ଦୁଇ ବର୍ଷ ହେଲେ ମଧ୍ୟ ଉଦଘାଟିତ ହୋଇନି ବିଜେପୁର ନୂତନ ଥାନା

ଠିକାଦାର ଓ ବିଭାଗୀୟ ଅବ୍ୟବସ୍ଥା ଉପରେ ଲୋକମାନଙ୍କ ଅସନ୍ତୋଷ ବିଜେପୁର :- ବିଜେପୁର ଥାନା ପାଇଁ ସରକାରୀ ଲକ୍ଷଲକ୍ଷ ଟଙ୍କାରେ ନିର୍ମିତ ନୂତନ ଭବନ ଦୁଇ ବର୍ଷ ପୂର୍ବରୁ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଉଦଘାଟିତ ହୋଇପାରିନାହିଁ। ଠିକାଦାର ଓ ବିଭାଗ ମଧ୍ୟରେ ଅବ୍ୟବସ୍ଥା ଯୋଗୁଁ…

ରାଜଗାଙ୍ଗପୁର ପରିମଳ ବିପର୍ଯ୍ୟସ୍ତ

ରାଜଗାଙ୍ଗପୁର,୧୫/୧୦/୨୫. ରାଜଗାଙ୍ଗପୁର ପୌରାଞ୍ଚଳରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହାଇପଡ଼ିଛି । ଗତ ବର୍ଷ ଯେଉଁ ସଂସ୍ଥାକୁ ଟେଣ୍ଡର ମାଧ୍ଯମରେ ବାୟିତ୍ବ ଦିଆ ଯାଇଥିଲା ସେ ପୂରାପୂରି ବିଫଳ ହୋଇଛି। ତେଣୁ ସେହି ସଂସ୍ଥାକୁ କଳା ତାଲିକାଭୁକ୍ତ କରି ନୂଆ ସଂସ୍ଥାକୁ ଟେଣ୍ଡର ଦେବାକୁ ବାର୍ଷିକ…

ଜିଲ୍ଲାସ୍ତରୀୟ ବିଶ୍ଵ ଧଳା-ବାଡ଼ି ଦିବସ-୨୦୨୫

ଧଳା-ବାଡ଼ି ହେଉଛି ସ୍ଵାଧୀନତା , ସୁରକ୍ଷା ଏବଂ ଆତ୍ମନିର୍ଭର ଶିଳତାର ଏକ ପ୍ରତୀକ  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ୟୁନିଅନ ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ରର ସମ୍ମିଳନୀ କକ୍ଷ ଠାରେ "ସାଇଟ୍…

ଜିଲ୍ଲା – ସ୍ତରୀୟ ଲୋକନୃତ୍ୟ ପ୍ରତଯୋଗିତା – ୨୦୨୫

https://youtu.be/_GlzDDy5oww ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା - ସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତା - ୨୦୨୫ ଉଦଯାପିତ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ବ୍ଲକରୁ ମୋଟ ୧୨ଟି ଲୋକନୃତ୍ୟ…

ସାଂସଦ ଖେଳ ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ମାନ୍ୟବର ବ୍ରହ୍ମପୁର ସାଂସଦ ଡ଼.ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ଅଧକ୍ଷାତରେ ସାଂସଦ ଖେଳ ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସାଂସଦ ଖେଳ ମହୋତ୍ସବ ମାଧ୍ୟମରେ ସହରାଞ୍ଚଳ…

ମହର୍ଷି ବାଲ୍ମୀକି ଜୟନ୍ତୀ ସମାରୋହ : ଆଚରଣରୁ ଧର୍ମର ପ୍ରତିଷ୍ଠା

ରାଉରକେଲା,(ବସନ୍ତ କୁମାର ଜେନା): ଚିନ୍ମୟ ଏକାଡେମୀ, ଫର୍ଟିଲାଇଜର ଏବଂ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ସାରନଗରୀ ଶାଖାର ମିଳିତ ଆନୁକୁଲ୍ୟରେ ମାସିକ ସାହିତ୍ୟ ସମାବେଶ ସହ ମହର୍ଷି ବାଲ୍ମୀକୀ ଜୟନ୍ତୀ ଓ ରାମକଥା ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଫର୍ଟିଲାଇଜର ଆଇଡିଏଲ ଲିଙ୍କ୍ ରୋଡରେ ଥିବା…

