ଡିସେମ୍ବର ୧୩ରେ ଅନୁଷ୍ଠିତ ହେବ ଟିପିସିଓଡିଏଲ୍‌ର ଲୋକ ଅଦାଲତ

ଭୁବନେଶ୍ୱର, ୧୧ ଡିସେମ୍ବର ୨୦୨୫: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌), ପକ୍ଷରୁ ଆସନ୍ତା ୧୩ ଡିସେମ୍ବର ୨୦୨୫ରେ ଚତୁର୍ଥ ଜାତୀୟ ଲୋକ ଅଦାଲତ ଓ ସମାଧାନ ଶିବିର ଆୟୋଜିତ ହେବ। ଅନଧିକୃତ ବିଦ୍ୟୁତ…

ଲିଙ୍ଗଗତ ବୈଷ୍ୟମତା, ହିଂସା ଦୂରୀକରଣ ଲାଗି ସଖୀ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ।

  କେନ୍ଦୁଝର,ତା୧୧/୧୨(ଦିଲ୍ଲୀପ ସାହୁ )- ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ଥିବା ସଖୀ ୱାନ ଷ୍ଟପ ସେଣ୍ଟର ପକ୍ଷରୁ ବାଂଶପାଳ ବ୍ଲକ ଅନ୍ତର୍ଗତ ତରମାକାନ୍ତ ଗ୍ରାମରେ ଲିଙ୍ଗଗତ ବୈଷମ୍ୟତା ଓ ହିଂସା ଦୂରୀକରଣ ଲାଗି ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ଶ୍ରେଣୀ ଲୋକ ଓ…

ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଓଡିଶା ମାଷ୍ଟର୍ସ 2025

କଟକ ସିଟି / ନିରଞ୍ଜନ ଆଚାର୍ଯ୍ୟ: କଟକ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା "ଓଡିଶା ମାଷ୍ଟର୍ସ ୨୦୨୫"ର ମହିଳା ସିଙ୍ଗଲସ, ପୁରୁଷ ସିଙ୍ଗଲସ, ମହିଳା ଡବଲସ, ପୁରୁଷ ଡବଲସ ଏବଂଡ ମିକ୍ସଡ଼ ଡବଲସ ସମସ୍ତ ବିଭାଗର ୭୬ଟି ମ୍ୟାଚ ଅନୁଷ୍ଠିତ…

ଅମଳ ଧାନ ସମ୍ପର୍କ ରେ ଚାଷୀ ଙ୍କ ସହ ଆଲୋଚନା କଲେ ପାରଳା ବିଧାୟକ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଖାରଡ଼ା ଗ୍ରାମ ର ଚାଷୀମାନେ ଧାନ ଅମଳ କରି ରାସ୍ତା ପାର୍ଶ୍ୱ ରେ ଶୁଖେଇ ଥିବା ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ଦେଖି ସେମାନଙ୍କ ସମସ୍ୟା ବୁଝିଥିଲେ। ଚାଷୀ ମାନଙ୍କ ସହିତ ଆଲୋଚନା…

ଭାରତୀୟ ଭାଷା ଦିବସ ତଥା ମହାକବି ସୁବ୍ରମଣ୍ୟମ୍ ଭାରତୀଙ୍କ ଜନ୍ମଜୟନ୍ତୀ ପାଳନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର , ପାରଳାଖେମୁଣ୍ଡି ଭାରତୀୟ ଭାଷା ଦିବସ ତଥା ମହାକବି ସୁବ୍ରମଣ୍ୟମ୍ ଭାରତୀଙ୍କ ଜନ୍ମଜୟନ୍ତୀ ପାଳନ ହୋଇଯାଇଛି। ଏହି ଅବସରରେ ମୁଖ୍ୟ‌‌‌ ଅତିଥି ରୂପେ ବିଦ୍ୟାଳୟର ପରିଚାଳନା କମିଟିର କୋଷାଧ୍ୟକ୍ଷ ଶ୍ରୀଯୁକ୍ତ…

