ଗାୟତ୍ରୀ ବିଦ୍ୟାମନ୍ଦିରରେ କାରଗିଲ ବିଜୟ ଦିବସ ପାଳିତ,

ଓଡ଼ଗାଁ,୨୬।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ପନ୍ତିଖାରୀ ପଞ୍ଚାୟତ ମଶାବାରୀ ଗାୟତ୍ରୀ ବିଦ୍ୟାମନ୍ଦିରେ ଜୁଲାଇ ୨୬ ତାରିଖ ଶନିବାର ୨୬ତମ କାରଗିଲ ବିଜୟ ଦିବସ ପାଳିତ ହୋଇଯାଇଛି । ଭାରତ ମାତାର ଜୟଗାନ କରିବା ସହିତ' ଶହୀଦ୍ ଯବାନ ଅମର ରହେ' କାରଗିଲ ଯୋଦ୍ଧାଙ୍କ…

ସେଂଟ୍ରାଲ ବ୍ୟାଙ୍କ ଡିଜିଟାଲ ମୁଦ୍ରା ବ୍ୟବହାର ସଚେତନତା କାର୍ଯ୍ୟକ୍ରମ

ସୁଭଦ୍ରା ହିତାଧିକାରୀଙ୍କୁ ଡିଜିଟାଲ ମୁଦ୍ରାରେ ମିଳିବ ୩ୟ କିସ୍ତି ଅର୍ଥ, ଓଡ଼ଗାଁ,୨୬।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଗୌଡ଼ପୁଟ ପଞ୍ଚାୟତରେ ସୁଭଦ୍ରା ହିତାଧିକାରୀ ମାନଙ୍କୁ ନେଇ ଡିଜିଟାଲ ମୁଦ୍ରାର ବ୍ୟବହାର ସଂପର୍କିତ ସଚେତନତା କାର୍ଯ୍ୟକ୍ରମ ଶନିବାର…

ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଓଡ଼ଗାଁ,୨୬।୭(ଶ୍ରୀକାନ୍ତ କୁମାର ମିଶ୍ର):ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ସୋଲପଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିଶୁସୁରକ୍ଷା ଅଧକାରୀ ସିବିୟନ ପ୍ରଧାନଙ୍କ ନେତୃତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିଶୁସୁରକ୍ଷା ଅଧକାରୀ…

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲରେ ପାଳିତ ହେଲା *କାର୍ଗିଲ ବିଜୟ ଦିବସ

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା ୨୬/୦୭/୨୦୨୫ ରିଖ ସ୍ଥାନୀୟ ତାରିଣୀ ମନ୍ଦିର ରୋଡ଼ ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲରେ କାର୍ଗିଲ ବିଜୟ ଦିବସ ପାଳିତ ହୋଇଯାଇଛି | ୧୯୯୯ ମସିହା ଜୁଲାଇ ୨୬ ଆଜିର ଦିନ ରେ ବଳିଦାନ ଦେଇଥିବା ଭାରତ ମାତାଙ୍କ ବୀର ଯବାନ ଙ୍କୁ ସ୍ମୃତି…

ଶାରିରୀକ ଶିକ୍ଷକ ସଂଘ ତରଫରୁ ଏକ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା

ବିଜେପୁର :-ବରଗଡ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଟି.ଗଣ୍ଡପାଲି ଉଚ୍ଚ ବିଦ୍ୟାଳୟ ଠାରେ ଶାରିରୀକ ଶିକ୍ଷକ ସଂଘ ତରଫରୁ ଏକ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପ୍ରଧାନ ଶିକ୍ଷକ ଭରତ ସା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ସଭାରେ…

ଶିକ୍ଷାବିତ୍ ଅମୂଲ୍ୟ ଦାସଙ୍କ ଷଷ୍ଠ ଶ୍ରାଦ୍ଧବାର୍ଷିକୀ ଅବସରରେ ସମ୍ବାଦ ସାହିତ୍ୟ ଘର ତରଫରୁ ବୃକ୍ଷରୋପଣ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଆଜି ଘୁମୁସର ମାଟିର ବିଶିଷ୍ଟ ଶିକ୍ଷାବିତ୍ ତଥା ସ୍ଵର୍ଗତ ଅଧ୍ୟକ୍ଷ ଅମୂଲ୍ୟ ଦାସଙ୍କ ଷଷ୍ଠ ଶ୍ରାଦ୍ଧବାର୍ଷିକୀ ଅବସରରେ ଗୋବରା ବିଶ୍ୱଭାରତୀ ପରିସରରେ ବିଶ୍ୱ ଭାରତୀ, ସାହିତ୍ୟ ଘର, ବେଲଗୁଣ୍ଠା ପ୍ରେସକ୍ଲବ ଏବଂ ରୋଟାରୀ କ୍ଳବ୍ ପକ୍ଷରୁ ଏକ ମିଳିତ…

