ଟିପର ଚକା ତଳେ ପଡି ଜଣେ ମୃତ, କ୍ଷତି ପୂରଣ ଦାବୀ ରେ ୫ ଘଣ୍ଟା ରାସ୍ତା ଉପରେ ପଡି ରହିଲା ଶବ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୩/୦୭/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ସଦର ଡାବୁଗାଁ ଦୈନିକ ବଜାର ବୋରିଗାଁ ରାସ୍ତା ଉପରେ ଏକ ଟ୍ରିପର ଚକା ତଳେ ପଡି ଜଣେ ମୃତ୍ୟୁ ବରଣ କରିଛି। ମୃତ ବ୍ୟକ୍ତି ଜଣକ ଡାବୁଗାଁ ହାଇସ୍କୁଲ ରୋଡ ର ରାଜୁ ଯାଦବ (୫୩) ବୋଲି ଜଣା ପଡିଛି।ତେବେ…

କେସିଙ୍ଗା ବନାଞ୍ଚଳ ଅନ୍ତର୍ଗତ କଶୃପଡ଼ାରେ ବନ ମହୋତ୍ସବ ସପ୍ତାହ

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ): ଆଦ୍ୟ ତା.୦୩.୦୭.୨୦୨୫ ରିଖ ବୁଧବାର ସକାଳ ୩.ଘଣ୍ଟା ସମୟରେ କେସିଙ୍ଗା ବନାଞ୍ଚଳ ଅଧିକାରିଣୀ ଶ୍ରୀମତୀ ସ୍ନିଗ୍ଧା ସରିତା ବଳିଆର ସିଂ ଙ୍କ ପ୍ରତେକ୍ଷ୍ୟ ତତ୍ୱାବଧାନରେ କେସିଙ୍ଗା ବନାଞ୍ଚଳ ଅନ୍ତର୍ଗତ କଶୃପଡ଼ା ସେକ୍ସନ ବନପାଳ ଶ୍ରୀଯୁକ୍ତ…

ଟିପିଡବ୍ଲୁଓଡିଏଲ୍ ଦ୍ୱାରା ସମ୍ବଲପୁର ଏବଂ ଝାରସୁଗୁଡା ଜିଲ୍ଲାରେ ବିଦ୍ୟୁତ୍ଭିତ୍ତିଭୂମିର ଉନ୍ନତିକରଣ

 ପଣସପଡ଼ା ଏବଂ ସାଲେପଡ଼ା ଗ୍ରାମରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମରଗୁଡ଼ିକୁ ଅପଗ୍ରେଡ କରାଯାଇଅଛି ।  ତେଲିପଡ଼ା ଗ୍ରାମରେ ଏକ ଅତିରିକ୍ତ ୨୫୦କେ.ଭି.ଏ କ୍ଷମତା ବିଶିଷ୍ଟ ବିଦ୍ୟୁତ୍ ଟ୍ରାନ୍ସଫର୍ମରସ୍ଥାପନ କରାଯାଇଅଛି ।  ଏହି ଅପଗ୍ରେଡସନ୍ ଦ୍ୱାରା ନିରବଚ୍ଛିନ୍ନ ବିଦ୍ୟୁତ…

ବିଏମସି ଆସିଷ୍ଟାଣ୍ଟ୍ କମିଶନର୍ ଙ୍କୁ ମାଡ଼ ବିରୋଧରେ ଓଏଏସ୍ ଅଧିକାରୀ ସମୂହ ଛୁଟିରେ ; ଲୋକେ ନାହିଁ ନଥିବା ଅସୁବିଧାର…

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଭୁବନେଶ୍ଵର ମହାନଗର ନିଗମର ଆସିଷ୍ଟାଣ୍ଟ୍ କମିଶନର୍ କୁ ମାଡ଼ ଘଟଣାକୁ ବିରୋଧ ଏବଂ ଦୋଷୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବିରେ ରାଜ୍ୟ ଓଏଏସ୍ ସଂଘର ଆହ୍ୱାନ କ୍ରମେ ସମଗ୍ର୍ ରାଜ୍ୟର ଓଏଏସ୍ ମାନେ ଦୁଇ ଦିନିଆ ଛୁଟିରେ ରହିବା ପରେ ରାଜ୍ୟ ପ୍ରଶାସନିକ…

ବିଜେପି ବିଧାୟକଙ୍କ ଗାଡି ଚୋରା ଗଞ୍ଜେଇ ଓ ମଦ ଚାଲାଣ ପାଇଁ ବ୍ୟବହାର ହେଉଛି: ବିଜେଡି

https://youtu.be/rISwVeihRaA ବିଧାୟକଙ୍କୁ ଘଣ୍ଟ ଘୋଡାଇବା ପାଇଁ କୌଣସି କେସ ହୋଇନାହିଁ ବିଧାୟକ ପ୍ରକାଶ ସୋରେନଙ୍କ ବିରୋଧରେ ଏନଡିପିଏସ ଆକ୍ଟରେ କେସ ରୁଜୁ ହେଉ ରାଜ୍ୟର ଅଧିକାଂଶ ବିଜେପି ବିଧାୟକ ଏବେ ବିଭିନ୍ନ ବେଆଇନ କାର୍ୟ୍ୟରେ ଲିପ୍ତ ଭୁବନେଶ୍ୱର,…