ପାରଳା ସହରରେ ଆଉ ଚଳିବନି ଟାଟା ପାୱାର କର୍ମଚାରୀଙ୍କ ମନମାନି

ମିଟର ବଳାଇବା ପାଇଁ ଦରକାର ଖାଉଟି ସମ୍ମତି ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଗତ କିଛି ଦିନ ହେଲା ଟି ପି ଏସ ଓ ଡି ଏଲ୍ ବା ଟାଟା ପାୱାର କର୍ମଚାରୀ ମନମୁଖୀ ନୀତି ଆପଣାଇ ବିଭିନ୍ନ ସାହି , ଗଳି ଗୁଡିକରେ ଇଲେକ୍ଟ୍ରୀ ମିଟର ଭଲ…

୧୨ ତାରିଖରୁ ଆରମ୍ଭ ହେବାକୁ ଯାଉଅଛି ଦାବିହିନ ଜମା ରାଶି ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଅଗ୍ରଣୀ ବ୍ୟାଙ୍କ ପକ୍ଷରୁ ଆସନ୍ତା ୧୨ ଡିସେମ୍ବର ୨୦୨୫ ଶୁକ୍ରବାର ମଧ୍ୟାହ୍ନ ୧୨.୩୦ମିନିଟ୍ ସମୟରେ ସ୍ଥାନୀୟ ଟାଉନ୍ ହଲ୍ ଠାରେ ଦାବିହିନ ଜମାରାଶି ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ ହେବ। ଉକ୍ତ…

ସ୍କର୍ପିଓ ଗାଡ଼ି ଧକ୍କାରେ ଷଣ୍ଢ ମୃତ।

( କୈଳାଶ ଚନ୍ଦ୍ର ଚୌଧୁରୀ , ବ୍ରହ୍ମପୁର): ଗୋପାଳ ପୁର ଥାନା ଅର୍ନ୍ତଗତ ଜାତୀୟ ରାଜପଥ ଏକ ଢ଼ାବା ସାମ୍ନାରେ ଗୋଟିଏ ସ୍କର୍ପିଓ ଗାଡ଼ି ରାସ୍ତା ରେ ଯାଉଥିବା ବେଳେ ଗୋଟିଏ ଷଣ୍ଢ ଚଢ଼ି ଯିବାରୁ ଦୁର୍ଘଟଣା ଗ୍ରସ୍ତ ହୋଇ ଷଣ୍ଢର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଅନ୍ୟ ପକ୍ଷରେ ଭାରସାମ୍ୟ ହରାଇ…

ନିର୍ମାଣର ୩ ବର୍ଷ ନପୂରୁଣୁ ମଙ୍ଗଳା ମହାବିଦ୍ୟାଳୟ କେତକୀ ଛାତ୍ରାବାସରୁ ସିମେଣ୍ଟ ଛେଲ ଛାଡ଼ୁଛି , ଭିଜିଲାନ୍ସ ତଦନ୍ତ…

କାକଟପୁର ୧୧/୧ ୨: ପୁରୀ ଜିଲ୍ଲା କାକଟପୁର ଠାରେ ୧୯୭୮ ମସିହାରେ ସ୍ଥାନୀୟ ଲୋକଙ୍କ ଶ୍ରମ ଓ ବହୁ ବଦାନ୍ୟ ବ୍ୟକ୍ତିଙ୍କ ଦାନ ଅର୍ଥରେ  ମଙ୍ଗଳା ମହାବିଦ୍ୟାଳୟ ପ୍ରତିଷ୍ଠା ଲାଭ କରିଥିଲା l  ଏହି ମହାବିଦ୍ୟାଳୟରେ ଅଧ୍ୟୟନ ଶୈଳୀ ଓ ପାଠପଢାରେ ଅନୁକୂଳ ପରିବେଶ ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ…

ମାନବ ଅଧିକାର ଦିବସ ପାଳନ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷ୍ୟା କେନ୍ଦ୍ର ଠାରେ ମାନବ ଅଧିକାର ଦିବସ ପାଳନର ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ଆଇନ ସେବା…