ସୁଶ୍ରୁଷା ଇ-କ୍ଲିନିକ ଗ୍ରାମାଞ୍ଚଳ ପାଇଁ ଆଣି ଦେଇଛି ବିଶେଷଜ୍ଞ ଡାକ୍ତରଙ୍କ ଚିକିତ୍ସା ସୁବିଧା

ଓଡଗାଁ,୩୦।୯(ଶ୍ରୀକାନ୍ତ କୁମାର ମିଶ୍ର): ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନେ ଆବଶ୍ୟକ ସ୍ଥଳେ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା ପାଇବା ବ୍ୟୟ ବହୁଳ ହୋଇ ପଡୁଥିଲା ବେଳେ ସୁଶ୍ରୁଷା ଇ-କ୍ଳିନିକ ମାଧ୍ୟମରେ ଏବେ ବିଶେଷଜ୍ଞ ଡାକ୍ତରଙ୍କ ଚିକିତ୍ସା ସୁବିଧା ଗ୍ରାମାଞ୍ଚଳର ରୋଗୀ ଟିଏ…

ନିଖୋଜ ଛାତ୍ରର ମୃତ ଦେହ ଉଦ୍ଧାର

ବେଲଗୁଣ୍ଠା,-:(ଶିବରାମ ଚୌଧୁରୀ )-, ଗାଙ୍ଗପୁର ଥାନା ଅନ୍ତର୍ଗତ ଖଣ୍ଡରାବଳୀ ଗ୍ରାମର ଜଣେ ନବମ ଶ୍ରେଣୀ ଛାତ୍ରର ମୃତ ଦେହ ଉଦ୍ଧାର ହେବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି I ସୂଚନା ପ୍ରକାରେ ମୃତ ଛାତ୍ର ଜଣଙ୍କ ହେଉଛନ୍ତି ଖଣ୍ଡରାବଳୀ ଗ୍ରାମର ବାବୁ ବିଷୋୟୀଙ୍କ ପୁଅ ଅମର ବିଷୋୟୀ (୧୪)…

ବନ୍ୟ ଗୟଳ ଆକ୍ରମଣରେ ବୃଦ୍ଧ ଗୁରୁତର ; ସରକାରୀ ସହାୟତା ଦାବି

 ବେଲଗୁଣ୍ଠା-:(ଶିବରାମ ଚୌଧୁରୀ)- , ଗାଙ୍ଗପୁର ଥାନା ଅନ୍ତର୍ଗତ ଧରାକୋଟ ବ୍ଲକ୍ ଝାଡ଼ବନ୍ଧ ଗ୍ରାମର ଜଣେ ବୃ୍ଦ୍ଧ ନିଜ ଜମିରେ କାମ ସାରି ଫେରୁଥିବା ବେଳେ ଏକ ବନ୍ୟ ଗୟଳର ବନ୍ୟ ଗୟଳ ଆକ୍ରମଣର ଶିକାର ହୋଇ ଗୁରୁତର ହେବା ସହିତ ନିଜର ଉତ୍ତମ ଚିକିତ୍ସା ପାଇଁ ସରକାରୀ ସହାୟତା ଦାବି କରିଛନ୍ତି I…

ଆରଏସ୍ଏସ୍ ର ଶତାବ୍ଦୀ ସମାରୋହ ଉଦଘାଟନ ଉତ୍ସବ ।

କେନ୍ଦ୍ରାପଡା:(ପ୍ରଫୁଲ କୁମାର ମଲ୍ଲ): କେନ୍ଦ୍ରାପଡା ଜିଲା ଲକ୍ଷ୍ମୀନାରାୟଣପୁର ପଞ୍ଚାୟତର ବଳଭଦ୍ରପୁର ଗ୍ରାମର ସାରଳା ମଣ୍ଡପ ପ୍ରାଙ୍ଗଣରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଶତାବ୍ଦୀ ସମାରୋହ ଉଦଘାଟନ ଉତ୍ସବ ବଡ ଧୁମଧାମରେ ପାଳିତ ହୋଇଯାଇଛି l ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଡେରାବିଶ ଖଣ୍ଡ…

ଶାରଦୀୟ ଦୁର୍ଗା ପୂଜା ଅବସରରେ ଓଡ଼ଗାଁ ଅଂଚଳ ଉତ୍ସବ ମୁଖର

ଓଡ଼ଗାଁ,୩୦।୯(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଏନ୍ଏସି ଓ ବ୍ଳକ ଅଞ୍ଚଳ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଉତ୍ସବମୁଖର ହୋଇଉଠିଛି । ନାନାରଙ୍ଗର ଆଲୋକ ମାଳାରେ ସୁସଜ୍ଜିତ ପୂଜାମଣ୍ଡପ ହୋଇ ଉଠିଛି ଅଧିକ ଆକର୍ଷଣୀୟ । ଦୀର୍ଘ ୬ ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ଧରି ଓଡ଼ଗାଁ ଏନଏସିର ବ୍ଲକ ସାମ୍ନାରେ…