ବିଜେପି ବିଧାୟକ ସନ୍ତୋଷ ଖଟୁଆ ନାରୀ ଜାତିକୁ କ୍ଷମା ମାଗନ୍ତୁ: ବିଜେଡି

ନୀଳଗିରି ବିଧାୟକଙ୍କ ହାତୀ ଦାନ୍ତ ଚୋରିରେ ସଂପୃକ୍ତି ଅଭିଯୋଗ  ହାତୀ ଦାନ୍ତ ଚୋରିକୁ ଚପାଇବା ପାଇଁ ନାରୀ ଜାତିଙ୍କୁ ଅପମାନ  ମହିଳାମାନେ ରାଜନୀତିକୁ ନଆସନ୍ତୁ ବୋଲି ବିଜେପି ଚାହେଁ କି ? ଭୁବନେଶ୍ୱର, ୦୩/୦୭/୨୦୨୫: ନୀଳଗିରି ବିଜେପି ବିଧାୟକ ଶ୍ରୀ ସନ୍ତୋଷ ଖଟୁଆଙ୍କ…

ବେଲଗୁଣ୍ଠା ଥାନାରେ ନୂତନ ଆଇଆଇସିଙ୍କୁ ସ୍ୱାଗତ, ପୂର୍ବତନ ଆଇଆଇସିଙ୍କୁ ବିଦାୟ ସମ୍ବର୍ଦ୍ଧନା

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ ), ବେଲଗୁଣ୍ଠା ଥାନା ପରିସରରେ ନୂତନ ଥାନା ଅଧିକାରୀ ଭାବେ ଯୋଗ ଦେଇଥିବା ରେବତୀ ଶବରଙ୍କୁ ଆଜି ଥାନା ତରଫରୁ ଏବଂ ବେଲଗୁଣ୍ଠା ପ୍ରେସକ୍ଲବ ତରଫରୁ ଉପଢ଼ୌକନ ଏବଂ ଜଗନ୍ନାଥଙ୍କ ଫଟୋ ଚିତ୍ର ଦେଇ ସ୍ୱାଗତ କରାଯାଇଥିଲା I ସେହିପରି ଏଠାରେ ପୂର୍ବରୁ କାର୍ଯ୍ୟରତ ଥିବା…

ରଥଯାତ୍ରା ଅବ୍ୟବସ୍ଥା ଓ ବିଏମସିରେ ଗୁଣ୍ଡାରାଜ ଘଟଣା ସାରା ଦେଶରେ ରାଜ୍ୟକୁ ନିନ୍ଦିତ କରିଛି: ବିଜେଡି

 ରଥଯାତ୍ରା ଅବ୍ୟବସ୍ଥା ପାଇଁ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ତୁରନ୍ତ ଇସ୍ତଫା ଦିଅନ୍ତୁ  ବିଏମସି ଘଟଣାରେ ଜଗନ୍ନାଥ ପ୍ରଧାନଙ୍କୁ ତୁରନ୍ତ ଗିରଫ କରାଯାଉ ଭୁବନେଶ୍ୱର, ୦୨/୦୭/୨୦୨୫: ବିଏମସିର ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ନହେବା ଓ…

ଜିଲ୍ଲା ଭାରତ ସ୍କାଉଟ୍ ଓ ଗାଇଡ ଏବଂ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ର ମିଳିତ ଆନୁକୂଲ୍ୟରେ ୭୬ ତମ ବନ ମହୋତ୍ସବ…

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ: ଗଜପତି ଜିଲ୍ଲା ଭାରତ ସ୍କାଉଟ୍ ଓ ଗାଇଡ ଏବଂ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ର ମିଳିତ ଆନୁକୂଲ୍ୟରେ ମହାରାଜଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଓ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପ୍ରାଙ୍ଗଣରେ ୭୬ ତମ ବନ ମହୋତ୍ସବ ସପ୍ତାହ-୨୦୨୫ ପାଳିତ ହୋଇଯାଇଛି। ଜିଲ୍ଲାର…

ଗଜପତି ଜିଲ୍ଲାର ବିକାଶରେ ସ୍ୱେଚ୍ଛାସେବୀ ସଂଗଠନର ପ୍ରମୁଖ ଭୂମିକା ରହିଛି : ଅଚ୍ୟୁତ ଦାସ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା ଅଟେ। ଯେଉଁଠି ସମତଳ ଜମିର ଅଭାବ ପରିଲିକ୍ଷିତ ହୋଇଥାଏ। ତଥାପି କୃଷି ଭିତ୍ତିକ କାର୍ଯ୍ୟକ୍ରମ ସହ ଉଦ୍ୟାନ ଭିତ୍ତିକ ବିକାଶର ଆବଶ୍ଯକତା ରହିଛି। ବିଶେଷ କରି କ୍ୟୁଇନ୍ ସପୁରୀ , ଖଜରା ପଣସ ଏବେବି…