ଉପଖଣ୍ଡ ସ୍ତରୀୟ ସ୍ବାଧିନତା ଦିବସ ୨୦୨୫ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

ପଦ୍ମପୁର:- ଉପଖଣ୍ଡ ସଦର ମହୁକୁମାଠାରେ ଉପଖଣ୍ଡସ୍ତରୀୟ ସ୍ବାଧିନତା ଦିବସ ୨୦୨୫ କୁ ସୁନ୍ଦର ତଥା ମହାସମାରୋହରେ ପାଳନ କରିବାକୁ ପଦ୍ମପୁର ଉପଜିଲ୍ଲାପାଳ ଙ୍କ ସଭାଗୃହ ଠାରେ ସେହ୍ନା ଅରୁଗୁଲା ଉପଜିଲ୍ଲାପାଳ ପଦ୍ମପୁର ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ…

ଘୁ.ଉଦୟଗିରି ଜନକଲ୍ୟାଣ ସମାଜ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ, 80 ୟୁନିଟ ରକ୍ତ ସଂଗ୍ରହ.

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସ୍ଥିତ ମୁର୍ସ ହେଡ ମେମୋରିଆଲ ଖ୍ରୀଷ୍ଟିଆନ ହସ୍ପିଟାଲରେ ଖ୍ରୀଷ୍ଟିଆନ ଜନ କଲ୍ୟାଣ ସମାଜ ଘୁ.ଉଦୟଗିରି ଶାଖା ପକ୍ଷରୁ ପ୍ରଥମ ଥର ପାଇଁ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ୮୦ ୟୁନିଟ ରକ୍ତ ସଂଗ୍ରହ…

ଫାଇଲେରିଆ ନିରାକରଣ ପାଇଁ ସାମୁହିକ ଔଷଧ ସେବନ ଉପରେ ଗୋଷ୍ଠୀ ସମନ୍ୱୟ ସମିତି ସଭା ଅନୁଷ୍ଠିତ

ପଦ୍ମପୁର, ୨୬/୭ : ଶୁକ୍ରବାର ସ୍ଥାନୀୟ ଉପଜିଲ୍ଲାପାଳ ଙ୍କ ସଭାଗୃହ ଠାରେ ଜମଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଉପଖଣ୍ଡ ଚିକିତ୍ସାଲୟର ମିଳିତ ଆନୁକୂଲ୍ୟରେ ଫାଇଲେରିଆ ନିରାକରଣ ପାଇଁ ସାମୁହିକ ଔଷଧ ସେବନ ଉପରେ ଗୋଷ୍ଠୀ ସମନ୍ୱୟ ସମିତି ସଭା ଉପଜିଲ୍ଲାପାଳ ସ୍ନେହା ଅରୁଗୁଲା ଙ୍କ ଅଧ୍ୟକ୍ଷତାରେ…

ମହିଳାଙ୍କ ଆତ୍ମହତ୍ୟା !!

ବ୍ରହ୍ମପୁର/ କୈଳାଶ ଚୌଧୁରୀ : ଗଞ୍ଜାମ ଜିଲ୍ଲା କୋଟିନଡା ଥାନା ଅନ୍ତର୍ଗତ ଲଛମନପଲ୍ଲୀ ଗ୍ରାମର କଲ୍ୟାଣୀ ମହାନ୍ତି ନାମ୍ନୀ ଜଣେ ମହିଳା ନିଜ ଘର ଛାତର ଲୁହା ରଡ୍ ରେ ଲୁଗା ବାନ୍ଧି ନିଜ ବେକରେ ଗୁଡେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ ମହିଳାଙ୍କ ବାପା ଘର ଆମ୍ବପୁଆ ହୋଇ ଥିବାବେଳେ ଗତ ୧୦…