ଅବକାରୀ ବିଭାଗ ଅଧିକାରୀଙ୍କ ମରଣାନ୍ତାକ୍ ଆକ୍ରମଣ ବିରୁଦ୍ଧ ରେ ଆମରଣ ଅନଶନ।

0 2

ବାସୁଦେବପୁର – ବାସୁଦେବପୁର ଅବକାରୀ ବିଭାଗର ଅଧିକାରୀ ଙ୍କ ଵିରୁଦ୍ଧ ରେ ମରଣାନ୍ତକ୍ ଆକ୍ରମଣ ଵିରୁଦ୍ଧ ରେ ତୁରନ୍ତ ଗିରଫ ସହ ନିଲମ୍ବନ କାର୍ଯ୍ୟାନୁଷ୍ଠାନ ଦାବିରେ ସ୍ବାମୀ ସ୍ତ୍ରୀ ବାସୁଦେବପୁର ତହସିଲ ଆଗରେ ଧାରଣା ରେ ବସିଛନ୍ତି। ସୂଚନା ଅନୁସାରେ କିସ୍ମତ କୃଷ୍ଣପୁର ଗ୍ରାମର ଯୁବକ୍ ଭରତ କୁମାର ମହାନ୍ତି ଙ୍କୁ ଅବକାରୀ ବିଭାଗ ପକ୍ଷରୁ ଚୋରା ମଦ ବେପାର କରୁଥିବା ନେଇ ଧରି ଆଣିବା ଶହ ମାଡ଼ ମାରିଛନ୍ତି ବୋଲି ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତୁରନ୍ତ ଗିରଫ ଓ ନିଲମ୍ବନ ଦାବି କରି ସ୍ଵାମୀ ଓ ସ୍ତ୍ରୀ ଅନଶନ ଜାରି ରଖିଛନ୍ତି। ଏ ସଂପର୍କ ରେ ଅବକାରୀ ବିଭାଗ ର ଓ ଆଇ ସି ନଟବର ମଲ୍ଲିକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ମାଡ଼ ଅଭିଯୋଗ କୁ ଖଣ୍ଡନ କରିଛନ୍ତି।

Leave A Reply

Your email address will not be published.