ସୁପ୍ରିମକୋର୍ଟର ପୂର୍ବତନ ନ୍ୟାୟଧୀଶ ଶ୍ରୀ ଜଷ୍ଟିସ ଏ କେ ପଟ୍ଟନାୟକ ସୁନ୍ଦରଗଡ ଗସ୍ତ

ରାଉରକେଲା :(ବସନ୍ତ କୁମାର ଜେନା): ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ (ଓମ୍ବାଡସି)  ର ନୀରିକ୍ଷଣ କର୍ତ୍ତୁପକ୍ଷ  ଭାବେ ସୁପ୍ରିମକୋର୍ଟର ପୂର୍ବତନ ନ୍ୟାୟଧୀଶ ଶ୍ରୀ ଜଷ୍ଟିସ ଏ କେ ପଟ୍ଟନାୟକ ସୁନ୍ଦରଗଡର ୫ ଦିନିଆ ଗସ୍ତରେ  ଆସିଛନ୍ତି l  ଏହି ଗସ୍ତରେ ସେ ଓମ୍ବାଡସି ପାଣ୍ଠି…

ଟଙ୍କା ବଳରେ ଆଇନ୍ ମଧ୍ୟ କିଣା ଯାଇପାରେ!!!!

ସଇଁତଳାରେ ପ୍ରଧାନ ଶିକ୍ଷକଙ୍କ ଅତ୍ୟାଚାର - ରକ୍ତାକ୍ତ ଛାତ୍ର, ନୀରବ ପୋଲିସ ବଲାଙ୍ଗୀର, (ଶାସକ ପ୍ରଶାସକ)ଘନ ନାଗ:ଆଜିର ଦିନରେ ଟଙ୍କା ଓ ପ୍ରଭାବ ଯେତେ ମହାନ, ଆଇନ ଓ ନ୍ୟାୟ ସେତେ ନିର୍ବଳ ହୋଇପାରେ ବୋଲି ଏକ ନିର୍ଦୟ ଉଦାହରଣ ଦେଖାଇଛନ୍ତି ସଇଁତଳା ଥାନା ଅଧୀନ ଥିବା କରମତଲା ଗାଁର ଉଚ୍ଚ…

ରାଜ୍ୟ ସ୍ତରୀୟ ପ୍ରତିଭା ଅନ୍ୱେଷଣ ଉତ୍ସବ,ଓଡ଼ଗାଁର ଗୈାତମ ତବଲା ବାଦନରେ ପ୍ରଥମ

ଓଡ଼ଗାଁ,୧୫।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁର ଗୈାତମ ତ୍ରିପାଠୀ ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପ ଠାରେ ସନ୍ଦିପ୍ କୁମାର ରାଉତଙ୍କ ଦ୍ୱାରା ପ୍ରତିଷ୍ଠିତ ଅନ୍ତର୍ଦ୍ଧୋନୀ ସଙ୍ଗୀତ ମହାବିଦ୍ୟାଳୟରେ ମାଧ୍ୟମରେ ଆୟୋଜିତ ଅନ୍ତର୍ଦ୍ଧୋନୀ ସଙ୍ଗୀତ ମହୋତ୍ସବ ୨୦୨୫ ରାଜ୍ୟ ସ୍ତରୀୟ…

ଓଡ଼ଗାଁ ବ୍ଳକ ସ୍ତରୀୟ ମନରେଗା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଜନଶୁଣାଣୀ ଶିବିର ଅନୁଷ୍ଠିତ,

୭ ଦିନ ମଧ୍ୟରେ ନଥିପତ୍ର ଦାଖଲ ପାଇଁ ନିର୍ଦ୍ଦେଶ,ଡେପୁଟି କଲେକ୍ଟର ଓଡ଼ଗାଁ,୧୫।୧୦(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଳକ ସ୍ତରୀୟ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଏବଂ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ସମ୍ପର୍କିତ ଜନ ଶୁଣାଣୀ ଶିବିର ବୁଧବାର ବ୍ଳକ ସଭା…