ଅବକାରୀ ବିଭାଗ ଅଧିକାରୀଙ୍କ ମରଣାନ୍ତାକ୍ ଆକ୍ରମଣ ବିରୁଦ୍ଧ ରେ ଆମରଣ ଅନଶନ।

ବାସୁଦେବପୁର - ବାସୁଦେବପୁର ଅବକାରୀ ବିଭାଗର ଅଧିକାରୀ ଙ୍କ ଵିରୁଦ୍ଧ ରେ ମରଣାନ୍ତକ୍ ଆକ୍ରମଣ ଵିରୁଦ୍ଧ ରେ ତୁରନ୍ତ ଗିରଫ ସହ ନିଲମ୍ବନ କାର୍ଯ୍ୟାନୁଷ୍ଠାନ ଦାବିରେ ସ୍ବାମୀ ସ୍ତ୍ରୀ ବାସୁଦେବପୁର ତହସିଲ ଆଗରେ ଧାରଣା ରେ ବସିଛନ୍ତି। ସୂଚନା ଅନୁସାରେ କିସ୍ମତ କୃଷ୍ଣପୁର ଗ୍ରାମର ଯୁବକ୍ ଭରତ…

ବାଗଦେବୀ ନୋଡାଲ ବିଦ୍ୟାଳୟରେ ଶିକ୍ଷକ ମହେନ୍ଦ୍ର ମଲ୍ଲିକଙ୍କ ବିଦାୟ ସମ୍ବର୍ଦ୍ଧନା ।

କେନ୍ଦ୍ରାପଡ଼ା:(ଜିଲ୍ଲା ପ୍ରତିନିଧି)ପ୍ରଫୁଲ୍ଲ କୁମାର ମଲ୍ଲ -ବାଗଦେବୀ ନୋଡାଲ ବିଦ୍ୟାଳୟ ପରିସରରେ ଶିକ୍ଷକ ମହେନ୍ଦ୍ର ମଲ୍ଲିକଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଗମ୍ଭୀର ଓ ଉତ୍ସାହମୟ ପରିବେଶରେ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିବାର ସହିତ ଅଞ୍ଚଳବାସୀ ଓ ପୁରାତନ ଛାତ୍ରଛାତ୍ରୀମାନେ…

ଯୁବ କଳାକାର ସଞ୍ଜୟ ଙ୍କ ହୃଦ୍ ଘାତରେ ମୃତ୍ୟୁ

 ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୩୦/୦୯/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦର ନୂଆଗୁଡା ର ଯୁବ କଳାକାର ସଞ୍ଜୟ ଶତପଥୀ ଙ୍କ ଆଜି ହୃଦ୍ ଘାତରେ ମୃତ୍ୟୁ ଘଟିଛି।ଆଜି ଦିନ ପ୍ରାୟ ସାଢେ଼ ୧୨ ଘଣ୍ଟ ସମୟରେ ବସ ଷ୍ଟାଣ୍ଡ ନିକଟ ସଞ୍ଜୟ ଙ୍କ ତେଜରାତି ଦୋକାନ ରେ ହଠାତ୍ ହୃଦ୍ତ୍ୟୁଘାତ…

ବିଜେପୁର ସମଲେଶ୍ୱରୀ ମନ୍ଦିରରେ ମା’ଙ୍କ ନବଦିନାତ୍ମକ ପୂଜା ସମାପନ

ବିଜେପୁର :-ବିଜେପୁର ସ୍ଥିତ ପ୍ରାଚୀନ ମା’ ସମଲେଶ୍ୱରୀ ମନ୍ଦିରରେ ଆୟୋଜିତ ନବଦିନାତ୍ମକ ପୂଜା ମହୋତ୍ସବ ଆଜି ମଙ୍ଗଳବାର ଆଶ୍ୱିନ ଶୁକ୍ଳ ଅଷ୍ଟମୀ ଯୁକ୍ତ ନବମୀ ତିଥିରେ ଭକ୍ତିଭାବନା ଓ ଧାର୍ମିକ ଉତ୍ସାହ ମଧ୍ୟରେ ସମାପନ ହୋଇଯାଇଛି। ୨୧ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା ଏହି ପୂଜା ୯ ଦିନ ବ୍ୟାପୀ…

ଜିନ୍ଦଲ ଷ୍ଟିଲ-ଅନୁଗୁଳ ପ୍ଲାଣ୍ଟରେ ନୂଆ ବେସିକ୍ ଅକ୍ସିଜେନ ଫର୍ନେସର ଶୁଭାରମ୍ଭ, ବାର୍ଷିକ ଉତ୍ପାଦନ କ୍ଷମତା ୯ ମିଲିୟନ…

ଅନୁଗୁଳ, ୩୦/୦୫: ବିଶିଷ୍ଟ ଶିଳ୍ପପତି ଶ୍ରୀ ନବୀନ ଜିନ୍ଦଲଙ୍କ ନେତୃତ୍ୱରେ ପରିଚାଳିତ ଜିନ୍ଦଲ ଷ୍ଟିଲର ଅନୁଗୁଳ ସମନ୍ୱିତ ଷ୍ଟିଲ ପ୍ଲାଣ୍ଟରେ ୨୫୦ ମେଟ୍ରିକ ଟନ କ୍ଷମତାବିଶିଷ୍ଟ ବେସିକ ଅକ୍ସିଜେନ ଫର୍ନେସ କନଭର୍ଟରର ଶୁଭାରମ୍ଭ ହୋଇଛି। ଏହା ଦ୍ୱାରା କମ୍ପାନିର ଷ୍ଟିଲ ଉତ୍ପାଦନ କ୍ଷମତା ବାର୍ଷିକ…