କେନ୍ଦୁଝର ଜିଲ୍ଲାରେ ୧୯୨ ନୂତନ ମତଦାନ କେନ୍ଦ୍ର ପାଇଁ ନିର୍ବାଚନ ଆୟୋଗଙ୍କ ମଞ୍ଜୁରୀ
- ଜିଲ୍ଲାରେ ମତଦାନ କେନ୍ଦ୍ର ସଂଖ୍ୟା ୧୭୨୩ ରୁ ୧୯୧୫କୁ ବୃଦ୍ଧି
- ୪ଟି କେନ୍ଦ୍ରର ନାମ ସଂଶୋଧନ ଓ ୧୭ଟି କେନ୍ଦ୍ରର ସ୍ଥାନ ପରିବର୍ତ୍ତନକୁ ମଧ୍ୟ ଅନୁମୋଦନ
କେନ୍ଦୁଝର, ୧୭/୧୨/୨୦୨୫: କେନ୍ଦୁଝର ଜିଲ୍ଲାରେ ମତଦାତାଙ୍କ ବହୁବିଧ ସୁବିଧା ପାଇଁ ୧୯୨ଟି ନୂତନ ମତଦାନ କେନ୍ଦ୍ର ଗଠନ…