ମୁନୁଷପଦର୍ ଗାଁରେ ପହଞ୍ଚିଲା ଉତ୍କଳ ଆଲୁମିନା ମୋବାଇଲ୍ ସ୍ବାସ୍ଥ୍ୟ ଟିମ୍
. ପୀଡ଼ିତ ଶିଶୁ ଓ ମହିଳାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ ଔଷଧ ବିତରଣ
. ଗ୍ରାମବାସୀଙ୍କୁ ଦେଲେ ସଚେତନତା ବାର୍ତ୍ତା
କାଶୀପୁର, ରୁ ବୈକୁଣ୍ଠ ଦୁରିଆ : ରାୟଗଡ଼ା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର…