ୍‌ରେ ଦେଶୀ ମଦ ବିକ୍ରିକୁ ବିରୋଧ କରିବାକୁ ନେଇ ଦୁଇ ପକ୍ଷ ମଧ୍ୟରେ ଗଣ୍ଡଗୋଳ ଏବଂ ପରେ ଛୁରା ମାଡ଼ ହୋଇଛି। ଜଣେ ଗୁରୁତର ହୋଇଛନ୍ତି। ପୁଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

କଳାହାଣ୍ଡିରେ ସମାଜବାଦୀ ପାର୍ଟିର ପିଡିଏ ପଞ୍ଚାୟତ

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ ):୧୩/୯ ସମାଜବାଦୀ ପାର୍ଟି କଳାହାଣ୍ଡି ଜିଲ୍ଲାରେ ଶନିବାର ପିଡିଏ ପଞ୍ଚାୟତ ଓ କର୍ମୀ ସମ୍ମିଳନୀ ଭବାନୀପାଟଣା ସ୍ଥିତ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଏକ ବିଶାଳ ବାଇକ୍ ରେଲି ଆଇଟିଆଇ ଠାରୁ ସର୍କିଟ ହାଉସ ପର୍ଯ୍ୟନ୍ତ…

ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ମହକ 2025 ଉଦଘାଟିତ ।

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) 13.9.25 - ସ୍ଥାନୀୟ ଟାଉନ ହଲ ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ମହକ କାର୍ଯ୍ୟକ୍ରମ ମହା ଆଡମ୍ବର ସହକାରେ ଉଦଘାଟିତ ହୋଇଯାଇଛି। ଶିଶୁ ଯତ୍ନ ଅନୁଷ୍ଠାନ ରେ ରହୁଥିବା ଶିଶୁ ମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ କଳା ଓ ପ୍ରତିଭା ର ବିକାଶ…

ନବରଙ୍ଗପୁର ଠାରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୫

ନବରଙ୍ଗପୁର, ୧୩.୯.୨୦୨୫: ଅଶୋକ ସାହୁ,ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ଦୌରାଜର୍ଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁରର ଅଧ୍ୟକ୍ଷ ସୁବ୍ରତ ମହାନ୍ତିଙ୍କ ନିର୍ଦ୍ଧେଶ କ୍ରମେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୫ ଅନୁଷ୍ଟିତ…

ପଞ୍ଚାୟତ ମହାବିଦ୍ୟାଳୟରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଲିତ

ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ତାଳପଦର ପଞ୍ଚାୟତ ମହାବିଦ୍ୟାଳୟ ପରିସରରେ ଆଜି ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଲିତ ହୋଇଯାଇଛି।ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପ୍ରତିବର୍ଷ ସେପ୍ଟେମ୍ବର ମାସର ଦ୍ୱିତୀୟ ଶନିବାର ପାଳନ ହୋଇଥାଏ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଲୋକମାନଙ୍କୁ…

ଟିପିସିଓଡିଏଲ୍ ପକ୍ଷରୁ ନୟାଗଡ଼ରେ ୬୬ ଭାଗ୍ୟଶାଳୀ ଉପଭୋକ୍ତା ପୁରସ୍କୃତ

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ନୟାଗଡ଼ ଡିଭିଜନରେ ଆୟୋଜିତ ଏକ ସ୍ୱତନ୍ତ୍ର ପୁରସ୍କାର ବିତରଣ ସମାରୋହରେ ‘ବିଲ୍ ପେ ଆଣ୍ଡ୍ ୱିନ୍ ସ୍କିମ୍‌’ ଅଧୀନରେ ୬୬ ଜଣ ଭାଗ୍ୟଶାଳୀ…

“ମାକାଉଲେ ଭାରତରେ ଯେଉଁ ଶିକ୍ଷା ନୀତି ପ୍ରସ୍ତୁତ କରିଥିଲେ ତାହା କେବଳ ଭାରତକୁ ନୀଚ୍ଚ କରିବାର ଏକ ପ୍ରକ୍ରିୟା…

ସମ୍ବଲପୁର ବିଶ୍ୱବିଦ୍ୟାଳୟର ୩୫ତମ ସମାବର୍ତ୍ତନ ସମାରୋହରେ କେନ୍ଦ୍ରମନ୍ତ୍ରୀ ମାତୃଭାଷାରେ ଶିକ୍ଷା ସମୟର ଆବଶ୍ୟକତା, ଓଡ଼ିଶାବାସୀଙ୍କ ସମୃଦ୍ଧି ଉପରେ ବିଶ୍ୱବିଦ୍ୟାଳୟ ଚିନ୍ତା କରିବା ଆବଶ୍ୟକ - ଧର୍ମେନ୍ଦ୍ର ପ୍ରଧାନ   ସମ୍ବଲପୁର, ସେପ୍ଟେମ୍ବର ୧୩ – ଓଡ଼ିଶାବାସୀଙ୍କ ସୁଖ, ସମୃଦ୍ଧି ଓ…

ସାର ନେବାକୁ ଚାଷୀଙ୍କ ମଧ୍ୟରେ ଟଣାଓଟରା: ସାର ଅଭାବ ପାଇଁ ନାକରେ କାନ୍ଦୁଚି ଚାଷୀ

ଆବଶ୍ୟକ ଥିଲା ୧ହଜାର ମିଳିଲା ୨ ଶହ ବସ୍ତା,୧୫ରୁ ଉର୍ଦ୍ଧ୍ବ ସମିତିକୁ ମିଳିନାହିଁ ସାର ଓଡ଼ଗାଁ,୧୨।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଏବଂ ଏନ୍ଏସି ଅଞ୍ଚଳରେ ସାର ଅଭାବ ପାଇଁ ଚାଷୀମାନେ ଚିନ୍ତାରେ ପଡ଼ି ଯାଇଥିବା ବେଳେ ଏହି ବ୍ଳକରେ ୨ରୁ ୩ ଗୋଟି ସମିତିକୁ ଛାଡ଼ି…

ଶରଣକୁଳ ଏନଏସି ଘୋଷଣା ଦାବିରେ ୮ ଘଣ୍ଟିଆ ବନ୍ଦ ଡାକରା ସଫଳ

ପୂର୍ବ ସରକାରଙ୍କ ନିଷ୍ପତ୍ତିରେ ପରିବର୍ତ୍ତନ, ଓଡ଼ଗାଁ,୧୨।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଲଡୁକେଶ୍ବର ମହାଦେବଙ୍କ ବିଜେ ସ୍ଥଳୀ ଶରଣକୁଳକୁ ପୂର୍ବ ସରକାରଙ୍କ ଦ୍ଵାରା ଏନଏସି ଘୋଷଣା କରାଯାଇଥିବା ବେଳେ ବର୍ତ୍ତମାନର ରାଜ୍ୟ ସରକାର ଏହାକୁ ଅଣଦେଖା କରି ଏନ୍ଏସି…

ଦଶମ ଶ୍ରେଣୀ ଛାତ୍ର ନିଖୋଜ

ଓଡ଼ଗାଁ,୧୨।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସରକାରୀ ଉଚ୍ଚବିଦ୍ୟାଳୟ ୧୦ମ ଶ୍ରେଣୀର ଜଣେ ଛାତ୍ର ଶୁକ୍ରବାର ସକାଳ ୧୦ଟା ବେଳେ ସ୍କୁଲକୁ ଯିବାକୁ କହି ସ୍କୁଲ ବ୍ୟାଗ୍ ଧରି ଘରୁ ବାହାରି ଯାଇଥିଲା । ତେବେ ସ୍କୁଲ୍ ଛୁଟି ହେବା ପରେ ପୁଅ ଘରକୁ ନଫେରିବାରୁ ଶୁକ୍ରବାର…